ୟୁକ୍ରେନରୁ ୨ ଆମେରିକୀୟ ସୈନ୍ୟଙ୍କୁ ଗିରଫ କରି ମୃତ୍ୟୁଦଣ୍ଡ ଦେଲା ..

ମସ୍କୋ -: ୟୁକ୍ରେନରେ ରୁଷ ସୈନ୍ୟଙ୍କ ଦ୍ବାରା ଗିରଫ ହୋଇଥିବା ଦୁଇ ଆମେରିକୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ସଂକେତ ଦେଇଛି ମସ୍କୋ । ପୂର୍ବରୁ ୟୁକ୍ରେନରେ ଗିରଫ ହୋଇଥିବା ଦୁଇ ବ୍ରିଟିଶ ନାଗରିକ ଓ ଜଣେ ମରୋକ୍କୋ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଇସାରିଛି…

କ୍ଷେପଣାସ୍ତ୍ର ଆକ୍ରମଣରେ ଖାରକିଭ୍‌ରେ ଶିଶୁ ସମେତ ୯ ମୃତ, ରୁଷ୍‌ର ପରବର୍ତ୍ତୀ ଟାର୍ଗେଟ୍‌ ପୋଲାଣ୍ଡ୍‌

କିବ୍‌ : ରୁଷ୍‌ ଏବେ କେନ୍ଦ୍ରୀୟ ୟୁକ୍ରେନ୍‌ରେ ଆକ୍ରମଣ ଜୋରଦାର କରିଛି। ପୂର୍ବ ୟୁକ୍ରେନ୍‌ ସହ କେନ୍ଦ୍ରୀୟ ୟୁକ୍ରେନ୍‌ର ନିପ୍ରୋ ସହରର ଏକ ସାମରିକ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ…

ୟୁକ୍ରେନ ଉପରେ ଆଖିବୁଜା ତୋପ ବର୍ଷଣ କରୁଛି ଋଷ୍‌, ବିଦେଶ ଅସ୍ତ୍ର ଆଣିବାର ରାସ୍ତାକୁ ବନ୍ଦ କରିବାକୁ ପ୍ରୟାସ

ମସ୍କୋ -: ୟୁକ୍ରେନୀୟ ସୈନିକମାନଙ୍କୁ ବିଦେଶୀ ଅସ୍ତ୍ର ଯୋଗାଣ ନିମନ୍ତେ ବ୍ୟବହାର କରାଯାଉଥିବା ୬ଟି ରେଳ ଷ୍ଟେସନ୍‌ ଉପରେ ଆକ୍ରମଣ କରିଥିବା କଥା ଆଜି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଏହା ବ୍ୟତିରେକେ, ୪ଟି ଆଗ୍ନେୟାସ୍ତ୍ର ଡିପୋ ସମେତ ୪୦ଟି ୟୁକ୍ରେନୀୟ…

ଅଳ୍ପକେ ରକ୍ଷାପାଇଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି, ଋଷ ଉପରେ ୟୁକ୍ରେନର ଆକ୍ରମଣ ପରେ କଣ ହେଲା ଆସନ୍ତୁ ଜାଣିବା

ନୂଆଦିଲ୍ଲୀ -: ରାଷ୍ଟ୍ରପତି ଓ ତାଙ୍କ ପରିବାରବର୍ଗଙ୍କୁ ଧରିବା ଉଦ୍ଦେଶ୍ୟରେ ରୁଷୀୟ ସୈନିକମାନେ ଆସିଥିଲେ ଏବଂ ଫେବ୍ରୁଆରି ୨୪ ତାରିଖ ଦିନ ଆକ୍ରମଣ ପ୍ରାରମ୍ଭିକ ସମୟରେ ସେମାନେ ତାଙ୍କୁ ଧରି ପକାଇ ଥାଆନ୍ତେ ବୋଲି ଜେଲେନ୍‌ସ୍କିଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି…

‘ମୋସ୍କ୍‌ଭା’ ବୁଡ଼ି ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ …

ନୂଆଦିଲ୍ଲୀ -: ୟୁକ୍ରେନୀୟ ଯୁଦ୍ଧରେ ନୈାସେନା ପୋତ ‘ମୋସ୍କ୍‌ଭା’ ବୁଡ଼ି ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥିବା କଥା ରାଷ୍ଟ୍ରାୟତ ରୁଷୀୟ ଟେଲିଭିଜନ୍ ଘୋଷଣା କରିଛି । ନିଆଁ ଲାଗିଯିବାରୁ ‘ମୋସ୍କ୍‌ଭା’ କ୍ଷତିଗ୍ରସ୍ତ ହୋଇଛି ବୋଲି ରୁଷ୍ କହୁଥିଲେ ମଧ୍ୟ ‘ନେପ୍‌ଚୁନ୍‌’…

ବିଶ୍ୱ ଏବେ ଦୁଇ ଭାଗରେ ବିଭାଜନ, ଏହି ପରିସ୍ଥିତିରେ ଭାରତର ସ୍ଥିତି …

ନୂଆଦିଲ୍ଲୀ -: ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ହେତୁ ସମଗ୍ର ବିଶ୍ୱ ୨ଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିବା ବେଳେ ଭାରତ ନିରପେକ୍ଷ ନୀତି ବଜାୟ ରଖିଛି ବୋଲି ଆଜି ‘ବିଜେପି’ର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି…

ପୁଟିନଙ୍କୁ ଭରସା ନାହିଁ, ଆମେରିକାରେ ଆତଙ୍କ

ୱାସିଂଟନ -: ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭକୁ ମାସେ ହେଲାଣି । ରୁଷକୁ ଏଥିରେ ବିଶେଷ ସଫଳତା ମିଳିନାହିଁ । ଅନ୍ୟପକ୍ଷରେ ରୁଷ ସେନାର କ୍ଷତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନେଇ ରୁଷ ଭିତରେ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ…

ମାନବିକତାକୁ ଭୁଲି ଋଷ ଏଭଳି ନିଷ୍ପତ୍ତି ନେଲା…ସବୁଠି ଏବେ ଶବ ଆଉ ଶବ

କିବ୍ -: ସାରା ପୃଥିବିରେ ଗୋଟିଏ ଚର୍ଚ୍ଚା ପୁଟିନ୍ କଣ ପାଗଳ ହୋଇଯାଇଛନ୍ତି କି ? ଟିକେବି ମାନବିକତା ନାହିଁ କି । ସାଧାରଣ ଲୋକଙ୍କ ଉପରେ ରୁଷ୍‌ର ବୋମାମାଡ଼ ଦ୍ୱାରା ଉତ୍ତର ୟୁକ୍ରେନ୍ ସହର ଚେର୍ନିହିବରେ ଦିନକରେ ୫୩ ନାଗରିକଙ୍କ…