ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ଆତ୍ମହତ୍ୟା …

ଭୁବନେଶ୍ୱର -: ବହୁଚର୍ଚ୍ଚିତ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ନହଟୁଣୁ ଆଉ ଏକ ଅଘଟଣ ଘଟିଛି । ରଶ୍ମିରେଖାଙ୍କ ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା  ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ଉଦିତନଗର ଥାନା…

୫ବର୍ଷରେ ମଲେଣି ୧୧୭୧, ରାଜଧାନୀରେ ବଢ଼ୁଛି ଆତ୍ମହତ୍ୟା …

ଭୁବନେଶ୍ବର -: ସମ୍ପ୍ରତି କିଛି ବର୍ଷ ହେଲା ରାଜଧାନୀରେ ଆତ୍ମହତ୍ୟାପ୍ରବଣତା ବଢ଼ିବାରେ ଲାଗିଛି। ଗତ ଦୁଇ ସପ୍ତାହରେ ଆତ୍ମହତ୍ୟା କାରଣରୁ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୫ ଜଣଙ୍କ ଏହି ଉଦ୍ୟମ ବିଫଳ ହୋଇଛି। ସେହିଭଳି ଗତ ୫ ବର୍ଷର…

କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗ: ବାଚସ୍ପତିଙ୍କ ରୁଲିଂ, ବିଧାନସଭାରେ ବିବୃତି ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର -: ରାଗିଙ୍ଗର ଶିକାର ହୋଇ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବାଚସ୍ପତି ରୁଲିଂ ଦେଇଛନ୍ତି। ଆଜିର ଗୃହକାର୍ଯ୍ୟ ଶେଷ ହେବା ପୂର୍ବରୁ ଗୃହରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିବୃତି ରଖିବା ପାଇଁ ଲାଗି ବାଚସ୍ପତି ବିକ୍ରମ କେଶରୀ ଆରୁଖ…

ମୁଁ ଗୋଟେ ବହୁତ ଖରାପ ଝିଅ, ମୋ ମୃତ୍ୟୁକୁ ନେଇ କାହାକୁ ଦାୟୀ କରିବନି …

ଭୁବନେଶ୍ବର -: ‘‘ମିସ୍ ୟୁ ବାବା। ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି। ମୁଁ କାହା କଥା କେବେ ଶୁଣେନି। ମୁଁ ଗୋଟେ ବହୁତ ଖରାପ ଝିଅ। ମୋ ମୃତ୍ୟୁକୁ ନେଇ କାହାକୁ ଦାୟୀ କରିବନି। ଆଉ ଯଦି…

ଚାକୀରିିରୁ ନିଲମ୍ବନ ପରେ ଶିକ୍ଷକଙ୍କ ଆତ୍ମହତ୍ୟା, ସୁଇସାଇଡ ନୋଟ ପଛର ରହସ୍ୟକୁ ଖୋଜି ପାଇବ କି ଖୋର୍ଦ୍ଧା ପୋଲିସ

ବେଗୁନିଆ -: ସୁଇସାଇଡ ନୋଟ୍ ଲେଖି ଫ୍ୟାନରେ ଝୁଲି ପଡିଲେ ଶିକ୍ଷକ । ସକାଳୁ ସକାଳୁ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଗୁନିଆରେ । ବେଗୁନିଆ ଥାନା ନିକଟସ୍ଥ ନୂଆସାହିରେ ରହୁଥିବା ଶିକ୍ଷକ ଅମରନାଥ ସେଠୀ ଗତକାଲି ବିଳମ୍ବିତ ରାତିରେ ନିଜ…

ପ୍ରେମରେ ଧୋକା ଖାଇବା ପରେ ଜୀବନ ହାରିଲେ ଖୋର୍ଦ୍ଧାର ସୋମ୍ୟରଞ୍ଜନ …

ଖୋର୍ଦ୍ଧା -: ପୁଣିଥରେ ଆଉ ଏକ ସୋମ୍ୟରଞ୍ଜନ ଲଭ ପାଇଁ ଜୀବନ ହାରିଲେ । ତିନିମାସ ତଳେ ଭୁବନେଶ୍ୱରରେ ସୋମ୍ୟରଞ୍ଜନ ନାମକ ଯୁବକ ଲଭ ପାଇଁ ଜୀବନ ହରିଥିଲେ ଆଉ କାଲି ଆଉ ଜଣେ ସୋମ୍ୟରଞ୍ଜନ ଲଭ ପାଇଁ ଜୀବନ ହାରିଛନ୍ତି ।…

ବଡ ଘର ବଡ ଗୁମର…, ଶିକ୍ଷାମନ୍ତ୍ରୀଙ୍କ ବୋହୁ ରଶି ଲଗାଇ କଲେ ଆତ୍ମହତ୍ୟା

ଭୋପାଳ -: କାଲାପିପଲ୍‌ ତହସିଲ୍‌ ଅନ୍ତର୍ଗତ ପୋଞ୍ଚାନେର୍‌ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟା ବେଳେ ମଧ୍ୟପ୍ରଦେଶର ବିଦ୍ୟାଳୟ ଶିକ୍ଷାମନ୍ତ୍ରୀ ଇନ୍ଦର୍‌ ସିଂହ ପରମାରଙ୍କ ବୋହୂ ସବିତା ପରମାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ସନ୍ଧ୍ୟା ପ୍ରାୟ ୫.୩୦ରେ ଶାଜାପୁର ଗ୍ରାମରେ ଥିବା…

ମୋ ମୃତ୍ୟୁ ପାଇ ଦାୟୀ ରହିବେ ପଞ୍ଚାୟତିରାଜ ମନ୍ତ୍ରୀ, ସୁଇସାଇଡ ନୋଟ ଲେଖି ଆତ୍ମହତ୍ୟା କଲେ ଠିକାଦାର

ବାଙ୍ଗାଲୋର -: କର୍ଣ୍ଣାଟକରେ ଜଣେ କଣ୍ଟ୍ରାକ୍ଟର ବା ଠିକାଦାରଙ୍କ ମୃତ୍ୟୁ ସେଠାରେ ରାଜନୀତି ଝଡ ସୃଷ୍ଟି କରିଛି । ଆତ୍ମହତ୍ୟା କରିଥିବା ଠିକାଦାର ଜଣକ ତାଙ୍କ ମୃତ୍ୟୁ ପାଇଁ କର୍ଣ୍ଣାଟକ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ କେଏସ ଈଶ୍ୱରପ୍ପା ଦାୟୀ…

ଭାଉଜଙ୍କ ପାଇଁ ନବ ବିବାହିତ ଦମ୍ପତିଙ୍କ ଜିବନ ଗଲା

କେନ୍ଦ୍ରାପଡା -: ସମ୍ପର୍କୀୟ ଭାଉଜଙ୍କ ସହ ନିବିଡ଼ ପ୍ରେମ ସମ୍ପର୍କକୁ ନେଇ ଉଗ୍ର ହୋଇଥିଲା ପାରିବାରିକ କଳହ । କଳହ ଶେଷର ପରିଣତି ଆଣିଦେଲା ମୃତ୍ୟୁ । ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦରଥାନା ଅନ୍ତର୍ଗତ କଳପଡା ଗ୍ରାମରେ…

error: Content is protected !!
Verified by MonsterInsights