ଏପ୍ରିଲ ୭ ଗୁରୁବାର ରାଶିଫଳ

ଜ୍ୟୋର୍ତିବିଦ୍‌ – ଆଶୁତୋଷ ପାଣିଗ୍ରାହୀ, ବରଗଡ଼, ମୋ – ୯୯୩୮୦୪୮୩୦୦

Advertisement

ଆଜିର ପର୍ବପର୍ବାଣୀ – ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଯାତ୍ରା, ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ଚୈତ୍ର ଷଷ୍ଠି
ମିଥୁନ, କନ୍ୟା, ତୁଳା, ବିଚ୍ଛା,କୁମ୍ଭ , ଦିନ ୯.୪୫ମି. ପରେ କର୍କଟ ବିଛା ମିନ ରାଶିର ବ୍ୟକ୍ତି ଗଣ ସତର୍କ ରହିବେ


ମେଷ – ଆଜି ଆପଣ ମନ ପ୍ରଫୁଲିତ ରହିବ । କର୍ମ କ୍ଷେତ୍ରରେ ସୁନାମ ପାଇବେ । ବ୍ୟବସାୟରେ ଲାଭ ଯୋଗ ରହିଛି । ପ୍ରେମିକ ମାନଙ୍କ ପାଇଁ ଦିନଟି ଭଲରେ କଟିବ ।ପାରିବାରିକ କ୍ଷେତ୍ରରେ ସୁଖି ରହିବେ । ବନ୍ଧୁଙ୍କ ସହଯୋଗ ମିଳିବ । ଦିନଟି ମଙ୍ଗଳରେ କଟିବ । ମା ଦୁର୍ଗାଙ୍କ ପାଖରେ ଘିଅବତୀଟିଏ ଜଳାନ୍ତୁ ।


ବୃଷ – ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ । କୈାଣସି ବନ୍ଧୁଙ୍କ ଠାରୁ ଖୁସିଖବର ପାଇବେ । କର୍ମକ୍ଷେତ୍ରରେ ଅବା ବ୍ୟବସୟରେ ଲାଭବାନ ହେବେ । ପାରିବାରିକ ଜୀବନ ହସଖୁସିରେ କଟିବ । ଦିନଟି ମଙ୍ଗଳମୟ ହେବ ।


ମିଥୁନ – ଆଜି ପରିବାରରେ ଅନ୍ୟମାନଙ୍କ ସହିତ ମନାନ୍ତର ଓ ମତାନ୍ତର ଯୋଗୁଁ ଚିନ୍ତିତ ରହିବେ । ଭୁମି ସମ୍ବଦ୍ଧୀୟ ଚିନ୍ତାରେ ଚିନ୍ତିତ ରହିବେ । ବ୍ୟବସାୟରେ କ୍ଷତି ଯୋଗ ରହିଛି । ଅତ୍ମିୟ ପ୍ରିୟଜନଙ୍କ ଠାରୁ ଅପମାନିତ ହେବେ । ଆଜି ମା ଦୁର୍ଗାଙ୍କୁ ମନ୍ଦାର ମାଳଟିଏ ଅର୍ପଣ କରନ୍ତୁ । ଦିନଟି ମଙ୍ଗଳମୟ ହେବ ।


କର୍କଟ – ଆଜି ଆପଣ ଦୁଃସାହାସିକ କାର୍ଯ୍ୟ କରି ଆତ୍ମୀୟ ଜନକ ପ୍ରିୟ ଭାଜନ ହେବେ । ବ୍ୟବସାୟରେ ଅର୍ଥ ଲାଭ ଯୋଗ ରହିଛି । ପାରିବାରିକ ଜୀବନରେ ହସଖୁସି ଲାଗି ରହିବ । କମକ୍ଷେତ୍ରରେ ଖୁସି ଅନୁଭବ କରିବେ । ପ୍ରିୟ ବନ୍ଧୁଙ୍କ ଠାରୁ ଖୁସିଖବର ପାଇବେ । ଦିନଟି ମଙ୍ଗଳମୟ ହେବ ।


ସିଂହ – ଆଜି ପରିବାରରେ ଲାଗିରହିଥରବା ସମସ୍ୟର ସାମାଧାନ ହେବ । ପରିଶ୍ରମର ସୁଫଳ ପାଇବେ ଜରୁରୀ କାଳିନ ଯାତ୍ରା ଯୋଗ ରହିଛି । ଅନେକ ଗୁପ୍ତ ଶତ୍ରୁ ରହିଥିଲେ ମଧ୍ୟ ଆପଣଙ୍କୁ କ୍ଷତି କରିପାରିବେ ନାହିଁ । କମକ୍ଷେତ୍ରରେ ଲାଭବାନ ହେବେ । ଦିନଟି ମଙ୍ଗଳମୟ ହେବ । ମା ଦୁର୍ଗାଙ୍କ ପାଖରେ ୫ଟି ବେଲପତ୍ର ଗୁଡ ଭୋଗ କରାଇବେ ।


କନ୍ୟା – ଆଜି ପେଟ ଜନିତ ରୋଗରେ ପିଡିତ ହେବେ । ପାରିବାରିକ ଜୀବନରେ ଅସୁବିଧା ରହିବ । ସଂଚିତ ଧନ ବ୍ୟୟ ଯୋଗ ରହିଛି । କର୍ମକ୍ଷେତ୍ରରେ ଅସଫଳ ହେବେ । ବ୍ୟବସାୟରେ ସହଯୋଗୀ ଅସହଯୋଗ କରିବେ । ମା ତାରାତାରିଣୀଙ୍କ ପାଖରେ ଘିଅବତୀଟିଏ ଜାଳନ୍ତୁ ।


ତୁଳା – ଆଜି ପରିଶ୍ରମ ତୁଳନାରେ ଆୟ କମ ହେବ । ପାରିବାରିକ ଜୀବନରେ ସାମାନ୍ୟ ମନୋମାଳିନ୍ୟ ଦେଖାଦେବ । ସଞ୍ଚିତ ଧନ ବ୍ୟୟ ହେବ । ଆଜି ମା ତାରୀଣିଙ୍କ ପାଖରେ ୫ଟି ବେଲପତ୍ର ସହ ଲାଲ ଚୁଡି ଅର୍ପଣ କରନ୍ତୁ ।


ବିଛା – ଆଜି ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଅଯଥାରେ ଧନବ୍ୟୟ ଯୋଗ ହେବ । ପାରିବାରିକ ଜୀବନରେ ସାମାନ୍ୟ କଳହ ଦେଖାଦେବ । ଅପ୍ରିୟ କଥା କହି ମତାନ୍ତର ହେବେ । ବ୍ୟବସାୟରେ ପରିଶ୍ରମ ତୁଳନାରେ ସୁଫଳ ମିଳିବ ନାହିଁ । ଆଜିି ମା ତାରୀଣି ମଙ୍ଗଳାଙ୍କ ପାଖରେ ପଣା ଅର୍ପଣ କରନ୍ତୁ ।


ଧନୁ – ଆଜି ପରିବାରରେ ଲାଗିରହିଥିବା ସମସ୍ୟାର ସାମାଧାନ ହେବ । ପରିଶ୍ରମର ସୁଫଳ ପାଇବେ । ଜରୁରିକାଳିନ ଯାତ୍ରା ଯୋଗ ରହିଛି । ଅନେକ ଶତ୍ରୁ ରହିଥିଲେ ମଧ୍ୟ ଆପଣଙ୍କର କ୍ଷତି କରିପାରିବେ ନାହିଁ । କର୍ମ କ୍ଷେତ୍ରରେ ଲାଭବାନ ହେବେ । ଦିନଟି ମଙ୍ଗଳମୟ ହେବ ।


ମକର – ଆଜି ଆପଣଙ୍କ ରାଶି ନୂତନ କର୍ମକ୍ଷେତ୍ରରେ ଅର୍ଥ ଓ ଯଶ ପାଇବେ । ବ୍ୟବସାୟରେ ଲାଭ ଯୋଗ ରହିଛି ।ପାରିବାରିକ ଜୀବନ ସୁଖମୟ ହେବ ଦେହ ମନ ସୁସ୍ଥ ରହିବ ବନ୍ଧୁଙ୍କ ଠାରୁ ଖୁସିଖବର ପାଇଁ ଚକିତ ହେବେ । ଦିନଟି ମଙ୍ଗଳମୟ ହେବ ।


କୁମ୍ଭ – ଆଜି ଆପଣଙ୍କ ମନ ଚଞ୍ଚଳ ରହିବ । କର୍ମକ୍ଷେତ୍ରରେ ସୁନାମ ପାଇବେ । ବ୍ୟବସାୟରେ ଲାଭ ଯୋଗ ରହିଛି । ପ୍ରେମିକ ମାନଙ୍କ ପାଇଁ ଦିନଟି ଭଲରେ କଟିବ । ପରିବାର ମଧ୍ୟରେ ସୁଖି ରହିବେ । ବନ୍ଧୁଙ୍କ ସହଯୋଗ ମିଳିବ । ଦିନଟି ମଙ୍ଗଳମୟ ହେବ । ମା ତାରୀଣିଙ୍କ ପାଖରେ ଘିଅଦୀପଟିଏ ଜାଳନ୍ତୁ ।


ମୀନ – ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ । କୈାଣସି ଭୁମି ଅନୁବନ୍ଧ ପାଇଁ ପ୍ରସ୍ତାବ ପାଇବେ । କର୍ମକ୍ଷେତ୍ର ଅବା ବ୍ୟବସାୟରେ ଲାଭବାନ ରହିବେ । ମା ଦୁର୍ଗାଙ୍କ ପାଖରେ ମନ୍ଦାର ମାଳଟିଏ ଦିଅନ୍ତୁ । ଦିନଟି ମଙ୍ଗଳମୟ ହେବ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!