କରୋନା ମୁକ୍ତ ହେବ ଦୁର୍ଗାପୂଜା ,ଏଥର ୧୭୮ ମଣ୍ଡପରେ ବିରାଜିବେ ମା‘ : ସଂକ୍ରମଣ ଉପରେ ରହିବ ନଜର

ଭୁବନେଶ୍ବର -: ଏଥର ଦୁର୍ଗାପୂଜା କରୋନା ମୁକ୍ତ ହେବାକୁ ଯାଉଛି। କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ଭକ୍ତଙ୍କୁ ବାରଣ କରାଯାଇଥିଲା। ଏଥର ମଣ୍ଡପ ସବୁ ଚଳଚଞ୍ଚଳ ରହିବ। ରାଜଧାନୀରେ ୧୭୮ଟି ଜାଗାରେ ମେଢ଼ ହେବ। ଏ ସବୁ ସୁରୁଖୁରୁରେ…

ଗୋନାସିକାରୁ ବାହାରି ବଙ୍ଗୋପସାଗରରେ ପଡ଼ିଛି ପୁଣ୍ୟତୋୟା ବୈତରଣୀ, ଆସନ୍ତୁ ଜାଣିବା ଏହାର ଐତିହାସିକ କିମ୍ବଦନ୍ତି

ଓଡ଼ିଶାର ପ୍ରାଚୀନତା ସମ୍ପର୍କରେ ଯଦି ଅନୁଧ୍ୟାନ କରିବା ତେବେ ପୁଣ୍ୟଧାମ ଶ୍ର୍ରୀକ୍ଷେତ୍ର ଠାରୁ ଯଦି କୌଣସି ପୁରାତନ ପବିତ୍ର ଧାମିର୍କ ପୀଠସ୍ଥଳ ରହିଛି ତେବେ ତାହା ହେଉଛି ପୁଣ୍ୟତୋୟା ବୈତରଣୀ । ବୈତରଣୀ ନଦୀ ଗୋନାସିକା ପାହାଡରୁ ବାହାରି ବଙ୍ଗୋପସାଗରରେ ପଡ଼ିଛି…

ଆଶ୍ୱିନ ମାସରେ ଏସବୁ ଜିନିଷ ପ୍ରତି ଧ୍ୟାନ ରଖନ୍ତୁ ମିଳିବ ଦୁଇ ଗୁଣ ପୁଣ୍ୟ …

ସନାତନ ଧର୍ମରେ ପ୍ରତି ମାସର ବିଶେଷ ମହତ୍ତ୍ୱ ରହିଛି। ସେହିଭଳି ଆଶ୍ୱିନ ମାସର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ବର୍ଷର ସପ୍ତମ ମାସକୁ ଆଶ୍ୱିନ ମାସ କୁହାଯାଏ । ଭଗବାନ ଏବଂ ପିତୃପୁରୁଷଙ୍କ ଉପାସନା ଦୃଷ୍ଟିରୁ…

ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ରାଜନେତା ଭେଙ୍କଟ କ୍ରିଷ୍ଣମ୍‌ ରାଜୁଙ୍କ ଦେହାନ୍ତ

ନୂଆଦିଲ୍ଲୀ -: ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ରାଜନେତା ଉପ୍ପଲପତି ଭେଙ୍କଟ କ୍ରିଷ୍ଣମ୍‌ ରାଜୁଙ୍କର ଆଜି ପାହାନ୍ତା‌ରେ ହୃଦ୍‌ଘାତ ଯୋଗୁଁ ଦେହାନ୍ତ ହୋଇଯାଇଛି। ‘ରିବେଲ୍‌ ଷ୍ଟାର୍‌’ ଭାବେ ସୁପରିଚିତ କ୍ରିଷ୍ଣମ୍‌ରାଜୁ ଉଭୟ ଚଳଚ୍ଚିତ୍ର ଓ ରାଜନୈତିକ କ୍ୟାରିୟର୍‌ରେ ଗୌରବାନ୍ବିତ ହୋଇଥିଲେ। ଅଭିନେତା…

ମାଗଣାରେ ଘରକୁ ନିଅନ୍ତୁ ଭୋଡାଫୋନ୍‌ ଆଇଡିଆର ଭିଆଇପି ନମ୍ବର, ଆପଣାନ୍ତୁ ଏହି ତରିକା

ନୂଆଦିଲ୍ଲୀ -: ଭୋଡାଫୋନ ଆଇଡିଆ(vi) ପ୍ରିପେଡ୍‌ କିମ୍ବା ପୋଷ୍ଟପେଡ କନେକସନ ବାଲା ୟୁଜର୍ସଙ୍କୁ ଭିଆଇପି ବା ଫ୍ୟାନ୍ସି ନମ୍ବର ଦେଉଛି । ୟୁଜର୍ସ ଚାହିଁଲେ ଏହି ଦୁର୍ଲଭ ନମ୍ବରକୁ ଅତି ସହଜରେ ନେଇପାରିବେ । ଆସନ୍ତୁ ଜାଣିବା କିପରି ପାଇବେ ଏହି ନମ୍ବର…

ଅଶ୍ୱିନ୍ ମାସ ସେପ୍ଟେମ୍ବର ୧୧ରୁ ଆରମ୍ଭ ହୁଏ, ଜାଣନ୍ତୁ ଦଶହରା, ଜିବିତ ପୁତ୍ରିକା ବ୍ରତ ଓ ଶରଦ ପୂର୍ଣ୍ଣିମା କେବେ ?

