ବାରହା ଶିକାର କରିବା ପାଇଁ ଖଞ୍ଜଯାଇଥିଲା ବୋମା, ଖାଇଦେଲା ଗାଈ ତା ପରେ …

Creat A Revolution

ଖଲିକୋଟ -: ବାରହା ଶିକାର କରିବା ପାଇଁ ବିଲ ମଧ୍ୟରେ ରଖାଯାଇଥିବା ବୋମା ଖାଇ ଗୋଟିଏ ଗାଈ ଗୁରୁତର ହୋଇଥିବାର ଖବର ମିଳିଛି । ବାରହା ଶିକାର କରିବା ପାଇଁ ଥିବା ବୋମା ଖାଇଦେବାରୁ ପାଟିରେ ବିସ୍ପୋରଣ ଘଟି ଗାଇଟିର ଅବସ୍ଥା ଗୁରୁତର ହୋଇଥିଲା ।


କେନ୍ଦୁପାଟ ଗ୍ରାମରେ କିଛି ଲୋକ ନିୟମିତ ଭାବେ ବାରାହା ଶିକାର କରିଥାନ୍ତି । ଏଥିପାଇଁ ସେମାନେ ବିଲ ମଧ୍ୟରେ ବୋମା ରଖିଥାନ୍ତି । ବର୍ଷକ ମଧ୍ୟରେ ଏହି ଭଳି ବାରହା ଶିକାର ପାଇଁ ରଖାଯାଇଥିବା ବୋମା ଖାଇ ୨ଟି ଗାଈ ଗୁରୁତର ହୋଇ ମୃତ୍ୟୁବରଣ କରିଥିବା ବେଳେ ଆଜି ପୁଣି ଏକ ଗାଇ ବାରହା ଶିକାର ପାଇଁ ରଖାଯାଇଥିବା ବୋମା ଖାଇ ଗୁରୁତର ହୋଇଛି ।ଏହି ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।


Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!
Verified by MonsterInsights