ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ଶତ୍ରୁ ପାଲଟିଛି ପାଇକମାଲ ବିଦ୍ୟୁତ ବିଭାଗ

ପଦ୍ମପୁର -: ଆସନ୍ତା କାଲିଠାରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା, ଛାତ୍ରଛାତ୍ରୀ ମାନେ ପାଠପଢ଼ା ଚିନ୍ତାରେ ଥିବା ବେଳେ ସେମାନଙ୍କ ସହ ଖେଳ ଖେଳୁଛି ଟାଟା ପାୱାର ବୋଲି ମତ ପ୍ରକାଶ ପାଉଛି ।ବର୍ତ୍ତମାନ ପାଇକମାଲ ଗ୍ରାମାଞ୍ଚଳରେ ରାତ୍ରି ୭.୩୦ ରୁ…

ମାଫିଆ କବଜାରେ ବରଗଡ, କେନ୍ଦୁପତ୍ରଠୁ ଖଣି ସବୁ ନେଉଛନ୍ତି ଲୁଟି : ପ୍ରଶାସନ ନିରବ କାହା ସ୍ୱାର୍ଥରେ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଜିଲ୍ଲାରେ ଛତିଶଗଡ଼ି ମାଫିଆଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲିଛି। ବିନା ରୋକଠୋକରେ ବେଆଇନ ବାଲି, ଖଣି ପଥର ଚାଲାଣ ଚାଲିଛି। ମହୁଲ ଠାରୁ ଆରମ୍ଭ କରି କେନ୍ଦୁପତ୍ର ବି ଚୋରା ଚାଲାଣ ହେଉଛି। ମହୁଲ ଦରକୁ ନେଇ ଚାରିପଟେ…

ଜମି ପାଇଁ ମହାଭାରତ, ଭାଇ ହତ୍ୟା କଲା ଭାଇକୁ

ନବରଙ୍ଗପୁର/ରାଇଘର -: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜପାରା ପଂଚାୟତର ହାତିବେନା (ଆଦିବାସୀ) ଗ୍ରାମରେ ପୈତୃକ ଚାଷ ଜମିକୁ ନେଇ କଅଁଲ ଗଣ୍ଡ ନିଜ କକା କାଡ଼ିଆ ଗଣ୍ଡଙ୍କ ପୁଅ ଦେବସିଂ ଗଣ୍ଡ (୪୫)ଙ୍କୁ ଟାଙ୍ଗିଆରେ ହତ୍ୟା କରିଥିବା ଜଣାପଡିଛି।…

ତରୁଣୀଙ୍କୁ ସୈନିକଙ୍କ ଧମକ ମୋ ସହ ରାତି ବିତାଅ, ୪୦ଜଣଙ୍କୁ ଡାକିବି ତତେ ଦୁଷ୍କର୍ମ କରିବେ

ନୂଆଦିଲ୍ଲୀ -: କିଛି ଦିନ ତଳେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା । ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ଏହା ଅନେକଙ୍କୁ…

ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପକୁ ନେଇ ଅପରାଜିତାକୁ ସମର୍ଥନ ଜଣାଇଲେ ବିଧାୟକ, ଜୋର ଧରିଲା ରାଜନୀତି

ଭୁବନେଶ୍ୱର -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା.ମିଳିଛି । ଏଡ଼େ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, କାମକୁ କେହି ବିରୋଧ କରୁନାହାନ୍ତି, ଅନୁମତିକୁ ନେଇ ବିବାଦ ଦେଖା ଦେଇଛି । ଅନୁମତି ଆଣିବା ରାଜ୍ୟ…

କେନ୍ଦ୍ର ଆଇନମନ୍ତ୍ରୀଙ୍କ ୨ ଦିନିଆ ନୂଆପଡ଼ା ଗସ୍ତ ଆଜି: କେନ୍ଦ୍ର ଯୋଜନା ଉପରେ କରିବେ ସମୀକ୍ଷା ବୈଠକ

ନୂଆପଡ଼ା -: କେନ୍ଦ୍ରମନ୍ତ୍ରୀମାନଙ୍କୁ ଦେଶର ସମସ୍ତ ଆକାଂକ୍ଷା ଜିଲ୍ଲା ଗସ୍ତ କରି କେନ୍ଦ୍ରୀୟ ଯୋଜନାଗୁଡ଼ିକର ସମୀକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ ଆଜି ୨୮ ତାରିଖ ଦିନ ୨ ଦିନିଆ ନୂଆପଡ଼ା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଆଇନ…

ବରଗଡରେ ଭାଲୁ ଆତଙ୍କ, ଗାଁ ମୁହାଁ ଜଙ୍ଗଲୀ ଯନ୍ତୁ

ବରଗଡ/ବିଜେପୁର -: ବରଗଡ଼ ଜିଲ୍ଲାରେ ୪୩ ଡିଗ୍ରି ଉପରକୁ ଗଲାଣି ତାପମାତ୍ରା । ତାପମାତ୍ରା ବୃଦ୍ଧି ସହ ଜଳାଶୟ ଶୁଖିବା ଯୋଗୁଁ ଜଙ୍ଗଲ ଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ କାରଣରୁ ଜଙ୍ଗଲଗୁଡ଼ିକ ପୋଡ଼ି ଟାଙ୍ଗରା ଭୂଇଁରେ ପରିଣତ ହୋଇଛି…

ଅଳିଆ ଉଠାଇବା ନାଁରେ ଖାଇଗଲେ ୧୧କୋଟି ,ବିଏମସିରେ ମହାସ୍କାମ

ଭୁବନେଶ୍ୱର -: ରାଜଧାନୀରୁ ଅଳିଆ ଉଠାଇବା ନାଁରେ ୧୧ କୋଟିର ଦୁର୍ନୀତି ମାମଲା ଲୋକୟୁକ୍ତରେ ଶୁଣାଣି ଚାଲିଥିବା ବେଳେ ଆଉ ବର୍ଷରେ ଏଭଳି ଅଳିଆ ପକା ଉଠାରେ ବିଏମ୍‌ସି ଖର୍ଚ୍ଚ କରିଥିବା ୨୪ କୋଟି ଟଙ୍କା ଉପରେ ଆପତ୍ତି ଉଠାଇଛନ୍ତି ଲୋକାଲ…

error: Content is protected !!