ବରଗଡରେ ଜୋରଧରିଲା ଚାଷୀ ଆନ୍ଦୋଳନ, ଅରୁଆ ଉଷୁନା ବିବାଦରେ ଚାଷୀ ହନ୍ତସନ୍ତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ରବି ଧାନ ବିକିବାକୁ ଚାଷୀ ସଜବାଜ ହେଉଛି । ହେଲେ ଧାନ କିଣା ପୂର୍ବରୁ ପ୍ରଚଣ୍ଡ ଖରାରେ ଚାଷୀ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛି । ୪୨ ଡିଗ୍ରି ଖରାରେ ଲୋକଙ୍କ ଘରୁ ବାହାରିବାକୁ ସରକାର ବାରଣ କରୁଛନ୍ତି ।…

ଫେରିଲା କରୋନା, ପୁଣି ବାଧ୍ୟତାମୂଳକ ହେଲା ମାକ୍ସ

ଥିରୁବନ୍ତପୁରମ୍ -: ଦେଶର ଏକାଧିକ ରାଜ୍ୟରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟୁଥିବା ପରିପ୍ରେକ୍ଷୀରେ କେରଳ ସରକାର ବୁଧବାର ପୁନର୍ବାର ରାଜ୍ୟରେ ଫେସ୍ ମାସ୍କ ନିୟମକୁ ଲାଗୁ କରିଛନ୍ତି । କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ପ୍ରକାଶିତ ଏକ ଘୋଷଣାନାମାରେ କୁହାଯାଇଛି…

ବଡ ବଡ ସେଲିବ୍ରେଟିଙ୍କୁ ପଛରେ ପକାଇ ସଫଳତା ପାଇଲେ ଆଲିଆ

ନୂଆଦିଲ୍ଲୀ -: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବାରେ ଲାଗିଛନ୍ତି । ସମୟ ସହିତ ନୂଆ ନୂଆ ରେକର୍ଡ ନିଜ ନାଁରେ କରି ଚାଲିଛନ୍ତିି ଆଲିଆ । ଅଭିନେତ୍ରୀ କିଛି ମାସ ମଧ୍ୟରେ ହଲିଉଡରେ…

Bhumibarta April 25 – may 01

ଛତିଶଗଡର ବଡ ଷଡଯନ୍ତ୍ର ପ୍ରଭାବିତ ହେବ ନୂଆପଡା କଳାହାଣ୍ଡି ସହ ୭ ଜିଲ୍ଲା

କଳାହାଣ୍ଡି/ଭବାନୀପାଟଣା -: ଓଡ଼ିଶା ଉପରେ ଛତିଶଗଡ଼ ସରକାର ଦାଉ ସାଧିବାରେ ଲାଗିଛି । ବର୍ତ୍ତମାନ ଛତିଶଗଡ଼ ପକ୍ଷରୁ ଉଭୟ ତେଲ ଓ ଉଦନ୍ତି ନଦୀରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ଓଡ଼ିଶାର ଚିନ୍ତା ବଢ଼ାଇଛି । ଅପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ…

ସୈାଭାଗ୍ୟ ଯୋଜନା କେଳେଙ୍କାରୀ, କୋଟିପତିଙ୍କୁ ମାଫ ଗରୀବଙ୍କୁ ଧମକ

ଯାଜପୁର / ରସୁଲପୁର -: ବିଦ୍ୟୁତ ବିଭାଗରେ ସୈାଭାଗ୍ୟ ଯୋଜନା କେଳେଙ୍କାରୀର ଚେର ଚାରିଆଡେ ମାଡ଼ିଯାଇଛି । ସୈାଭାଗ୍ୟ ଯୋଜନା କାର୍ଯ୍ୟକାରୀବେଳେ ବିଦ୍ୟୁତ ଖଣ୍ଟ, ତାର, ଟ୍ରାନ୍ସଫର୍ମର, ଅନ୍ୟାନ୍ୟ ସାମଗ୍ରୀ ଓ ଶ୍ରମ ବାବଦରେ ମିଥ୍ୟା ବିଲ୍ କରି ଶହ ଶହ…

ଆଇନ ଜାଲରେ କଟକ କ୍ରାଇମବ୍ରାଞ୍ଚ ଡିଏସ୍‌ପ ରମେଶ ଚନ୍ଦ୍ର ଦୋରା, ବରଗଡ ତହସିଲଦାରଙ୍କ ନାଁ ପରେ ବଢିଲା ଅଡୁଆ

କଟକ/ସମ୍ବଲପୁର/ବରଗଡ -: ବର୍ତ୍ତମାନ କ୍ରାଇମ୍ ବ୍ରାଞ୍ଚ ଡିଏସ୍‌ପି ଭାବେ କଟକରେ ଅବସ୍ଥାପିତ ସମ୍ବଲପୁର ଟାଉନ୍ ଥାନାର ପୂର୍ବତନ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କ ଅଡ଼ୁଆ ବଢ଼ିଛି । ଶ୍ରୀ ଦୋରା ମୂଳତଃ ତେଲେଙ୍ଗା ଜାତି (ଓବିସି ଓ ଏସ୍‌ଇବିସି)ର ହୋଇଥିବା…

ବିବାହ ଉତ୍ସବରେ ଆଇ.ଏ.ଏସ ଦମ୍ପତ୍ତି ବୃକ୍ଷ ରୋପଣ କରି ବୃକ୍ଷ ହିଁ ଜୀବନର ବାର୍ତ୍ତା ଦେଲେ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ ଜିଲ୍ଲା ଝାରବନ୍ଧ ବ୍ଳକ୍ ଅନ୍ତର୍ଗତ ଡୁଙ୍ଗୁରୀପାଲି ଗ୍ରାମରେ ସୋମଦତ୍ତ ଶାସ୍ତ୍ରୀ ଓ ସୁରଭିଙ୍କ ସୁପୁତ୍ର ୨୦୨୨ ବ୍ୟାଚର ଯୁବ ଆଇ.ଏ.ଏସ ଅଫିସର ବେଦଭୁଷଣ ସହିତ ଅମ୍ରିତାଙ୍କ ବିବାହ ଉପଲକ୍ଷେ ନବଦମ୍ପତିଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

error: Content is protected !!