ଢେଙ୍କାନାଳ ବନଯାଗ ଯାତ୍ରାକୁ ଶ୍ରୀମନ୍ଦିର ଦଇତାପତି ନିଯୋଗଙ୍କ ବିରୋଧ, ଥାନାରେ ଏତଲା

ପୁରୀ -: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଏକଘରିଆ ଗାଁ ଶରଣ ଶ୍ରୀକ୍ଷେତ୍ରଠାରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ସଂଗ୍ରହ ଉପଲକ୍ଷେ ଆରମ୍ଭ ହୋଇଥିବା ବନଯାଗ ଯାତ୍ରାକୁ ଦୃଢ଼ ବିରୋଧ କରିଛି ଶ୍ରୀମନ୍ଦିର ଦଇତାପତି ନିଯୋଗ । ଏହା ବିରୋଧରେ…

ମହାପ୍ରଭୁଙ୍କ ପାଇଁ ୮ ପ୍ରକାର ପଖାଳ ପରସା ଯାଏ , କେମିତି ହୁଏ ପ୍ରସ୍ତୁତି ଆସନ୍ତୁ ଜାଣିବା

ପଖାଳ ନାଁ ଟା ଶୁଣୁ ଶୁଣୁ ପ୍ରତି ଓଡିଆଙ୍କ ପାଟିରେ ପାଣି ଆସିଯାଏ । ଦେଶ ବିଦେଶ ଯେଉଁଠି ବି ରୁହନ୍ତୁ ନାଁ କାହିଁକି ପଖାଳ ପ୍ରତି ଓଡିଆ ଲୋକଙ୍କର ରହିଛି ଅହେତୁକ ଭଲ ପାଇବା । ଖାଲି ଓଡିଆ ନୁହଁନ୍ତି…

ଐତିହ୍ୟ କରିଡର ବିବାଦ ମଧ୍ୟରେ ଭାଇରାଲ ହେଲା…

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ଘନେଇଥିବା ବେଳେ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ଓ ଏହାର ଚାପ ବଳୟକୁ ନେଇ ଏକ ନକ୍ସା ତଥା ଚିତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସମ୍ବଲପୁରରେ କେହି…

ଓଡିଶାବାସୀଙ୍କ ପାଇଁ ଖୁସି ଖବର, ପୁରୀ ଗୋପ ତହସିଲରେ ପେଟ୍ରୋଲ ଓ ଗ୍ୟାସ୍‌ର ସନ୍ଧାନ

ପୁରୀ / ଭୁବନେଶ୍ୱର -: ଗୋପ ତହସିଲ ଅଞ୍ଚଳର ୨ଟି ସ୍ଥାନରେ ପେଟ୍ରୋଲିୟମ ପଦାର୍ଥ ଥିବା ସୂଚନା ମିଳିଛି । ଅଏଲ ଇଣ୍ଡିଆ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅଏଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଗୋପ ଅଞ୍ଚଳରେ…

ଚତୁଃପାର୍ଶ୍ୱ ଖନନ ବଢ଼ାଉଛି ମନ୍ଦିର ପାଇଁ ବିପଦ! ଶ୍ରୀମନ୍ଦିର ଧ୍ୱସଂ ପାଇଁ ଚାଲିଛି କି ଷଡଯନ୍ତ୍ର ?

ପୁରୀ -: ଏବେ ଶ୍ରୀମନ୍ଦିର ଉପରେ କାହାର ନଜର ପଡିଲା ସୈାନ୍ଦଜିକରଣ ନାମରେ ଚତୁପାଶ୍ୱର୍କୁ ଖୋଳାଯାଇଥିବାରୁ ଶ୍ରୀମନ୍ଦିର ଏବେ ବିପଦରେ । ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ । ତାହା ପୁଣି ଅଢ଼େଇ ଫୁଟର । ଏହି ଘଟଣାକୁ ନେଇ ଭକ୍ତ, ସେବାୟତଙ୍କ…

ଦୋଳପୂର୍ଣ୍ଣମୀରେ ପୁରୀରେ ଘଟିଲା ଅଘଟଣ, ସେବାୟତ ସମେତ ଭକ୍ତ ଆହତ

ପୁରୀ -: ଦୋଳପୂର୍ଣ୍ଣମୀରେ ପ୍ରଭୂଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଜମିଥିଲା ଅସମ୍ଭବ ଭିଡ଼ । ଜନସମୁଦ୍ର ପାଲଟିଥିଲା ବଡଦାଣ୍ଡ । ଶୃଙ୍ଖଳିତ ଦର୍ଶନ ପାଇଁ ରହିଛି ଲମ୍ବା ଧାଡିର ବ୍ୟବସ୍ଥା । ଲାଗିଛି ଅନେକ ଚେକ ପୋଷ୍ଟ…

ଦୋଳବେଦୀରୁ ଖସିପଡିଲେ ମହାପ୍ରଭୁ, ଦାରୁ ଦିଅଁଙ୍କ ଭାଙ୍ଗିଲା ହାତ

ଥରେ ଚିନ୍ତାକଲେ ଯଦି ଦୋଳବେଦୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନୁହେଁ, ମହାପ୍ରଭୁ ସ୍ୱୟଂ ଦୋଳି ଖେଳନ୍ତେ କେଡେ ବଢିଆ ଦିଶନ୍ତା । ରଥଯାତ୍ରା ଭଳି ଭାବାନ୍ତର ସୃଷ୍ଟି ହୁଅନ୍ତା ମନରେ । ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ ଆଉ ରଥରେ ବାମନଙ୍କୁ…

ଜଗତର ନାଥ ଜଗନ୍ନାଥ ଭକ୍ତଙ୍କ ପାଇଁ ମିଳିଲା ଆଶ୍ୱସ୍ତି, ସରକାରଙ୍କ ତରଫରୁ ନିଆଗଲା ଏଭଳି ପଦକ୍ଷେପ

ପୁରୀ -: ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓଡିଶା ସମେତ ଦୁରଦାରନ୍ତରରୁ ଆସୁଥିବା ଭକ୍ତଙ୍କୁ ଶେଷରେ ମିଳିଛି ଆଶ୍ୱସ୍ତି । ତାତିରୁ ରକ୍ଷା ପାଇଁ ଆଜି ମୁଣ୍ଡକୁ ଛତା ଓ ପାଦ ପାଇଁ କାରପେଟ୍ ପକାଇଛି ଜିଲ୍ଲା ପ୍ରଶାସନ ।…

ମହାପ୍ରଭୁଙ୍କ ଚାଚେରୀ ବେଶ, ଶ୍ରୀମନ୍ଦିରରେ ଫଗୁ ଦଶମୀ

ପୁରୀ -: ୧୨ବରଷରେ ତେର ପରବ କେବଳ ଜଗନ୍ନାଥ ସଂସ୍କୃତିରେ ହିଁ ସମ୍ପନ୍ନ ହୋଇଥାଏ । ଶ୍ରୀମନ୍ଦିରରେ ଫଗୁ ଦଶମୀ ସହ ମହାପ୍ରଭୁଙ୍କ ଚାଚେରୀ ବେଶ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜିଉମାନେ ଝିମିରି ଫଗୁ, ଚନ୍ଦନ ଲାଗି ହୋଇ ବନ୍ଦାପନା ହୋଇଛନ୍ତି…

error: Content is protected !!
Verified by MonsterInsights