ସିଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ସିଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟ ପରିଚାଳନା ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ପୁରାତନ ଛାତ୍ର ସଂସଦ ସଭାଗୃହ ରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ଦାସ ଙ୍କ…

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜ଼ିଲ୍ଲାପାଳଙ୍କ ଅଫିସ ସମୁଖରେ ଚାଷୀ ସତ୍ୟାଗ୍ରହ ଅନୁଷ୍ଠିତ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ରେ ବିଭିନ୍ନ ଦାବି ନେଇ ଚାଷୀ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି | ରାଜ୍ୟ ସରକାର କ୍ରମାଗତ ଭାବେ ଚାଷ ଓ…

ତିର୍ତ୍ତୋଲ  ବିଧାୟକଙ୍କୁ ଗିରଫ ଦାବି କଲା ବିଜେପି

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା)-: ଶାସକ ଦଳ ର ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ବିରୋଧ ରେ ତାଙ୍କ ପ୍ରେମିକା ସୋମାଲିକା ଦାଶ ଙ୍କ ଅଭିଯୋଗ କୁ ଭିତିକରି ଜଗତସିଂହପୁର ଥାନାରେ ଲିଖିତ ଏତଲା ଉପରେ ମାମଲା ରୁଜୁହୋଇଛି…

ତିର୍ତ୍ତୋଲ କୋର୍ଟର ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ତିର୍ତ୍ତୋଲ କୋର୍ଟର ବିଚାରପତି ସୁଶାନ୍ତ କୁମାର ନାୟକ ଙ୍କର ଯସବନ୍ତପୁର ବଦଳି ହୋଇଛି।ଏହି ଅବସରରେ ତିର୍ତ୍ତୋଲ ଓକିଲ ସଙ୍ଘପକ୍ଷରୁ ବିଚାରପତି ଙ୍କୁ ବିଦାୟକାଳୀନ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।ସଂଘର ବରିଷ୍ଟ ସଭ୍ୟ ଆଲ୍ଲାଦ ପରିଜାଙ୍କ ସଭାପତିତ୍ୱ…

ଆଳିପିଙ୍ଗଳ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମହାଘୋଟଲା

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା ) -: କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ର ପ୍ରତ୍ୟେକ ଶ୍ରମିକ ଙ୍କୁ ଶହେ ଦିନର ନିଶ୍ଚିତ କାମ ଯୋଗାଇବା ନିମନ୍ତେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି…

ଜଗତସିଂହପୁରରେ ୮ ଜଣ ପରିବେଷବିତଙ୍କୁ ପ୍ରକୁତିବନ୍ଧୁ ପୁରସ୍କାର ପ୍ରଦାନ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ 2021/22 ଆର୍ଥିକ ବର୍ଷ ନିମନ୍ତେ୮ଟି ବ୍ଲକ ରୁ ୮ ଜଣ ପରିବେଷବିତଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି | ଏହି…

ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ପୀଠରେ ହେ୍ରାପଞ୍ଚମୀ ଉପଲକ୍ଷେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ର ପୁରାଣ ପ୍ରସିଦ୍ଧ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ମାଉସୀ ମା ପୀଠରେ ପବିତ୍ର ହେରା ପଞ୍ଚମୀ ଉପଲକ୍ଷେ ଜ଼ିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କ୍ରିଷ୍ଣା କଲଚରଳ ଗ୍ରୁପ ପକ୍ଷରୁ…

ପୋଲିସ ସାଜିଲା ନୀରବଦଷ୍ଟା, ଶୁଣିଲାନି ମହିଳାଙ୍କ ଅଭିଯୋଗ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା ) -: ତିର୍ତୋଲ ଥାନା ଅଧିନସ୍ଥ ବଣିତୋ ଗ୍ରାମର ବିଜୟଲଷ୍ମୀ ସ୍ୱାଇଁ ଙ୍କୁ ତାଙ୍କ ଦେଡଶୁର ନଳକୂପ ମରାମତି କୁ କେନ୍ଦ୍ର କରି ଅଶୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ମରଣାତ୍ମକ ଆକ୍ରମଣ କରିଥିଲେ |ଏ…

ବିଜେଡି ବିଧାୟକ ବିଜୟଶଙ୍କର ଚଲାଉଛନ୍ତି ସେକ୍ସ ରାକେଟ୍ ! ଥାନାରେ ରୁଜ୍ଜୁ ହେଲା ମାମଲା

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -:  ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ସେକ୍ସ ରୢାକେଟ୍ ଚଳାଉଛନ୍ତି। ଏଭଳି ସଂଗିନ ତଥା ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କର ପ୍ରେମିକା ସୋମାଲିକା ଦାସ। ସୋମାଲିକାଙ୍କ ଲିଖିତ ଅଭିଯୋଗ ଆଧାରରେ ବି ଜଗତସିଂହପୁର ଥାନା ପୁଲିସ…

ସର୍ବସ୍ବ ହରାଇ ନିସ୍ଵ ସାଜିଛି ଖୁଲଣା, କାଜୁ ଜଙ୍ଗଲରେ ବିତୁଛି ଜୀବନ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଞ୍ଚାୟତ ବାଲିଝରୀ ଗ୍ରାମର 63ବର୍ଷୀୟା ବୃଦ୍ଧା ଖୁଲଣା ବାରିକ l ତିରିଶି ବର୍ଷରୁ ଉର୍ଦ୍ଧ ହେବ ଖୁଲଣା ଏବଂ ତାର ସ୍ୱାମୀ ଶିବ ବାରିକ ବାଲିଝରୀର ନିଘଞ୍ଚ…