ଏପ୍ରିଲ ୩ ରବିବାର ରାଶିଫଳ, ଆଜିର ଦିନ ଅଧିକାଂଶ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ଫଳ ଆଣିବ

ଜ୍ୟୋର୍ତିବିଦ୍‌ – ଆଶୁତୋଷ ପାଣିଗ୍ରାହୀ, ବରଗଡ଼, ମୋ – ୯୯୩୮୦୪୮୩୦୦

Advertisement

ଏପ୍ରିଲ ୩ ତାରିଖ ରବିବାର ୨୦୨୨, ମୀନ ୨୦ଦିନ, ଚୈତ୍ର ଶୁକ୍ଳପକ୍ଷ ଦ୍ୱିତୀୟା ଦି.ପ. ୧୨.୪୨ମି, ମେଷଚନ୍ଦ୍ର ଅହୋରାତ୍ର, ଅଶ୍ୱିନୀ ନକ୍ଷତ୍ର ଦି.୧.୧୬ମି. ଆଜିର ପର୍ବପର୍ବାଣୀ – ମତ୍ସ୍ୟାବତାର ଜୟନ୍ତି

ମେଷ – ଆଜି ଦିନଟି ସକାରତ୍ମକ ଭାବନା ଆପଣଙ୍କୁ ସଫଳତା ପ୍ରଦାନ କରିବ । ସହଯୋଗୀଙ୍କ ସହଯୋଗ ମିଳିବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ଲାଭ ହେବ । ପାରିବାରିକ ଜିବନ ବେଶ ଖୁସିରେ କଟିବ ।


ବୃଷ – ଜିବନରେ ମଉଜମସ୍ତି ପାଇଁ ଭଲସୁଯୋଗ ମିଳିବ । ପ୍ରିୟ ବନ୍ଧୁଙ୍କ ସହଯୋଗ ପାଇବେ ବ୍ୟବସାୟରେ ନୂଆ ଯୋଜନା କରିବେ । ପାରିବାରିକ ଜିବନରେ ସାମାନ୍ୟ କଲହ ଯୋଗ ରହିଛି । କମକ୍ଷେତ୍ରରେ ଓ ବ୍ୟବସାୟରେ ମଧ୍ୟମ ଫଳ ପାଇବେ ।


ମିଥୁନ – ଆଜିର ଗ୍ରହଚଳନ ହେତୁ ପ୍ରେମ ଓ ସୁରକ୍ଷା ପାଇବେ । ଲକ୍ଷପ୍ରାପ୍ତି ପାଇଁ ଆଗକୁ ବଢିଚାଲିବେ । ବ୍ୟବସାୟରେ ହଠାତ ଖୁସି ଖବର ପାଇବେ । ପ୍ରେମ କ୍ଷେତ୍ରରେ ସଫଳ ହେବେ । ପାରବାରିକ ଜିବନ ହସଖୁସିରେ କଟିବ ।


କର୍କଟ – ଆଜି ଆପଣଙ୍କ ଭାଗ୍ୟ ସାଥ ହେବ । ବ୍ୟବସାୟରେ ନୂଆ ଉପକ୍ରମ କରିବେ । ଦାମ୍ପତ୍ୟ ଜିବନ ପୁର୍ବାପେକ୍ଷା ହସଖୁସିରେ ବଢିବ । ବ୍ୟବସାୟରେ ଲାଭ ହେବ । ହଠାତ ଧନପ୍ରାପ୍ତି ଯୋଗ ରହିଛି । ଶତ୍ରୁ ଉପର ବିଜୟୀ ହେବେ ।


ସିଂହ – ଆଜି ଆପଙ୍କ ମନରେ ସକରାତ୍ମକ ଚିନ୍ତା ରହିବ । ପରିଶ୍ରମର ଫଳ ପାଇବେ । ଦେହ ମନ ସୁସ୍ଥ ରହିବ ବ୍ୟବସାୟ ପାଇଁ ନୂତନ କର୍ମନୀତି ଆପଣଙ୍କୁ ସଫଳ କରାଇବ । ନୂତନ ବନ୍ଧୁ ପ୍ରାପ୍ତି ଯୋଗ ରହିଛି । ପାରିବାରିକ ଜୀବନ କୁଶଳରେ କଟିବ ।


