ପାକିସ୍ତାନରେ ଚୀନ ସେନା ମୁତୟନ ପାଇଁ ପୁଣି ଦାବି କଲା ବେଜିଂ

ଇସଲାମାବାଦ -: ପାକିସ୍ତାନରେ ଚୀନ ସେନା ମୁତୟନ ପାଇଁ ପୁଣି ଦାବି କରିଛି ବେଜିଂ । ଇସ୍ଲାମାବାଦ ଗସ୍ତରେ ଥିବା ଚୀନର ଜଣେ ପ୍ରଭାବଶାଳୀ ନେତା ଓ କୂଟନୀତିଜ୍ଞ ୟାଙ୍ଗ ଜେଇଚି ଏହି ଦାବି ଉଠାଇଛନ୍ତି । ସେ ହେଉଛନ୍ତି ଚୀନ…

୮ ବର୍ଷ ତଳୁ ଚୋରି ହୋଇଥିଲା ବାଇକ୍ ନାଁରେ ଆସିଲା ଚାଲାଣ, ତା ପରେ ଧରାପଡିଲେ ଗାଡ଼ିକୁ ବ୍ୟବହାର କରୁଥିବା ପୁଲିସ୍ ବାବୁ

ନୂଆଦିଲ୍ଲୀ -: ପାକିସ୍ତାନରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ପାକିସ୍ତ‌ାନର ଜଣେ ବ୍ୟକ୍ତି ତାଙ୍କ ନାଁରେ ଇ-ଚାଲାଣ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ବ୍ୟକ୍ତିଙ୍କର ବାଇକ୍‌ ୮ ବର୍ଷ ତଳୁ ଚୋରି ହୋଇଥିବା ବେ‌ଳେ ବ୍ୟକ୍ତି ଜଣଙ୍କୁ ଟ୍ରାଫିକ୍‌ ପୁଲିସ୍‌ ପଠାଇଥିଲା ଇ-ଚାଲାଣ।…

ଦୁର୍ଦ୍ଦିନରେ ଦେଶ : ଏଟିଏମରେ ଟଙ୍କା ନାହିଁ କି ପେଟ୍ରୋଲ ପମ୍ପରେ ତେଲ ନାହିଁ …

ଲାହୋର: ପାକିସ୍ତାନରେ ଯଦିଓ ପ୍ରଧାନମନ୍ତ୍ରୀ ବଦଳିଛନ୍ତି, କିନ୍ତୁ ଦେଶର ଅବସ୍ଥାରେ ଏପର୍ଯ୍ୟନ୍ତ ସୁଧାର ଆସିନାହିଁ। ଏକ ରିପୋର୍ଟ ଅନୁଯାୟୀ, ଯଦି ଏଭଳି ସ୍ଥିତି ଜାରି ରହେ, ତେବେ ପାକିସ୍ତାନରେ ଶ୍ରୀଲଙ୍କା ଭଳି ପରିସ୍ଥିତି ଘଟିବ । ତେବେ ଏହି ସମୟରେ ପାକିସ୍ତାନର…

ମତେ ପାକିସ୍ଥାନରେ ମାରିଦେବେ, ଭାରତ ଯିବା ପାଇଁ ନିବେଦନ କଲେ ଦୁଷ୍କର୍ମ ପିଡିତା

ମୁଜାଫରବାଦ୍ -: ଗତ ୭ ବର୍ଷ ହେବ ବିଚାର ପାଇଁ ସଂଗ୍ରାମ ଚଳାଇଥିବା ପାକିସ୍ତାନ ଅଧିକୃତ କଶ୍ମୀରର ଜଣେ ଗଣଦୁଷ୍କର୍ମ ପୀଡ଼ିତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହାଯ୍ୟ ଲୋଡୁଛନ୍ତି । ପିଡ଼ୀତା ଓ ତାଙ୍କ ପିଲାମାନଙ୍କ ଜୀବନ ପ୍ରତି ବିପଦ…

ଦେଶଦ୍ରୋହ ମାମଲାରୁ ଇମ୍ରାନଙ୍କୁ ମିଳିଲା ଆଶ୍ୱସ୍ଥି, ଆସନ୍ତୁ ଜାଣିବା କୋର୍ଟଙ୍କ ରାୟ କଣ ଥିଲା …

ନୂଆଦିଲ୍ଲୀ -: ଅନାସ୍ଥା ଭୋଟରେ ସରକାର ପରାଜିତ ହେବା ପରେ ଇମ୍ରାନଙ୍କର ପ୍ରାୟ ସାଢ଼େ ୩ ବର୍ଷ ଶାସନର ଅନ୍ତ ଘଟିଥିଲା । ପାକିସ୍ତାନର ୭୫ ବର୍ଷ ଇତିହାସରେ ଇମ୍ରାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ଅନାସ୍ଥା ଭୋଟରେ ହାରି…

ପାକିସ୍ତାନରେ ନୂଆ ପ୍ରଧାନମନ୍ତ୍ରୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ , ଆସନ୍ତୁ ଜାଣିବା ନୂଆ ପ୍ରଧାନମନ୍ତ୍ରୀଙ୍କ ବିଷୟରେ

ଇସଲାମାବାଦ -: ଗତ କିଛି ମାସ ଧରି ପାକିସ୍ତାନରେ ଚାଲିଥିବା ରାଜନୈତିକ କନ୍ଦଳର ଆଜି ଅନ୍ତ ଘଟିଛି । ବିରୋଧୀ ଦଳ ଇମ୍ରାନ ସରକାରଙ୍କୁ ହଟାଇ ଶେହବାଜ ଶରିଫଙ୍କ ପ୍ରଧାନମନ୍ତ୍ରୀ କରିବାରେ ସଫଳ ହୋଇଛନ୍ତି । ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦୈାଡ଼ରୁ…

ପାକିସ୍ଥାନରେ ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ ଶାହ, ଶରିଫକୁ ଦେବେ ଟକର

ଇସଲାମାବାଦ -: ପାକିସ୍ତାନରେ ଇମ୍ରାନ୍ ସରକାରର ପତନ ଘଟିଛି । ଅନାସ୍ଥା ଭୋଟ୍‌ରେ ଇମ୍ରାନ୍ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି । ଅନାସ୍ଥା ଭୋଟ୍‌ରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ…

error: Content is protected !!