ଅଶ୍ୱିନ ମାସ, ହିନ୍ଦୁ କ୍ୟାଲେଣ୍ଡରର ନୂତନ ମାସ, ସେପ୍େଟମ୍ବର ୧୧ ରୁ ରବିବାର ଠାରୁ ଆରମ୍ଭ ହେଉଛି । ଧାର୍ମିକ ଦୃଷ୍ଟିକୋଣରୁ ଏହି ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ମାସରେ ପିଟ୍ରୁ ପାକ୍ ପୂର୍ବପୁରୁଷଙ୍କ ଉପାସନା ପାଇଁ ଉତ୍ସର୍ଗୀକୃତ ।…

ଶନି ଦେବଙ୍କ କୃପା ପାଇଁ ଏହି ସବୁ ଉପାୟକୁ ପାଳନ କରନ୍ତୁ

ଶନିବାର ଦିନଟି ପ୍ରଭୁ ଶନିଙ୍କୁ ସମର୍ପିତ । ଧାର୍ମିକ ମାନ୍ୟତା ଅନୁଯାୟୀ, ଯେଉଁ ମାନଙ୍କ ଉପରେ ଶନି ଦେବଙ୍କ କୃପା ରହିଥାଏ ତାଙ୍କ ଜୀବନରେ ସର୍ବଦା ସୁଖ ଓ ଆନନ୍ଦର ବାତାବରଣ ରହିଥାଏ। ଶନିଙ୍କ କୃପା ପ୍ରାପ୍ତି ପାଇଁ ଏହି ଉପାୟ…

ଏହି ୪ଟି କଥା କେବେ ବି କାହା ଆଗରେ କୁହନ୍ତୁ ନାହିଁ … ନହେଲେ ଅଶାନ୍ତିରେ କଟିବ ଜୀବନ

ନୀତି ଶାସ୍ତ୍ରରେ ଆଚାର୍ଯ୍ୟ ଚାଣକ୍ୟ ଅନେକ କଥା ଉଲ୍ଲେଖ କରିଛନ୍ତି। ଏହି କଥାକୁ ପାଳନ କରିବା ଦ୍ୱାରା ବ୍ୟକ୍ତି ନିଜ ଜୀବନରେ ସଫଳତା ପ୍ରାପ୍ତି କରିପାରିଥାଏ ବୋଲି ମାନ୍ୟତା ରହିଛି। ନୀତି ଶାସ୍ତ୍ର ଅନୁଯାୟୀ ଏପରି କିଛି କଥା ବର୍ଣ୍ଣନା କରାଯାଇଛି,…

ଜଳଖିଆରେ ପ୍ରସ୍ତୁତ କରନ୍ତୁ କଦଳୀ ଆମ୍ବଲେଟ୍ , ଖାଇବାକୁ ଟେଷ୍ଟି ସହ ଶରୀର ପାଇଁ ସ୍ୱାସ୍ଥ୍ୟକର

ଆପଣ ପ୍ରତିଦିନ ବିଭିନ୍ନ ପ୍ରକାର ଜଳଖିଆ ଖାଇବାକୁ ପସନ୍ଦ କରୁଥିବେ। ଆଉ ଘରେ ମା’ ହୁଅନ୍ତୁ ଅବା ପତ୍ନୀ କ’ଣ ଜଳଖିଆ ପ୍ରସ୍ତୁତ କରିବେ, ତାହାକୁ ନେଇ ଚିନ୍ତାରେ ରହିଥିବେ। ତେବେ ଆପଣ ଅନେକ ପ୍ରକାର ଚିଲ୍ଲା ଖାଇଥିବେ। ତେବେ ଚିଲ୍ଲା…

୬୭ବର୍ଷର ବୃଦ୍ଧ ବିବାହ କଲେ ଏହି ତରୁଣୀଙ୍କୁ, ବିବାହର ସର୍ତ୍ତ ଥିଲା ଏମିତି …

ନୂଆଦିଲ୍ଲୀ -: ପ୍ରେମର ପରିଭାଷା ଏବେ ବୋଧହୁଏ ବଦଳିଯାଇଛି । ପ୍ରେମ ଏବେ ମନ ବଦଳରେ ଧନରେ ଅଟକି ଯାଇଛି । ଆଧୁନିକତାର ଛାପରେ ବ୍ୟକ୍ତିତ୍ୱର ଏହି ବ୍ୟତିକ୍ରମ ବେଶ ଚିନ୍ତା ଉଦ୍ରେକକାରୀ ହୋଇଥିଲେ ମଧ୍ୟ ସମୟ ସହ ତାଳ ଦେଇ ସବୁ…

error: Content is protected !!