ଗାଙ୍ଗପୁର ଥାନା ଅଧିକାରୀଙ୍କ ଜିବନ ଗଲା ନିଜ ବନ୍ଧୁକର ଗୁଳିରେ

ବ୍ରହ୍ମପୁର -: ନିଜ ରିଭଲଭରରୁ ଗୁଳି ଫୁଟିବାରୁ ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ହୋଇଛି ।

Advertisement

ମିଳିଥିବା ସୂଚନା ଅନୁଯାୟୀ, କ୍ୱାର୍ଟରରେ ମାଆଙ୍କ ସହ ଖାଇବାକୁ ବସିଥିବା ବେଳେ ଗୁଳି ଫୁଟିଥିଲା । ପେଟରେ ଗୁଳି ବାଜି ପିଠିପଟୁ ବାହାରିଥିଲା । ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।.ସେଠାରେ ଦେବ କୁମାର ଗମାଙ୍ଗଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କର ଗର ହେଉଛି ଜୟପୁର, ୬ ମାସ ତଳେ ଗାଙ୍ଗପୁର ଥାନାରେ ଯୋଗ ଦେଇଥିଲେ । ତାଙ୍କ ପତ୍ନୀ ନବରଙ୍ଗପୁର ହେଡକ୍ୱାର୍ଟରରରେ ଇନସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!