ଶ୍ରୀ ଶ୍ରୀ ନୃସିଂହନାଥ ବୃଦ୍ଧାଶ୍ରମରେ ବୃଦ୍ଧାଙ୍କ ମୃତ୍ୟୁ

ବରଗଡ଼(ଆଶୁତୋଷ ପାଣିଗ୍ରାହୀ ) -:ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ଶ୍ରୀ ଶ୍ରୀ ନୃସିଂହନାଥ ବୃଦ୍ଧା ଶ୍ରମ ଠାରେ ୮୫ ବର୍ଷିୟ ସୁପ୍ରଭା ଭଇଁଶାଲ ନାମକ ବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଜନିତ କାରଣରୁ ସ୍ବଭାବିକ ମୃତ୍ୟୁ ହୋଇଯାଇଛି । ବୃଦ୍ଧାଶ୍ରମ ପରିଚାଳନା କମିଟି ମୃତ୍ୟୁ ଖବର ତାଙ୍କ ପରିବାର ବର୍ଗଙ୍କୁ ଜଣାଇଥିଲେ । ମାତ୍ର ପରିବାର ରୁ କେହିଜଣେ ମଧ୍ୟ ମରଶରୀରକୁ ଦେଖିବାକୁ ଆସିନଥିଲେ । ଏ ଖବର ପାଇ ପାଇକମାଳ ବ୍ଲକର ଯୁବନେତା ରବିନାରାୟଣ ସାହୁ, ବୁଲ ବାରିକ, ରାଜେଶ ସା, ଆଶୁତୋଷ ସାହୁ କ୍ରୀଷ୍ଣା ଅଗ୍ରୱାଲ, ଦୁଃଖୁ ବେହେରା ଓ ସୁକାନ୍ତ ପତି ପ୍ରମୁଖ ସମାଜସେବୀ ବୃଦ୍ଧା ଶ୍ରମ ରେ ପହଞ୍ଚି ମାନବିକତାର ପରିଚୟ ଦେଇଛନ୍ତି ଓ ମୃତ ବୃଦ୍ଧାଙ୍କ ଶବ ସତ୍କାର କରିଛନ୍ତି ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!