ପାଣି ବୋତଲ ଚୋରି କରିବାରୁ ମାଡ଼ ମାରିଥିଲା ଦୋକାନୀ, ମାସକ ପରେ ଘରକୁ ଫେରିଲେ ୩ ନାବାଳକ

ରାଉରକେଲା -: ପାଣି ବୋତଲ ଚୋରି କରିନେଇଥିଲେ ୩ ନାବାଳକ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୋକାନ ମାଲିକାଣୀ ସେମାନଙ୍କୁ ମାଡ଼ ମାରିଥିଲା। ଏଣୁ ଭୟଭୀତ ହୋଇ ସେମାନେ ସମ୍ବଲପୁରକୁ ପଲାଇଥିଲେ। ପ୍ରାୟେ ମାସେ ପରେ ସମସ୍ତଙ୍କୁ ଉଦିତନଗର ପୁଲିସ ସୁରକ୍ଷିତଭାବେ ଉଦ୍ଧାର…

ସୁନ୍ଦରଗଡ ହେଲା ମନ୍ତ୍ରୀ ଶୂନ୍ୟ …

ରାଉରକେଲା -: ଏ ଖବର ଲେଖା ହେବାବେଳକୁ ବିଧିବଦ୍ଧ ଘୋଷଣା ହୋଇ ନଥିଲେ ହେଁ ରାଜ୍ୟ ମନ୍ତ୍ରିମଣ୍ଡଳ ପୁର୍ନଗଠନ ବାବଦରେ ନିର୍ଭରଯୋଗ୍ୟ ସୂଚନା ମିଳି ଯାଇଛି। ଏଥିରୁ ସ୍ପଷ୍ଟ ହୋଇ ଯାଇଛି ଯେ ଏଥର ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା…

ଚୋରୀ କରିବାକୁ ଯାଇଥିଲେ ଯୁବକ ଯମ ସହ ହୋଇଗଲା ଭେଟ …

ସୁନ୍ଦରଗଡ଼ -: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଜମପାଲିଠାରେ ବନ୍ଦ ପଡ଼ିଥିବା ଓସିଏଲ ଆଇରନ ଓ ଷ୍ଟିଲ କାରଖାନା ଛାତରୁ ଖସି ପଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ରାଜଗାଙ୍ଗପୁର ଅଞ୍ଚଳର ପୋଡ଼ସିଙ୍ଗଗ୍ରାମର ଚାମୁ ଟପ୍ପୋ ବୋଲି ଜଣାଯାଇଛି। କାରଖାନାଟି…

ଚାକୀରି ଦେବା ବାହାନାରେ ବାହାରକୁ ଝିଅ ଚାଲାଣ, ୨୨ବର୍ଷିୟ ସୁନ୍ଦରୀ ଝିଅଙ୍କୁ ର୍ଟାେଗଟ୍ କରୁଛନ୍ତି ଦଲାଲ

ସୁନ୍ଦରଗଡ଼ -: ସୁନ୍ଦରଗଡ଼ ଜିଲ୍ଲାରେ ବିବାହ ପାଇଁ ଝିଅ ବିକ୍ରି ! ଚାକିରି ଦେବା ବାହାନାରେ ବାହାର ରାଜ୍ୟକୁ ଚାଲାଣ କରିବାପରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଉଛି। ଏହି ଜାଲରେ ସହଜରେ ଫସିଯାଉଛନ୍ତି ଗରିବ ଓ ଅଭାବୀ ଘରର ଝିଅମାନେ। ବିକ୍ରି…

ଏମସିଏଲର କଳାଜହର କନିକା ନାଳକୁ କରୁଛି ବିଷାକ୍ତ, ତୁରନ୍ତ ଦୃଷ୍ଟି ନଦେଲେ ସ୍ଥିତି ଭୟଙ୍କର ହେବ !

ସୁନ୍ଦରଗଡ଼ -: ହେମଗିର ବ୍ଲକ୍ କନିକା ଗ୍ରାମର ଖଲିଆବାହାଲ ଓ ଝୁପୁଡ଼ିପଡ଼ା ପାଇଁ ଏକଦା ବରଦାନ ପାଲଟିଥିବା ଚିରସ୍ରୋତା କନିକା ନାଳ(ଯୋର) ମହାନଦୀ ଖୋଲାମୁହଁ କୋଇଲା ଖଣି (ଏମ୍‌ସିଏଲ୍‌) ଯୋଗୁ ଅଭିଶାପ ପାଲଟିଛି । ଏମ୍‌ସିଏଲ୍ କୋଇଲା ସାଇଡିଂର ସବୁ କୋଇଲା…

ଗୁଜରାଟରୁ ଆସିଲେ, ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ

ସୁନ୍ଦରଗଡ଼/ବଡ଼ଗାଁ -: ଗୁଜରାଟରୁ ଆସିଲେ, ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ମରଚିମୁଣ୍ଡା ଛକରୁ ଏପ୍ରିଲ ୧୦ ତାରିଖ ସକାଳେ ଏକ ବସ୍ତାରେ ବନ୍ଧା ଅଜଣା ମୃତଦେହ ଉଦ୍ଧାର ମାମଲାର…

ବଳାତ୍କାରରୁ ବଞ୍ଚିବା ପାଇଁ ହଷ୍ଟେଲ ଛାତରୁ ଡେଇଁଲେ ଦଶମ ଶ୍ରେଣୀ ଛାତ୍ରୀ

ଲେଫ୍ରିପଡା/ସୁନ୍ଦରଗଡ଼ -: ଆଜି ପବିତ୍ର ଉତ୍କଳ ଦିବସରେ ମନ୍ଦିର ରୂପକ ଶିକ୍ଷାନୁଷ୍ଠାନରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୌନପିପାସୁ ପ୍ରଧାନଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଦଶମ ଶ୍ରେଣୀ ଛାତ୍ରୀ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଭଳି ଏକ ସମ୍ବେଦନଶୀଳ…

ସ୍ୱାଧିନ ପ୍ରାର୍ଥୀ ଅଭିନବ ପ୍ରଚାର କରି ଜନତାଙ୍କ ମନ ଜିଣୁଛନ୍ତି

ସୁନ୍ଦରଗଡ଼ -: ନିର୍ବାଚନୀ ଖର୍ଚ୍ଚ ତୁଲାଇବାକୁ ସକ୍ଷମ ନଥିବା କାରଣରୁ ବିଜେପି ତାଙ୍କୁ ଟିକଟ ଦେଇ ନଥିବା ଅଭିଯୋଗ କରୁଥିବା ନିନିମା ଗାମୁଛା ପାତି ଲୋକଙ୍କୁ ଭୋଟ୍ ସହ ନୋଟ୍ ମାଗି ଏ ଲଢ଼େଇ ପୁଞ୍ଜିପତି ବନାମ ସାଧାରଣଜନତାଙ୍କ ବୋଲି ଲୋକଙ୍କୁ…

error: Content is protected !!