କେଉଁ ରାଶିର ବ୍ୟକ୍ତି କଣ ବ୍ୟବହାର କରିଲେ, କେବଳ ଶୁଭଫଳ ମିଳିବ ଅଶୁଭ ଗ୍ରହକୁ କରିବା ବାଏ ବାଏ

ମେଷ – ଦୁଃଖ ସମୟରେ ଏହି ରାଶିର ବ୍ୟକ୍ତିଙ୍କୁ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ ।

Advertisement

ବୃଷ – ଏହି ରାଶିର ବ୍ୟକ୍ତିମାନେ ଦକ୍ଷିଣ ମୁଖୀ ଶଙ୍ଖ ରଖି ପୂଜା କରିବା ଉଚିତ ।

Subscribe Now BNS Bhakti

ମିଥୁନ – ଏହି ରାଶିର ବ୍ୟକ୍ତିମାନେ ଧଳା ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ ।

କର୍କଟ – ଏହି ରାଶିର ବ୍ୟକ୍ତିମାନେ ନିଜ ଘରେ ଶାମୁକା ଓ କଉଡ଼ି ଆଣି ରଖିବା ଉଚିତ ।

ସିଂହ – ଏହି ରାଶିର ବ୍ୟକ୍ତିମାନେ ପୂଜାରେ ଅକ୍ଷତ ବ୍ୟବହାର କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

Subscribe Now BNS Bhakti

କନ୍ୟା – ଏହି ରାଶିର ବ୍ୟକ୍ତିମାନେ ନିଜର ଦୁଃଖ ଓ ଅସୁବିଧା ସମୟରେ ନିୟମିତ ଘିଅର ଦୀପ ଲଗାଇବା ଉଚିତ

ତୁଳା – ଏହି ରାଶିର ବ୍ୟକ୍ତିମାନେ ଗୃହରେ ଆଣି ଶ୍ରୀଯନ୍ତ୍ର ରଖିବା ଅତ୍ୟନ୍ତ ଶୁଭଦାୟକ ଅଟେ ।

ବିଛା – ଏହି ରାଶିର ବ୍ୟକ୍ତିମାନେ ଧଳା ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଧନୁ – ଏହି ରାଶିର ବ୍ୟକ୍ତିମାନେ ଗୃହରେ ରୁଦ୍ରାକ୍ଷ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ମକର – ଏହି ରାଶିର ବ୍ୟକ୍ତିମାନେ କଳାରଙ୍ଗର ଦ୍ରବ୍ୟ ବ୍ୟବହାର କରିବା ଉଚିତ ।

କୁମ୍ଭ – ଏହି ରାଶିର ବ୍ୟକ୍ତିମାନେ ଦୀପ ଲଗାଇବା ଉଚିତ ।

ମୀନ – ଏହି ରାଶିର ବ୍ୟକ୍ତିମାନେ ମଧ୍ୟ କଳାରଙ୍ଗର ଦ୍ରବ୍ୟ ବ୍ୟବହାର କରିବା ଉଚିତ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!