ଘରୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ହତ୍ୟା ଧମକ …

ମୟୂରଭଞ୍ଜ/ବୈଶିଙ୍ଗା -: ପୁଣି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଇଲାକାରେ ଲଜ୍ଜା। ଉକ୍ତ ଥାନା ଅନ୍ତର୍ଗତ ମେର୍ଦା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ଆଦିବାସୀ ସମ୍ପ୍ରଦାୟର ନାବାଳିକାକୁ ସ୍ଥାନୀୟ ୨ ଜଣ ଯୁବକ ଗଣ ଦୁଷ୍କର୍ମ ପରେ ହତ୍ୟାର ଧମକ ଦେଇଥିବା…

ବନ୍ଧୁକ ଦେଖାଇ ଲୁଟ୍ ଅଭିଯୋଗରେ ଯଶିପୁର ବିଧାୟକଙ୍କ ସହଯୋଗୀଙ୍କୁ ଗିରଫ କଲା ପୋଲିସ …

କରଞ୍ଜିଆ -: ବନ୍ଧୁକ ଦେଖାଇ ଟଙ୍କା ଲୁଟ ଘଟଣାରେ ଯଶିପୁର ବିଧାୟକଙ୍କ ଗାଡି ଡାଇଭର ସହିତ ୬ ଗିରଫ । ସୂଚନା ମୁତାବକ, ଗତ ଏପ୍ରିଲ ୧୪ ତାରିଖରେ ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ପେଟ୍ରୋଲ ପମ୍ପ ନିକଟରୁ ଜୈନେକ ବ୍ୟବସାୟୀଙ୍କ…

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ, ଦୀର୍ଘ ମାସ ଧରି ବନ୍ଦ ରହିବା ବୋଲି ସୂଚନା ଦେଲେ ACF ପ୍ରଦୀପ କୁମାର ଦେ

କରଞ୍ଜିଆ -: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । ସମସ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଉଛି ଶିମିଳିପାଳ ଅଭୟାରଣ୍ୟ । ବର୍ତ୍ତମାନ ବର୍ଷା ଋତୁର ଆଗମନ ହେତୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରିଛନ୍ତି ଶିମିଳିପାଳ…

ବୁଲବୁଲ ସୋରେନଙ୍କ ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ଜାରି, ସୁଇସାଇଡ ନୋଟରେ …

ଉଦଳା -: ସୁଇସାଇଡ ନୋଟ ଲେଖି ଅଙ୍ଗନବାଡି ଭିତରେ ଝୁଲି ପଡିଥିବା ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଘଟଣାରେ ଆସିଛି ସସପେନ୍ସ । ଏହା ଆତ୍ମହତ୍ୟା ନା ହତ୍ୟା? ମୃତ ଅଙ୍ଗନବାଡି କର୍ମୀ ବୁଲବୁଲ ସୋରେନ ସୁଇସାଇଡ ନୋଟରେ ବ୍ୟକ୍ତିଗତ ଜୀବନରେ ଅବସାଦ ଥିବା…

ଅଶାନ୍ତ ମୟୂରଭଞ୍ଜ : କଥା କଥାରେ ଫୁଟୁଛି ଗୁଳି, ବନ୍ଧୁକ ମୁନରେ ଲୁଟିନେଲେ ୧୯ ଲକ୍ଷରୁ ଉର୍ଦ୍ଧ୍ବ

ମୟୂରଭଞ୍ଜ/ରାଇରଙ୍ଗପୁର -: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଜଣେ ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ପଡୋଶୀ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜିଲ୍ଲା ଜାମବନି ଥାନା ଅନ୍ତର୍ଗତ ଚିଚଳା ଗ୍ରାମର ସେକ ସମରୁ ଅଲ୍ଲୀଙ୍କ ପୁଅ ଜାମସୁ…

ଉପାସରେ ଠାକୁର : ୪୪,୫୦୦ ଏକର ଜମି ଜବର ଦଖଲରେ,ପ୍ରଶାସନ ପାଇଁ କଣ୍ଟା ସାଜିଛି ଏହି ୩ମହଲା କୋଠା

ମୟୂରଭଞ୍ଜ/ବାରିପଦା -: ମୟୂରଭଞ୍ଜ ଜିଲ୍ଲାରେ ବହୁ ପୁରାତନ ମଠମନ୍ଦିର ନାଁରେ ରହିଛି ବିପୁଳ ପରିମାଣର ଭୂସମ୍ପତ୍ତି । ହେଲେ ଉପାସରେ ରହୁଛନ୍ତି ଠାକୁର । ଅର୍ଥ ଅଭାବରୁ ନୀତିକାନ୍ତି ବି ଠିକ୍‌‌ ଭାବେ ହୋଇପାରୁନି । ସାରା ଜିଲ୍ଲାରେ ଠାକୁରଙ୍କର ପାଖାପାଖି…

ମୟୁରଭଞ୍ଜରେ ଚାଞ୍ଚଲ୍ୟ, ସ୍ୱାମୀକୁ ପିଟିପିଟି ମାରିଦେଲା ସ୍ତ୍ରୀ

ମୟୂରଭଞ୍ଜ/ବାରିପଦା -: ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ସିରିଆପାଳ ଗାଁରେ ସ୍ୱାମୀଙ୍କୁ ସ୍ତ୍ରୀ ପିଟିପିଟି ମାରିଦେଇଥିବାର ଖବର ମିଳିଛି। ଏହାପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ପଳାଇଥିବା ସୂଚନା ରହିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।…

ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା

ମୟୂରଭଞ୍ଜ/କରଞ୍ଜିଆ -: ଚଢଉ ଭୟରେ ପୋଡ଼ିଦେଲେ ଟଙ୍କା । ଦରପୋଡ଼ା ଟଙ୍କାର ଫଟୋ ସୋସିଆଲ ମିଡିଆରେ ଭାଇରାଲ। ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା । ମୟୂରଭଞ୍ଜ କରଞ୍ଜିଆ ରରୁଆଁ ଅଞ୍ଚଳରୁ ଏପରି ଅଭିଯୋଗ ଆସିଛି । ଗୋଟିଏ…

ସ୍ତ୍ରୀ ଓ ୫ ବର୍ଷର ଝିଅ ଓ ୩ ମାସର ଶିଶୁପୁତ୍ରକୁ ନିଆଁ ଲଗାଇ ଜାଳିଦେଲା ସ୍ୱାମୀ !

ବାରିପଦା -: ମୟୂରଭଞ୍ଜ ଜିଲ୍ଲାର ଝାରପୋଖରୀଆ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଏଠାରେ ଘରେ ରାତିରେ ଶୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ଜଣେ ମହିଳା ଓ ତାଙ୍କର ଦୁଇ ଶିଶୁଙ୍କର ପ୍ରାଣହାନି ଘଟିଛି । ସୂଚନା…

ଘରେ ପଶି ନାବାଳିକାକୁ କରିଥିଲା ଦୁଷ୍କର୍ମ, ଏବେ ୬ମାସର ଗର୍ଭବତୀ

ବାରିପଦା -: ମୟୂରଭଂଜ ବାରିପଦା ସହରରେ ଜଣେ ନାବାଳିକାଙ୍କୁ ଗର୍ଭବତୀ କରି ଜଣେ ବିବାହିତ ଯୁବକ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସର ସୂଚନା ଅନୁଯାୟୀ ୧୬ ବର୍ଷୀୟା ଏହି ନାବାଳିକାଙ୍କ ଘରେ କେହି ନଥିବା ବେଳେ…