ଦେଶ ଜଳୁଛି, ଭାଇଚାରା ପାଇଁ କାହିଁକି ଅପିଲ କରୁନାହାଁନ୍ତି : ଅଶୋକ ଗେହଲଟ୍

ନୂୂଆଦିଲ୍ଲୀ -: ଦେଶ ଜଳୁଛି, ଉତ୍ତେଜନା ବଢ଼ୁଛି, ଲୋକଙ୍କ କ୍ରୋଧ ସହ ହିଂସା ବି ବଢ଼ୁଛି, ଏଭଳି ସମୟରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାତ ଯୋଡ଼ି ନିିବେଦନ କରୁଛି ଯେ, ‌ସେ ଦେଶବାସୀଙ୍କୁୁ ଶାନ୍ତି ଓ ଭାଇଚାରା ବଜାୟ ରଖିବା…

ନରେନ୍ଦ୍ର ମୋଦୀ ତୁମ କବର ଖୋଳାଯିବ …

ନୂଆଦିଲ୍ଲୀ -: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ନେତା ଓ କର୍ମୀଙ୍କ ପକ୍ଷରୁ ଆପତ୍ତିଜନକ ବୟାନ ଜାରି ରହିଛି । ସୋମବାରଦିନ ଅଗ୍ନିପଥ ସ୍କିମର ବିରୋଧ ପାଇଁ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ  ମୋଦୀ ତେରା…

ମା’ଙ୍କ ଜନ୍ମ ଦିନରେ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆସନ୍ତୁ ଜାଣିବା ହିରାବେନ୍ ମୋଦିଙ୍କ ସଂର୍ଘଷମୟ ଜୀବନ

ଗାନ୍ଧିନଗର -: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍‌ ୧୦୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ମାଆଙ୍କୁ ଭେଟିବାକୁ ଗାନ୍ଧୀନଗରରେ ପହଞ୍ଚିଛନ୍ତି ମୋଦୀ। ସେ ତାଙ୍କ ମାଆଙ୍କ ଉପରେ ଏକ ସ୍ବତନ୍ତ୍ର ପୋଷ୍ଟ୍‌ ଲେଖି ପିଲାଦିନର କିଛି ସ୍ମୃତିକୁ…

ମା’ଙ୍କ ଜନ୍ମ ଦିନରେ ପାଦଧୋଇ ଆଶିଷ ଭିକ୍ଷା କଲେ ପ୍ରଧାନମନ୍ତ୍ରୀ

ଅହମଦାବାଦ୍ -: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍‌ ମୋଦୀ ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି। ମାଆଙ୍କ ଜନ୍ମଦିନ ଅବସରରେ ଆଶିଷ ଭିକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଗାନ୍ଧୀନଗରସ୍ଥିତ ବାସଭବନରେ ପହଞ୍ଚିଛନ୍ତି। ଆଜି ବଡ଼ି ସକାଳୁ ପ୍ରଧାନମନ୍ତ୍ରୀ…

ଦେଶର ସମସ୍ତ ମହିଳାଙ୍କୁ ମାଗଣାରେ ସିଲେଇ ମେସିନ ଯୋଗାେଇବ ମୋଦି ସରକାର, ଜାଣନ୍ତୁ କେମିତି ପାେଇବ ଏହି ସୁବିଧାର ଲାଭ

ଦେଶର ମହିଳା ମାନଙ୍କୁ ସରକାର ମାଗଣାରେ ସିଲେଇ ମେସିନ ଯୋଗେଇ ଦେଉଛନ୍ତି । କେନ୍ଦ୍ର ସରକାର ଦେଶର ମହିଳା ମାନଙ୍କୁ ଅଧିକ ସୁଦୃଢ ତଥା ଆର୍ଥିକ ରୂପେ ସଶକ୍ତ କରିବା ପାଇଁ ଅନେକ ସ୍କିମ ମାନ ପୂର୍ବରୁ ଲଞ୍ଚ କରିଛନ୍ତି ।…

ବିଶ୍ୱ ଏବେ ଦୁଇ ଭାଗରେ ବିଭାଜନ, ଏହି ପରିସ୍ଥିତିରେ ଭାରତର ସ୍ଥିତି …

ନୂଆଦିଲ୍ଲୀ -: ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ହେତୁ ସମଗ୍ର ବିଶ୍ୱ ୨ଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିବା ବେଳେ ଭାରତ ନିରପେକ୍ଷ ନୀତି ବଜାୟ ରଖିଛି ବୋଲି ଆଜି ‘ବିଜେପି’ର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି…