ଓଡିଶା ଆଦର୍ଶ ବିଦ୍ଯାଳୟ ଫ୍ରେଜରପୁର ପାଇକମାଲରେ ଉତ୍କଳ ଦିବସ

Creat A Revolution

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଆଜି ବରଗଡ ଜିଲ୍ଲା ସ୍ଥିତ ଓଡିଶା ଆଦର୍ଶ ବିଦ୍ଯାଳୟ ଫ୍ରେଜରପୁର ପାଇକମାଲ ଠାରେ ପବିତ୍ର ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି।

Advertisement

ଏହି ଅବସରରେ ବିଦ୍ଯାଳୟର ଅଧ୍ଯକ୍ଷା ସୁଶ୍ରୀ ଦୀପ୍ତିମୟୀ ମହାରଣା ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନେ ଓଡିଶା ପ୍ରଦେଶ ଗଠନରେ ମୁଖ୍ଯ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ବ୍ଯକ୍ତିମାନଙ୍କୁ ପୂଜାର୍ଚ୍ଚନା ସହିତ ସାମୁହିକ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ଓଡିଶା ପ୍ରଦେଶ ଗଠନ, ମହାପୁରୁଷଙ୍କ ଅବଦାନ ବିଷୟରେ ଆଲୋଚନା କରାଗଲା ତଥା ଓଡିଶାର ଉନ୍ନତି,ପ୍ରଗତି ପାଇଁ ନିଜର ଯୋଗଦାନ ପାଇଁ ବଦ୍ଧ ପରିକର ହେଲେ।ପରେ “ପରୀକ୍ଷା ପେ ଚର୍ଚ୍ଚା” ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ମାନେ ଅନଲାଇନ ମାଧ୍ୟମ ରେ ଅଂଶ ଗ୍ରହଣ କରିଥିଲେ ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights