ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଖାନଙ୍କ ପାଇଁ ବଢିଲା ବିପଦ

ଇସ୍‌ଲାମାବାଦ୍‌ -: ସୁରକ୍ଷା ଜାମିନର ସମୟ ଅବଧି ଶେଷ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ଗିରଫ କରାଯିବ ବୋଲି ରବିବାର ଦିନ ପାକିସ୍ତାନ ଗୃହମନ୍ତ୍ରୀ ରାନା ସାନାଉଲ୍ଲା କହିଛନ୍ତି। ଦଙ୍ଗା, ବିଦ୍ରୋହ, ଗୋଳମାଳ ଏବଂ ସଂଘୀୟ ସରକାର ଉପରେ…

ଦୁର୍ଦ୍ଦିନରେ ଦେଶ : ଏଟିଏମରେ ଟଙ୍କା ନାହିଁ କି ପେଟ୍ରୋଲ ପମ୍ପରେ ତେଲ ନାହିଁ …

ଲାହୋର: ପାକିସ୍ତାନରେ ଯଦିଓ ପ୍ରଧାନମନ୍ତ୍ରୀ ବଦଳିଛନ୍ତି, କିନ୍ତୁ ଦେଶର ଅବସ୍ଥାରେ ଏପର୍ଯ୍ୟନ୍ତ ସୁଧାର ଆସିନାହିଁ। ଏକ ରିପୋର୍ଟ ଅନୁଯାୟୀ, ଯଦି ଏଭଳି ସ୍ଥିତି ଜାରି ରହେ, ତେବେ ପାକିସ୍ତାନରେ ଶ୍ରୀଲଙ୍କା ଭଳି ପରିସ୍ଥିତି ଘଟିବ । ତେବେ ଏହି ସମୟରେ ପାକିସ୍ତାନର…

ଇମ୍ରାନଙ୍କ ପାଇଁ ବଢିଲା ବିପଦ , ପଞ୍ଜାବ ପୋଲିସ ଇମ୍ରାନଙ୍କ ସହ ୧୫୦ଜଣଙ୍କ ନାଁରେ ରୁଜ୍ଜୁ କଲା ମାମଲା

ଇସଲାମାବାଦ -: ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସର୍ବଶେଷ ସୂଚନା ଅନୁଯାୟୀ, ଇମ୍ରାନ ଖାନଙ୍କୁ ଯେକୈାଣସି ସମୟରେ ଗିରଫ କରାଯାଇପାରେ । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ବିରୋଧରେ ସ୍ଲୋଗାନ ଦେବା ମାମଲାରେ ଇମ୍ରାନ ଖାନଙ୍କ ସମେତ…

ଦେଶଦ୍ରୋହ ମାମଲାରୁ ଇମ୍ରାନଙ୍କୁ ମିଳିଲା ଆଶ୍ୱସ୍ଥି, ଆସନ୍ତୁ ଜାଣିବା କୋର୍ଟଙ୍କ ରାୟ କଣ ଥିଲା …

ନୂଆଦିଲ୍ଲୀ -: ଅନାସ୍ଥା ଭୋଟରେ ସରକାର ପରାଜିତ ହେବା ପରେ ଇମ୍ରାନଙ୍କର ପ୍ରାୟ ସାଢ଼େ ୩ ବର୍ଷ ଶାସନର ଅନ୍ତ ଘଟିଥିଲା । ପାକିସ୍ତାନର ୭୫ ବର୍ଷ ଇତିହାସରେ ଇମ୍ରାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ଅନାସ୍ଥା ଭୋଟରେ ହାରି…

ଶେଷରେ ପତନ ହେଲା ଇମ୍ରାନ ଖାଁଙ୍କ ସରକାର, ପାକିସ୍ଥାନରେ ସେନା ମୁତୟନ …

ନୂଆଦିଲ୍ଲୀ -: ପାକିସ୍ତାନରେ ଇମ୍ରାନ୍ ସରକାରର ପତନ ଘଟିଛି । ଅନାସ୍ଥା ଭୋଟ୍‌ରେ ଇମ୍ରାନ୍ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି । ଅନାସ୍ଥା ଭୋଟ୍‌ରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ…

ଅନାସ୍ଥା ଭୋଟରେ ହାରିଲେ ଗିରଫ ହେବେ ଇମ୍ରାନ ଖାଁ

ଇସ୍‌ଲାମାବାଦ -: ଯଦି ସଂସଦରେ ଆଗତ ଅନାସ୍ଥା ଭୋଟ୍‌ରେ ହାରି ଯାଆନ୍ତି ତେବେ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ପଡ଼ିଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଗିରଫ ହୋଇପାରନ୍ତି ବୋଲି ଆଜି ଗୃହମନ୍ତ୍ରୀ ଶେଖ୍ ରଶିଦ୍ କହିଛନ୍ତି ।ଗଣମାଧ୍ୟମକୁ ମନ୍ତ୍ରୀ ଶେଖ୍ ରଶିଦ୍…

ଇମ୍ରାନଙ୍କ ପାଇଁ ବଢିଲା ବିପଦ …

ଇସଲାମାବାଦ -: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପ୍ରତି ବିପଦ ବଢିଚାଲିଛି । ସେ ଆସନ୍ତା ଏପ୍ରିଲ ୩ ତାରିଖରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଥିବାବେଳେ ତାଙ୍କ ନିଜ ଦଳର ସାଂସଦମାନେ ବିରୋଧୀ ଦଳମାନଙ୍କ ସହ ହାତ ମିଳାଇବା ଆରମ୍ଭ…

ଇମ୍ରାନଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ, ଗାଦି ଏବେ ଟଳମଳ

ନୂଆଦିଲ୍ଲୀ -: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସରକାର ପ୍ରତି ବିପଦ ମାଡ଼ି ଆସୁଛି । ଦେଶର ଅସ୍ପଷ୍ଟ ରାଜନୈତିକ ପରିସ୍ଥିତି ମଧ୍ୟରେ ଆଜି ବିରୋଧୀଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଗୃହରେ…

error: Content is protected !!