ରାଜ୍ୟସ୍ତରୀୟ ଜୁନିଅର ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ ଉଦଯାପିତ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା)-: ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ଛେଲିଆଗଡ଼ ଜୟଦୁର୍ଗା ପଡିଆରେ ଦୁଇ ଦିନ ଧରି ଅନୁଷ୍ଠିତ ୨୭ ତମ ରାଜ୍ୟସ୍ତରୀୟ ଜୁନିଅର ବାଳକ ହ୍ୟାଣ୍ଡବଲ୍ ଚମ୍ପିୟାନସିପ୍ ଉଦ୍ ଯାପିତ ହୋଇଯାଇଛି । ରାଜ୍ୟ ହ୍ୟାଣ୍ଡବଲ୍ ଆଡ଼ହକ୍ କମିଟି…

ଅଜାତଶତ୍ରୁ ଥିଲେ ସାମ୍ବାଦିକ ଅଜୟ କୁମାର ଜେନା

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା-: ବରିଷ୍ଠ ତଥା ଆଦର୍ଶ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗରେ ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଅନୁଷ୍ଠିତ ଏହି ସଭାରେ…

ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ପ୍ରମୋଦ କୁମାର ସ୍ବାଇଁ ସଭାପତି ଓ ନଳିନୀ ରଞ୍ଜନ ମହାପାତ୍ର ସଂପାଦକ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ସାଧାରଣ ନିର୍ବାଚନରେ ପ୍ରମୋଦ କୁମାର ସ୍ବାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସୁବ୍ରତ ଶତପଥିଙ୍କୁ ୧୬ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ…

ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷ୍ୟା ହେଲେ କଂଗ୍ରେସ ପ୍ରାର୍ଥୀନି ଅର୍ଚ୍ଚନା ସିଂ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -:ଜଗତସିଂହପୁର ପୌରପରିଷଦର 21 ଟି ୱାର୍ଡର 33 ଟି ବୁଥର ଭୋଟ ଗଣତି କାର୍ୟ୍ଯ SVM କଲେଜରେ ଅନୁଷ୍ଠିତ ହୋଇଯାଇଛି । ଏହା ସମୁଦାୟ 10ଟି ଟେବୁଲରେ 7 ରାଉଣ୍ଡ ଭୋଟ ଗଣତି କାର୍ଯ୍ୟ କରାଯାଇଥିଲା…

ଭୁତ କୋଠି ପାଲଟିଛି ରାହାଣ ସ୍ଥିତ ମିନି ସ୍ୱାସ୍ଥ୍ୟକେନ୍ଦ୍ର

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) – ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହାଣ ଠାରେ ଥିବା ମିନିସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଭୁତକୋଠି ପାଲଟିଛି । ତିନି ବର୍ଷ ରୁ ଉର୍ଦ୍ଧ ହେବ ଏଠାରେ କୌଣସି ଷ୍ଟାପ ପୋଷ୍ଟିଙ୍ଗ ହୋଇନାହାନ୍ତି । ରକ୍ଷଣା ବେକ୍ଷଣା…

ଜଗତସିଂହପୁର ପୌରପରିଷଦ ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଜଗତସିଂହପୁର -: ଜଗତସିଂହପୁର ଜିଲ୍ଲା ସଦର ମହକୁମା ପୌରପରିଷଦ ନିର୍ବାଚନ ପାଇଁ ବୁଥକୁ ଗଲେ ପୋଲିଂ ଦଳ । ସ୍ଥାନୀୟ SVM କଲେଜରେ ଆଜି ସକାଳ 8 ଟାରେ ଷ୍ଟ୍ରଙ୍ଗ ରୁମ ଖୋଲାଯାଇଥିଲା ଏବଂ 2 ଟି ଲେଖାଏ ଇଭିଏମ ମେସିନ…

କାୟାକଳ୍ପ ଟିମର ଦିନକିଆ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଜଗତସିଂହପୁର -: ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳକୁ କାୟାକଳ୍ପ ଟିମ ପରିଦର୍ଶନରେ ଆସିଛନ୍ତି ।ଏହି ଟିମର ସଦସ୍ୟ ଡାକ୍ତର ବସନ୍ତ କୁମାର ପ୍ରଧାନ । ଡାକ୍ତର ନିରଞ୍ଜନ ପ୍ରଧାନ ଓ ସଂଘମିତ୍ରା ରାଉତ ପ୍ରମୁଖ ପରିଦର୍ଶନରେ ଆସି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର…

ଗୋରେଖନାଥଙ୍କ ପୀଠରେ କୁଞ୍ଜଙ୍ଗ ସିଟି ସ୍କୁଲ ର 1981ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା ) -: କୁଞ୍ଜଙ୍ଗ ସିଟି ସ୍କୁଲର 1981ମସିହା ବ୍ୟାଚର ସିଟି ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଗୋରେଖନାଥ ପୀଠରେ ଅନୁଷ୍ଠିତ ହୋଇଯାଇଛ । ଦୀର୍ଘ 42ବର୍ଷ ତଳେ ସାଙ୍ଗହୋଇ ପାଠ ପଢ଼ୁଥିବା ଓ…

error: Content is protected !!