ଆଜି ହେରାପଞ୍ଚମୀ, ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ ଗୋପନରେ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ

ପୁରୀ -: ଶ୍ରୀମନ୍ଦିର ଛାଡ଼ି ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି ନବବିବାହିତ ମହାପ୍ରଭୁ। ସାଙ୍ଗରେ ଭାଇ-ଭଉଣୀଙ୍କୁ ଧରି ଚାଲି ଆସିଥିବାରୁ ବିରହିଣୀ ମା’ ଲକ୍ଷ୍ମୀ ସାଆନ୍ତାଣୀ ଚିନ୍ତାରେ ଅଛନ୍ତି। ଏସମ୍ପର୍କରେ ଲକ୍ଷ୍ମୀ ଠାକୁରାଣୀ ମା’ ବିମଳାଙ୍କ ପାଖରେ ପ୍ରକାଶ କରିବା ପରେ ଗୁଣ୍ଡିଚାବାଡ଼ିକୁ…

ରଥଯାତ୍ରା ସ୍ପେଶାଲ୍‌, ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ’ପୁରୀ ଖଜା’ …

ଖଜା ପାଇଁ ଆବଶ୍ୟକ ସାମଗ୍ରୀ -:ମଇଦା, ଚାଉଳ ଗୁଣ୍ଡ, ଗୁଜରାତି ଗୁଣ୍ଡ, ଗୁଆଘିଅ, ଚିନି, ତେଲ ପ୍ରସ୍ତୁତି ପ୍ରଣାଳୀ -: –ପ୍ରଥମେ କିଛି ମଇଦାକୁ ଏକ ପାତ୍ରରେ ନିଅନ୍ତୁ। ସେଥିରେ ଅଳ୍ପ ଗୁଆ ଘିଅ ପକାଇ ଖାସ୍ତା ପାଇଁ ଭଲ ଭାବେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ, କ’ଣ କହିଲେ ଆସନ୍ତୁ ଜାଣିବା

ପୁରୀ -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ଗତକାଲି ସବୁ ବର୍ଗର ଲୋକଙ୍କ ସହ ଆଲୋଚନା ପରେ ଆଜି ନିଜର ସ୍ପଷ୍ଟ ମତ ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି ଯେ ‘ପୁରୀରେ ବିକାଶ ନାମରେ ଯେଉଁ ହାହୋଲ୍ଲା ହେଉଛି ତାହା…

ଅଶାନ୍ତ ପୁରୀ ଜଣେ ମୃତ, ଫୁଟୁଛି ବନ୍ଧୁକ ବୁଲୁଛି ଛୁରା

ପୁରୀ-: ପୁଣି ଅଶାନ୍ତ ପୁରୀ । ଏମାରମଠ ନିକଟରେ ଗୁଳିମାଡ଼ରେ ଜଣେ ସେବାୟତଙ୍କ ହୋଇଛି ମୃତ୍ୟୁ । ମୃତକ ତଳୁଛ ସାହିର ଲୋକନାଥ ମନ୍ଦିର ସେବକ ଶିବରାମ ପାତ୍ର । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି । ଦୁଇ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଇନଟାକ୍

ଭୁବନେଶ୍ବର -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ଇନଟାକ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦିଆଯାଇଛି। ମାମଲା ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଇନଟାକର ଓଡ଼ିଶା ଆବାହକ ଅବସରପ୍ରାପ୍ତ…

ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ରୁଜୁ ହେବ ମାମଲା, ବନ୍ଧା ହୋଇ ଜେଲ୍ ଜିବେ କି ?

ପୁରୀ -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ନେଇ ଝଟ୍‌କା ଦେଇଛନ୍ତି ପୁରୀ ଏସଡିଜେଏମ କୋର୍ଟ। ଅଦାଲତ ଏହି ମାମଲାରେ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପୁରୀ ଓକିଲ ସଂଘ…

ଦ୍ୱୀତିୟ ଶ୍ରୀକ୍ଷେତ୍ରର ଶୁଭ ଦେଲେ ବିଧାୟକ, ଦୀଘାରେ ହେବ ପୁରୀ ସଦୃଶ ମନ୍ଦିର

ଦୀଘା -: ପୁରୀ ଶ୍ରୀମନ୍ଦିର ଭଳି ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ହେବ ଏକ ଭବ୍ୟ ଜଗନ୍ନାଥ ମନ୍ଦିର। ପଶ୍ଚିମବଙ୍ଗ ସରକାର ଦୀଘା ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱ ବଢ଼ାଇବାକୁ ଯାଇ ଏଭଳି ଏକ ପଦକ୍ଷେପ ନେଉଥିବା ବେଳେ ମଙ୍ଗଳବାର ମନ୍ଦିରର ଶୁଭ ଦେଇଛନ୍ତି…

ଆଜି ୪ଘଣ୍ଟା ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କୁ ଦର୍ଶନ

ପୁରୀ -: ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ସୋମବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ଆସନ୍ତାକାଲି ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଥିବାରୁ ଆପାତତଃ ଅପରାହ୍‌ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ…

ଶ୍ରୀମନ୍ଦିରରେ ରକ୍ତର ଛିଟା, ଅଘଟଣର ପୂର୍ବାଭାଷ !

ପୁରୀ -: ଶ୍ରୀମନ୍ଦିରରେ ଆଜି ପୁଣି ବଡ଼ ମହାସ୍ନାନ କରାଯାଇଛି । ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତଛିଟା ଦେଖାଯିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିବାର ସୂଚନା ମିଳିଛି । ଯେଉଁଥିପାଇଁ ଆଜି ବି କିଛି ସମୟ ପାଇଁ ଦର୍ଶନ ବନ୍ଦ…

ଢେଙ୍କାନାଳ ବନଯାଗ ଯାତ୍ରାକୁ ଶ୍ରୀମନ୍ଦିର ଦଇତାପତି ନିଯୋଗଙ୍କ ବିରୋଧ, ଥାନାରେ ଏତଲା

ପୁରୀ -: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଏକଘରିଆ ଗାଁ ଶରଣ ଶ୍ରୀକ୍ଷେତ୍ରଠାରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ସଂଗ୍ରହ ଉପଲକ୍ଷେ ଆରମ୍ଭ ହୋଇଥିବା ବନଯାଗ ଯାତ୍ରାକୁ ଦୃଢ଼ ବିରୋଧ କରିଛି ଶ୍ରୀମନ୍ଦିର ଦଇତାପତି ନିଯୋଗ । ଏହା ବିରୋଧରେ…