ପୁଣି ମାଓ ହିଂସା : ପୁଲିସ ଇନଫର୍ମର ସନ୍ଦେହରେ ଯୁବକକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି -: ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି। ଜଣେ ଯୁବକକୁ ପୁଲିସ ଇନଫର୍ମର ସଂଦେହରେ ନିର୍ଦ୍ଧୁମ ପିଟିବା ପରେ ତାକୁ ଗୁଳିକରି ହତ୍ୟା କରିଛନ୍ତି। ମର୍ଦାପାଲ ଥାନା ଅନ୍ତର୍ଗତ ଖଡଖଡି ଗ୍ରାମର ଜଣେ ଯୁବକ ନକ୍ସଲ ବିରୋଧରେ…

ମାଲକାନଗିରିରୁ ଜବତ ହେଲା ୯୪୦ କିଲୋ ଗଂଜେଇ, ୩ ଗିରଫ : ତେଲେଙ୍ଗାନା ଚାଲାଣ ବେଳେ ମାଡିବସିଲା ପୋଲିସ

ମାଲକାନଗିରି -: ପୁଲିସକୁ ମିଳିଛି ବଡ ସଫଳତା। ଗଂଜେଇ ଜବତ କରିବା ସହ ୩ ଜଣ ଆସାମୀକୁ ଗିରଫ କରିଛି। ଏଥିସହ କାର, ବାଇକ୍‌ ମଧ୍ୟ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋଙ୍କ ପ୍ରତ୍ୟକ୍ଷ…

ଆତ୍ମସମର୍ପଣ କଲେ ୩ ନକ୍ସଲ, ନିରୀହ ଆଦିବାସୀଙ୍କୁ ଟାର୍ଗେଟ କରାଯାଉଥିବାରୁ ସଂଗଠନ ଛାଡିଲେ

ମାଲକାନଗିରି -: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପିଙ୍କ ସମ୍ମୁଖରେ ଏମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଛତିଶଗଡ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଘରକୁ…

ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ୧୧ ନାବାଳିକା ସମେତ ୧୮ ଜଣ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି -: ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଚାଲିଥିବା ଅଭିଯାନରେ ଆଜି ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୧ ଜଣ ନାବାଳିକାଙ୍କ ସହ ମୋଟ ୧୮ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି।…

ମାଲକାନଗିରିରୁ ପୁଣି ୧୨୨ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି -: ମାଲକାନଗିରି ପୁଲିସ ଲଗାତାର ଗଞ୍ଜେଇ ଚାଲାଣ ରୋକିବାରେ ସଫଳତା ହାସଲ କରି ଚାଲିଛି। ବିଶେଷକରି ଚିତ୍ରକୋଣ୍ଡା,ଓର୍କେଲ,କୁଡୁମୁଲୁଗୁମ୍ମା ଏବଂ ଖଇରପୁଟ ଅଂଚଳରେ ଜୋରଦାର ଧରପଗଡ କରାଯାଇ ଗଞ୍ଜେଇ ଜବତ କରିବା ସହ ଆସାମୀମାନଙ୍କୁ ଗିରଫ କରାଯାଉଛି। ଏହି ଅଂଚଳର ଏସଡିପିଓ…

ଯବାନଙ୍କ ପାଇଁ ଗର୍ଭବତୀ ମହିଳାଙ୍କ ଜିବନ ବିପଦମୁକ୍ତ ହେଲା, ସାଲ୍ୟୁଟ୍ ଆପଣଙ୍କ ଏହି ମହନୀୟତା ପାଇଁ

ମାଲକାନଗିରି -: ଅପରାଧୀଙ୍କୁ ଦଣ୍ଡ ଏବଂ ଅସହାୟକୁ ସାହାଯ୍ୟ କରୁଛି ଯବାନ । ଏଭଳି ଯୁକ୍ତି ବଢ଼ିଛନ୍ତି ମାଲକାନଗିରି ସୀମାନ୍ତ ଛତିଶଗଡର ଡିଆରଜି ଯବାନ । ଜଙ୍ଗଲ ଭିତରେ ବାସ କରିଥିବା ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ନେବା ଘଟଣା…

ଜାଲ ନୋଟ ରାକେଟର ପର୍ଦ୍ଦାଫାସ, ୩୦ହଜାର ଦେଲେ ମିଳୁଥିଲା ଲକ୍ଷେ

ମାଲକାନଗିରି -: ପଶ୍ଚିମବଙ୍ଗରୁ ନିୟନ୍ତ୍ରଣ ହେଉଥିଲା, ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିଲା । ୩୦ ହଜାର ଟଙ୍କାର ଅସଲି ନୋଟ୍ ଦେଲେ ମିଳୁଥିଲା ଲକ୍ଷେ ଟଙ୍କାର ଜାଲ୍ ନୋଟ୍ । ଏତେ ସୁନିୟୋଜିତ ଭାବେ ଏହି…

୧୦ ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଯାଉଥିଲେ, ଭିଜିଲାନ୍ସ ଅତର୍କିତ ଚଢାଉକଲେ ତା ପରର ଅବସ୍ଥା କ’ଣ ହେଲା ଆସନ୍ତୁ ଜାଣିବା

ମାଲକାନଗିରି -: ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ଆଶିଷ କୁମାର ଦାସ ଭିଜିଲାନସ ଜାଲରେ ଫସିଛନ୍ତି । ଆଜି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସ୍ଥାନୀୟ ଡିସିବି ବ୍ୟାଙ୍କରେ ଜମା କରିବାକୁ ଯାଉଥିବା ବେଳେ ଭିଜିଲାନସ…