୬ ବର୍ଷରେ କୋଠାର ଛାତରୁ ଗଳୁଛି ପାଣି, ବିଶ୍ୱସ୍ତରୀୟ ଏସ୍‌ସିବି କାର୍ଯ୍ୟକୁ ନେଇ ଏବେ ସନ୍ଦେହ ..

କଟକ -: କଟକ ବଡମେଡିକ‌ାଲ ହେବ ବିଶ୍ବସ୍ତରୀୟ। ଏଥିପାଇଁ ଓବିସିସି ପକ୍ଷରୁ ଟେଣ୍ଡର କରାଯାଇ ଅନ୍ତରାଷ୍ଟ୍ରୀୟ କଂପାନି ଏଲ୍ଆଣ୍ଡଟିକୁ କାମ ଦିଆଯାଇଛି। ଏଲଆଣ୍ଡଟି ମଧ୍ୟ କାମକୁ ‌ଆଗେଇ ନେଉଛି। ତେବେ ପୂର୍ବରୁ କଟକ ବଡମେଡିକାଲରେ ଏଲ୍‌ଆଣ୍ଡଟି ଯେଉଁ କାମ କରିଛି, ସେହି କୋଠାର…

ବାଙ୍କୀ ନିକଟସ୍ଥ ମହାନଦୀରେ ଫସି ରହିଛନ୍ତି ୨ ହାତୀ

କଟକ/ବାଙ୍କୀ –: ମହାନଦୀରେ ଫସି ରହିଛନ୍ତି ୨ ହାତୀ। ଗତକାଲି ବିଳମ୍ବିତ ରାତ୍ରୀରେ ଆଠଗଡ ବନଖଣ୍ଡ ପଟରୁ ମହାନଦୀ ପାରି ହୋଇ ଭାଗୀପୁର ନିକଟରେ ଦୁଇ ହାତୀ (ଗୋଟିଏ ଦନ୍ତା ସହ) ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିଲେ। ସକାଳ ହୋଇଯିବାରୁ ଆଉ ଯାଇ…

ଲାଇନ ମ୍ୟାନଙ୍କ ମୃତ୍ୟୁକୁ ନେଇ ତାତିଲେ ସ୍ଥାନୀୟ ଲୋକେ, ଅଫିସ ଆଗରେ ଶବରଖି କଲେ ବିକ୍ଷୋଭ

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଏଭଳି ଏକ ସମ୍ବେଦନଶୀଳ ଓ ଦୁଖଭରା ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଳକ୍ ବହୁଗ୍ରାମ ବିଦ୍ୟୁତ ବିଭାଗରେ ।ଏଠାରେ କାମ କରୁଥିଲା ବେଳେ ହଠାତ ଲାଇନ୍ ମ୍ୟାନ ଙ୍କର ମୃତ୍ୟୁ ହୋଇଛି ।ମୃତ୍ୟୁ…

ବାଙ୍କୀ ପାଣ୍ଡବ ବଖରା ଗୁମ୍ଫାରେ ଅଘଟଣ: ୩ ଆହତ, ଜଣେ ମୃତ

କଟକ/ବାଙ୍କୀ -: ମହୁମାଛି ଆକ୍ରମଣରେ ୩ ଆହତ, ଜଣେ ମୃତ। କଟକ ଜିଲ୍ଲା ବାଙ୍କୀ ପାଥପୁର ଗ୍ରାମ ନିକଟରେ ଥିବା ପାଣ୍ଡବ ବଖରା ଗୁମ୍ଫା ଦେଖିବା ପାଇଁ ଯାଇଥିବା ସମୟରେ ଅଘଟଣ । ସୂଚନା ମୁତାବକ, ଭୁବନେଶ୍ବର ପଟିଆ ଅଞ୍ଚଳରୁ ଚାରି ଜଣ…

ଦିବ୍ୟାଙ୍ଗ ବାପାଙ୍କ ମୃତ୍ୟୁ ପରେ ଏବେ ବେସାହାରା ପରିବାର , ଏବେ ଦିବ୍ୟାଙ୍ଗ ବିଧବା ମା ଉପରେ ପରିବାର ବୋଝ

ସାଲେପୁର(ଶିଶୁ କୃଷ୍ନ ନନ୍ଦ) – ବାପା ଭିକ ମାଗି ପୋଷୁଥିଲେ କିନ୍ତୁ ଏବେ ଆର ପାରିକୁ ଚାଲିଗଲେ, କେମିତି ରହିବୁ, କଣ ଖାଇବୁ, ଏବେ ଆମକୁ କିଏ ଆଉ ପୋଷିବ ମା ତ ନିଜେ ଜଣେ ଦିବ୍ୟାଙ୍ଗ ସେ ବି ଭଲସେ…

