୧୮୪ଜଣ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ହଟାଇଦେଲେ ପଞ୍ଜାବ ସରକାର …

ଚଣ୍ଡୀଗଡ -: ପଞ୍ଜାବ ସରକାର ରାଜ୍ୟର ଅନେକ ନେତାଙ୍କ ସୁରକ୍ଷା ହଟାଇ ଦେଇଛନ୍ତି । ଏକ ବଡ ନିଷ୍ପତ୍ତି ନେଇ ଭଗବନ୍ତ ମାନ୍ ସରକାର ୧୮୪ଜଣ ଭିଆଇପିଙ୍କ ସୁରକ୍ଷା ହଟାଇ ଦେଇଛନ୍ତି । ଯେଉଁମାନଙ୍କ ପାଖରୁ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରାଯାଇଛି ସେମାନଙ୍କ…

ଆନ୍ଧ୍ର ମାଫିଆଙ୍କ କବଜାରେ କଳାହାଣ୍ଡିର ଆଦିବାସୀଙ୍କ ଚାଷଜମି

କଳାହାଣ୍ଡି/ଲାଞ୍ଜିଗଡ -: ଲାଞ୍ଜିଗଡ଼ ବ୍ଲକ ବାତେଲିମା ପଞ୍ଚାୟତ ବୋରିଂପଦର ଗାଁରେ ଆଦିବାସୀଙ୍କ ଜମିକୁ ଜଣେ ଆନ୍ଧ୍ର ଚାଷୀ କବ୍‌ଜା କରିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପରେ ଲାଞ୍ଜିଗଡ଼ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କ…

ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପରେ କୋଟିଆରେ ବଢିଲା ଆନ୍ଧ୍ରର ଦାଦାଗିରି, ଅପାରଗ ରାଜ୍ୟ ସରକାର !

କୋରାପୁଟ -: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କୋଟିଆ ଗସ୍ତ ପରେ ଆନ୍ଧ୍ର ସରକାରଙ୍କ ମନମାନୀ ବୃଦ୍ଧି ପାଇଛି । ମାନ୍ୟମ ଜିଲ୍ଲା ମାନ୍ୟତା ପାଇବା ଓ ସାଲୁର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ପରେ କୋଟିଆରେ ଆନ୍ଧ୍ରୀ ଅନୁପ୍ରବେଶ…

ପାୱାର ବଣ୍ଟନକାରୀ ସଂସ୍ଥା ଓ ଗ୍ରୀଡକୋର ମହାଷଡଯନ୍ତ୍ର, କୃତିମ ବିଦ୍ୟୁତ ଅଭାବ ଦେଖାଇ ପାୱାରକଟ

ଭୁବନେଶ୍ୱର -: ଗ୍ରୀଷ୍ମ ତାତିରେ ଭାଜି ହେଉଛି ଆଭ୍ୟନ୍ତରୀଣ ଓଡ଼ିଶା । ଉପକୂଳରେ ଗୁଳୁଗୁଳି ଅସ୍ତବ୍ୟସ୍ତ କରିଦେଲାଣି । ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କଲେଣି, ୨୪ ତାରିଖରୁ ତାତି ଆହୁରି ବଢ଼ିବ; ୨୮ ତାରିଖ ବେଳକୁ ରାଜ୍ୟର କିଛି ଅଞ୍ଚଳରେ ତାପମାତ୍ରା…

error: Content is protected !!