କନ୍ୟା – ଆଜି ଆପଣଙ୍କ ମନରେ ଦ୍ୱନ୍ଦ ରହିବ । କିନ୍ତୁ ବ୍ୟବସାୟରେ କିଛିଟା ପରିବର୍ତ୍ତନ ଦେଖାଦେବ । ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ । ଭାଗ୍ୟରେ ଉନ୍ନତି ରହିଛି । ବ୍ୟବସାୟରେ ନୂତନ କର୍ମ ପନ୍ଥା ପାଇପାରିବେ । ପାରିବାରିକ ଜୀବନରେ ଖୁସି ପାଇବେ ।


ତୁଳା – ଦିନଟିରେ ଆପଣଙ୍କ ଅକଳନୀୟ ଖୁସି ପାଇବେ । କୈାଣସି ଅନୁବନ୍ଧ ପାଇଁ ପ୍ରସ୍ତାବ ପାଇବେ । ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ଆକର୍ଷିତ କରିବା । ନିଜର କର୍ମମୟ ଜୀବନ ସୁସ୍ଥରେ କଟାଇବେ । ପ୍ରେମ କ୍ଷେତ୍ରରେ ସଫଳ ହେବେ ।


ବିଚ୍ଛା – ପରିବାରରେ ଲାଗିରହିଥିବା ସମସ୍ୟାର ସାମାଧାନ ହେବ । ପୂର୍ବରୁ କରିଥିବା କର୍ମର ସୁଫଳ ପାଇବେ । ଜରୁରୀ କାଳୀନ ଯାତ୍ରା ଯୋଗ ରହିଛି । ବିରୋଧି ବ୍ୟକ୍ତି ଆପଣଙ୍କର କିଛି କରିପାରିବେ ନାହିଁ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ


ଧନୁ – ଦୁଃସାହାସିକ କାମ ଆଜି ଆପଣଙ୍କୁ ସମାଜରେ ଏକ ନୂତନ ପରିଚୟ ଦେବ ବ୍ୟବସାୟରେ ଅର୍ଥଲାଭ ଯୋଗ ରହିଛି । କର୍ମକ୍ଷେତ୍ରରେ ଖୁସି ଅନୁଭବ କରିବେ । ପାରିବାରିକ ଜିବନରେ ଶାନ୍ତି ରହିବ । କୈାଣସି ସୁତ୍ରରୁ ଆପଣଙ୍କୁ ଖୁସିଖବର ପ୍ରାପ୍ତ ହେବ ।


ମକର – ଆପଣଙ୍କ ରାଶିି ଆଜି ନୂତନ କର୍ମକ୍ଷେତ୍ରରେ ଅର୍ଥ ଓ ଯଶ ପାଇବେ । ବ୍ୟବସାୟରେ ଲାଭ ଯୋଗ ରହିଛି । ପାରିବାରିକ ଜିବନ ସୁଖମୟ ହେବ । ଦେହମନ ଭଲ ରହିବ । ଖୁସିଖବର ଆପଣଙ୍କୁ ଚକିତ କରିବ । ଦିନଟି ମଙ୍ଗଳମୟ ହେବ ।


କୁମ୍ଭ – ଆପଣଙ୍କ ଆତ୍ମବିଶ୍ୱାସ ଦୃଢ ହେବ । ସାକ୍ଷାତକାରରେ ସଫଳ ପାଇବେ କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । ନୂତନ ବନ୍ଧୁ ପ୍ରାପ୍ତି ଯୋଗ ରହିଛି । ପାରିବାରିକ ଜବନ ମଙ୍ଗଳମୟ ହେବ । ସନ୍ତାନ ସନ୍ତନ୍ତିଙ୍କ ପାଇଁ ଚିନ୍ତିତ ହେବେ ।


ମୀନ – ଉଭୟ କର୍ମକ୍ଷେତ୍ର ଓ ବ୍ୟବସାୟରେ ଲାଭଠାରୁ ଅଧିକ ମୂଲ୍ୟ ପାଇବେ । ମନ ପ୍ରଫୁଲିତ ରହିବ । ନୂତନ ବନ୍ଧୁ ପ୍ରାପ୍ତି ଯୋଗ ରହିଛି । ଆଜି ପାରିବାରିକ ଜିବନରେ ସାମାନ୍ୟ କଳହ ଦେଖାଯାଇପାରେ ମାତ୍ର କ୍ଷଣିକ ରହିବ । ସୁଯୋଗ ଆପଣଙ୍କ ହାତମୁଠାରେ ରହିବ । ଦିନଟି ମଙ୍ଗଳମୟ ହେବ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!