କୁନାଲ କମ୍ପାନୀକୁ ଏନଜିଟି ଛାଟ: ଫାଇନ ପଡିଲା ୫୩ ଲକ୍ଷ ଟଙ୍କା …

କଟକ/ଢେଙ୍କାନାଳ -:  ଢେଙ୍କାନାଳ ଜିଲ୍ଲାରେ ବେଆଇନ ମୋରମ ଖନନ ଅଭିଯୋଗ ସଂକ୍ରାନ୍ତ ପ୍ରସଙ୍ଗରେ ଶୁଣାଣି କରି ପରିବେଶ କ୍ଷତି ଭରଣା ପାଇଁ ସଂପୃକ୍ତ ଠିକା କମ୍ପାନୀକୁ ୫୩ ଲକ୍ଷ ଟଙ୍କା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ…

କିଡନି ରୋଗର ଅସହ୍ୟ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କଲେ ସ୍ବାମୀ ସ୍ତ୍ରୀ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଙ୍କଡପାଳ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ନିଜଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ…

ଗୁପଚୁପ୍ ଖାଇବା ପଡିଲା ମହଙ୍ଗା, ଚାଲିଗଲା ଜୀବନ !

କାମାକ୍ଷାନଗର -: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ଅନ୍ତର୍ଗତ ପାଳସାହି ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଗୁପଚୁପ ଖିଆ ବାକି ଟଙ୍କା ନଦେବାରୁ ମଦ୍ୟପ ଯୁବକଙ୍କୁ ପିଆଜ କଟା ଛୁରାରେ ହତ୍ୟା କଲା ଗୁପଚୁପ ବେପାରୀ । ମୃତ ଯୁବକ…

ଖାକି ପିନ୍ଧା ସ୍ୱାମୀଙ୍କ ଅତ୍ୟାଚାର ସହି ପାରିଲେନି ସ୍ତ୍ରୀ, ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ …

ଢେଙ୍କାନାଳ -: ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ଜଣକ ହେଉଛନ୍ତି ଜଣେ କନେଷ୍ଟବଳଙ୍କ ପତ୍ନୀ । ଆଜି ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଥିବା ବେଳେ ତାଙ୍କୁ…

ଢେଙ୍କାନାଳ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା …

ଢେଙ୍କାନାଳ /ଭୁବନ -: ଜାତୀୟ ରାଜପଥ ୫୩ କଡ଼ରେ ଛିଡ଼ା ହୋଇଥିବା ଟିପରକୁ ଧକ୍କା ଦେଲା ଦଶଚକିଆ ଟ୍ରକ । ଘଟଣାସ୍ଥଳରେ ଦଶଚକିଆ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ…

ହାତୀର ଚିକିତ୍ସା ପାଇଁ ଯାଇଥିଲେ, ଚାଲିଗଲା ପ୍ରାଣ

ଢେଙ୍କାନାଳ -: ଆହତ ଦନ୍ତା ହାତୀର ଚିକିତ୍ସା ଲାଗି ଯାଇଥିଲେ। ହେଲେ ଆଖି ବୁଜିଲେ ଏଲିଫ୍ୟାଣ୍ଟ ସ୍କ୍ବାଡ୍ର ସଦସ୍ୟ । ଯାହାର ଚିକିତ୍ସା ପାଇଁ ଯାଇଥିଲେ, ତାହାରି ଆକ୍ରମଣରେ ଚାଲିଗଲା ଜୀବନ। ମୃତକ ହେଲେ ବିଶ୍ଵରଞ୍ଜନ ପାଣିଗ୍ରାହୀ। ଗତକାଲି ଆହତ ହାତୀକୁ…