ଏକ ଦିବସୀୟ ଯୋଗ ଏବଂ ଯଜ୍ଞ ମହୋତ୍ସବ ଉଦଯାପିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ସlପଲହର ଗ୍ରାମରେ ଗତକାଲି ପତଞ୍ଜଳୀ ଯୋଗ ସମିତି ତଥା ଆର୍ଯ୍ୟସମାଜ ପକ୍ଷରୁ ଏକ ଦିବସୀୟ ଯୋଗ ଏବଂ ଯଜ୍ଞ ମହୋତ୍ସବ ଉଦଯାପିତ ହେଇଯାଇଛି l

Advertisement
https://youtu.be/ZrVjzJVkRF8
Subscribe Now BNS News

ପତଞ୍ଜଳୀ ଯୋଗପୀଠରୁ ଆସିଥିବା ଯୋଗଗୁରୁ ସ୍ୱାମୀ ରାମଦେବଜୀଙ୍କ ଶିଷ୍ୟ ସ୍ୱାମୀ ଯଜ୍ଞ ଦେବଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ପ୍ରତ୍ୟେକ ପରିବାରରେ ନିୟମିତ ଯଜ୍ଞ ସମ୍ପର୍କିତ ତାଲିମ ଦିଆଯାଇଥିଲା l ସ୍ୱାମୀଜୀଙ୍କ ସହଯୋଗୀ ଭାବେ ଛତିଶଗଡ ରୁ ଯଜ୍ଞ ସେବକ ହରିରାମ ସାହୁ, ମୋହନ ଜୀ, ଆସ୍ଥା ଓ ବୈଦିକ ଚେନାଲ ଭାଇ ଲଖିରାମ ଜୀ ଙ୍କ ତଥା ବଲାଙ୍ଗୀରରୁ ଭାଇ ସିଦ୍ଧେଶ୍ୱର ଜୀ ଯୋଗ ଦେଇଥିଲେ l

subscribe Now BNS Bhakti

ସମସ୍ତ କାର୍ଯ୍ୟକ୍ରମକୁ ଶୋଭାବର୍ଦ୍ଧନ ତଥା ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପତଞ୍ଜଳୀ ଯୋଗସମିତି, ମହିଳା ପତଞ୍ଜଳୀ ଯୋଗସମିତି, ଆର୍ଯ୍ୟସମାଜ ତଥା ଗ୍ରାମର ସମସ୍ତ ସାମାଜିକ ସଂଗଠନର ଭୂମିକା ଅତି ପ୍ରଶଂସନୀୟ ଥିଲା

Advertisement

Leave a Reply

Your email address will not be published. Required fields are marked *

error: Content is protected !!