ଆର ଆର ଇଭେଣ୍ଟ ଓ studio 365 ମିଳିତ ଅନୁକୁଲ୍ୟରେ ସୁନ୍ଦରୀ ପ୍ରତିଯୋଗିତା

ଭୁବନେଶ୍ୱର (ପ୍ରଭାତ କୁମାର ମଲ୍ଲିକ) -: odisha queen2021 ଅନୁଷ୍ଠିତ ହୋଇଯାଇଛି । ଗାଁରୁ ଆରମ୍ଭ କରି ସହର ସବୁ କ୍ଷେତ୍ରରୁ ପ୍ରତି ପ୍ରତିଭାସମ୍ପନ୍ନ ସୁନ୍ଦରୀ ମାନଙ୍କୁ ଖୋଜି ସେମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ସହ ଓଡ଼ିଆ ସିନେମା ଜଗତକୁ ଏକ ନୂଆ ନାୟିକାଙ୍କୁ ଭେଟି ଦେବାକୁ ନେଇ ଏହି ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।

Advertisement

ଯେଉଁଥିରେ ଓଡ଼ିଶାର ବିଭିନ୍ନ ସହରରୁ ପ୍ରତିଯୋଗୀ ଏଥିରେ ସାମିଲ ହେବେ । ଆଉ ସେମାଙ୍କର ପ୍ରତିଭାର ଝଲକ ଦେଖାଇବେ, ଆଉ ଏମାନଙ୍କ ପ୍ରତିଭାକୁ ପରଖିବାକୁ ଜାରୀ ରହିଛନ୍ତି beuti partner ଭାବରେ ସୁକୃତି ପଟନାୟକ ଅଭିନେତ୍ରୀ ଭୂମିକା ,ତମନ୍ନା ,ସୀତଲ, ଅଭିନେତା ସୁବାସିସ ଶର୍ମା ଓ ଫ୍ୟାସନ ଡିଜାଇନର ଜାହିଦା ଅହମ୍ମଦ । ଏହି ପ୍ରତିଯୋଗିତାରେ ଶୋଭା ବଢାଇବା ପାଇଁ ambassador ରହିଛନ୍ତି ଜଣାଶୁଣା ଅଭିନେତ୍ରୀ ଅର୍ଚିତା ସାହୁ ।

ଯେଉଁମାନେ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଇଛୁକ ଥିବେ ସେମାନେ ଓଡ଼ିଶାର ରାଉରକେଲା, ସମ୍ବଲପୁର ,ବାଲେଶ୍ୱର, ଭଦ୍ରକ, ବ୍ରହ୍ମପୁର ଯାଜପୁର, କୋରାପୁଟ ,କଟକ ଓ ଭୁବନେଶ୍ୱରର audition ରେ ଭାଗ ନେଇପାରିବେ । ସବୁଠାରୁ ବଡ ଆକର୍ଷଣ ରହିଛନ୍ତି ବଲିଉଡ଼ ଅଭିନେତ୍ରୀ ଜ୍‌ଯାକଲିନ ଫର୍ଣ୍ଣାଅଡୀଜ । ଜ୍‌ଯାକଲିନ odisha queen2021 ପ୍ରତିଯୋଗୀମାନଙ୍କୁ ଭିଡିଓ ବାର୍ତାରେ ଉତ୍ସାହିତ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!