ମୋବାଇଲ ମେସେଜକୁ ନେଇ ମରଣାତ୍ମକ ଆକ୍ରମଣ

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ମୋବାଇଲ ମେସେଜକୁ ନେଇ ହେଲା ଗଣ୍ଡଗୋଳ।ସ୍ୱାମୀ,ସ୍ତ୍ରୀ ଓ ପରିବାର ଲୋକଙ୍କୁ ମାଡ଼ ର ହୋଇଛି ଅଭିଯୋଗ। ଅଭିଯୋଗ ଆଣିଲେ ସାଲେପୁର ଥାନା ରାଇସୁଙ୍ଗୁଡା ଗ୍ରାମର ଚିନ୍ମୟୀ ମହାନ୍ତି। ଚିନ୍ମୟୀ ମହାନ୍ତିଙ୍କ ସ୍ୱାମୀ ରବି ମହାନ୍ତିଙ୍କ…

ଯାହା ଖାଇବ ସବୁକିଛି ମାତ୍ର ପାଞ୍ଚ ଟଙ୍କା, ପନୀର ଟିକା-ଭେଜ୍‌ ଲଲିପପ୍‌-ପନୀର ସ୍ପ୍ରିଙ୍ଗରୋଲ ସବୁକିଛି ୫ 

କଟକ – : ଯାହା ଖାଇବେ ପାଞ୍ଚ ଟଙ୍କା, ହଁ ଆଜ୍ଞା ଯାହା ଖାଇବାକୁ ଆପଣ ଇଚ୍ଛା କରିବେ, ସେ ପନୀର ଟିକା ହେଉ, ଭେଜ୍‌ ଲଲିପପ୍‌ ହେଉ କିମ୍ବା ପନୀର ସ୍ପ୍ରିଙ୍ଗ ରୋଲ ପୋଟାଟୋ ଟିକା ହେଉ ସବୁକିଛି ପାଇବେ ମାତ୍ର…

ବେଆଇନ ଗୃହର ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ବେଆଇନ ଗୃହ ନିର୍ମାଣକୁ ନେଇ ଆରମ୍ଭ ହେଲା ଜବର ଦଖଲ ଉଚ୍ଛେଦ। ଉଚ୍ଛେଦ ସମୟରେ ପ୍ରଶାସନ ଏବଂ ଜନସାଧାରଣ ମୁହାଁ ମୁହିଁ ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…

ଥିଲା ବନ୍ଧ୍ୟାଦୋଷ ହେଲେ ଆଜି ଜନ୍ମ ଦେଲେ ୩ଟି ସନ୍ତାନ,ସୃଷ୍ଟି ହସ୍ପିଟାଲ ସଫଳ ଅସ୍ତ୍ରୋପଚାର

କଟକ -: ବଜ୍ରକବାଟିସ୍ଥିତ ସୃଷ୍ଟି ହସ୍ପିଟାଲ୍‌‌ରେ ଏକ ଜଟିଳ ପ୍ରସୂତି ରୋଗର ଚିକିତ୍ସା ସମ୍ଭବ ହୋଇପାରିଛି । ପୂର୍ବରୁ ବନ୍ଧ୍ୟା ଦୋଷ ଥିବା ଜଣେ ମହିଳା ୩ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଆଜି ପ୍ରି-ଏକ୍ଲୋମ୍ପସିଆ(ବନ୍ଧ୍ୟାଜନିତ ରୋଗ) ଦିବସରେ ଜଣେ ବନ୍ଧ୍ୟା…

ଅଙ୍ଗନୱାଡ଼ି ଦିଦିଙ୍କ ବିରୋଧରେ ଅଭିଯୋଗ, ଶିଶୁ ଖାଦ୍ୟକୁ ଲୁଟି ଖାଉଛନ୍ତି ଦିଦି

ସାଲେପୁର(ଶିଶୁ କୃଷ୍ଣ ନନ୍ଦ) -: ଅଙ୍ଗନୱାଡ଼ି ଦିଦିଙ୍କ ଦବଙ୍ଗଗିରି । ମନ ହେଲେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲୁଛନ୍ତି ନହେଲେ ନାହିଁ । ଶିଶୁ ଖାଦ୍ୟକୁ ଲୁଟି ଖାଉଛନ୍ତି ଦିଦି । ଏଭଳି ଅଭିଯୋଗ ଆସିଛି କଟକଜିଲ୍ଲା ସାଲେପୁର ବ୍ଳକ ତରିତୋ ପଞ୍ଚାୟତ…

error: Content is protected !!