ନୂତନ ଜ଼ିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକଙ୍କ ଯୋଗଦାନ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ନୂତନ ଜ଼ିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଭାବେ ବିଦ୍ୟାଧର ପ୍ରଧାନ କାର୍ଯ୍ୟରେ ଯୋଗଦେଇଛନ୍ତି l ଶ୍ରୀ ପ୍ରଧାନ ପୂର୍ବରୁ ସୁନ୍ଦରଗଡ଼ ଜ଼ିଲ୍ଲା ରେ ଶାରୀରିକ ଶିକ୍ଷା ପରିଦର୍ଶକ ଭାବେ ସଫଳତାର ସହ କାର୍ଯ୍ୟକାରୀ ବେଶ ସୁନାମ ଅର୍ଜନ କରିଛନ୍ତି l ନୂତନ ଭାବେ କାର୍ଯ୍ୟ ରେ ଯୋଗଦେଇଥିବା ଜ଼ିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଶ୍ରୀ ପ୍ରଧାନ ଙ୍କୁ ଜ଼ିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା l

Advertisement

ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର, ରାଧାଶ୍ରୀ ସାହୁ , ଜ଼ିଲ୍ଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ , ଜ଼ିଲ୍ଲା ଓଷ୍ଟା ସମ୍ପାଦକ ନାରାୟଣ ବାରିକ , ରେଡ଼କ୍ରସ ଅଧିକାରୀ ତ୍ରିଲୋଚନ ସାହୁ , ପୂର୍ବତନ ଜ଼ିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଭାଗ୍ୟଲକ୍ଷ୍ମୀ ପାଲ, କ୍ରୀଡା ଶିକ୍ଷୟିତ୍ରୀ ନିରୁପମା ବାରିକଙ୍କ ସମେତ ବିଭିନ୍ନ ବ୍ଲକଶିକ୍ଷକ ସଂଗଠନ ସମ୍ପାଦକ ଯୋଗଦେଇ ନୂତନ ଜ଼ିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଶ୍ରୀ ପ୍ରଧାନ ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l

Advertisement

Leave a Reply

Your email address will not be published. Required fields are marked *

error: Content is protected !!