କେଛୋଦାଦର ଠାରେ ୧୬ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ପଦ୍ମପୁର -: ପାଇକମାଲ ବ୍ଳକ ଅନ୍ତର୍ଗତ କେଛୋଦାଦର ଗ୍ରାମ ଠାରେ ଅଞ୍ଚଳବାସୀ ଙ୍କୁ ନେଇ ୧୬ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏ ପରିପ୍ରେକ୍ଷୀରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଉଜ୍ଜ୍ୱଳ ତାରକା ଭାବେ ଜନସେବାରେ ସଦାସର୍ବଦା ଲାଗିରହିଥିବା ବିଜୁଜନତା ଦଳର…

ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବରଗଡ଼ ଯାଏ ସଂପ୍ରସାରଣ ଦାବି

ବରଗଡ଼(ନିରଞ୍ଜନ ତ୍ରିପାଠୀ)-:ସକାଳେ ଭୁବନେଶ୍ୱର ଏବଂ ନୂଆଦିଲ୍ଲୀକୁ ସିଧାସଳଖ ରେଳ ସେବା ବରଗଡ଼ରୁ ଯୋଗାଇବା ପାଇଁ ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାରଙ୍କୁ ଜିଲ୍ଲା ରେଳ ଉପଭୋକ୍ତା ସଂଘ ଦାବି କରିଛି। ଏକ ନୂତନ ଟ୍ରେନ୍‌ ବଲାଂଗୀର-ଭୁବନେଶ୍ୱର ଭାୟା କଟକ ଦେଇ ଚଳାଚଳ…

ପଦ୍ମପୁରରେ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର -: ବରଗଡ ଜିଲ୍ଲାର ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁରର ସମ୍ମିଳନୀ କକ୍ଷରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF), ମୁଣ୍ଡୁଲି, କଟକ ତରଫରୁ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି l ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର…

ଷ୍ଟ୍ରିଟ୍ ଲାଇଟ୍‌ରେ ବସ୍ତା ଢାଙ୍କୁଛନ୍ତି ଚାଷୀ, ଆଲୁଅ ପଡ଼ୁଥିବା ସ୍ଥାନରେ ଧାନ ଫଳୁନି …

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଏଲ୍‌ଇଡି ଲାଇଟ୍‌ର ମାତ୍ରାଧିକ ବ୍ୟବହାରର କୁପ୍ରଭାବ ଚାଷବାସ ଉପରେ ପଡ଼ୁଛି। ଏଲ୍‌ଇଡି ଆଲୁଅ ପଡ଼ୁଥିବା ସ୍ଥାନରେ ଧାନ ବଢ଼ି ପାରୁନାହିଁ। ବରଗଡ଼ ଜିଲ୍ଲା ଅତାବିରା ଭଳି କୃଷିଭିତ୍ତିକ କ୍ଷୁଦ୍ର ସହରାଞ୍ଚଳରେ ଏହାର ପ୍ରଭାବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ…

ଗୋବିନ୍ଦପୁର ସିଆରପିଏଫ୍‌ କ୍ୟାମ୍ପରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଗୋବିନ୍ଦପୁର ସିଆରପିଏଫ୍‌ କ୍ୟାମ୍ପରୁ ଆଜି ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯବାନ ହେଲେ ସୁବେଶ କୁମାର ସିଂ। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ସୁବେଶ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି। ସଦର ଥାନା ପୁଲିସ…

ଟ୍ୱିଟର ଗାର୍ଲ୍ ଦୀପା ବରଗଡ଼ର ଏକ ଉଜ୍ଜ୍ୱଳ ତାରକା

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ଝିଅ ଚାରୁବାଲା ବାରିକ, ଡାକ ନାଁ ଦୀପା ବର୍ତ୍ତମାନ ତାଙ୍କୁ ସମସ୍ତେ “ଟ୍ୱିଟର ଗାର୍ଲ” ବୋଲି ଜାଣନ୍ତି। ସାମାଜିକ ଗଣମାଧ୍ୟମ ଟ୍ଵିଟର ବ୍ୟବହାର କରି ସେ ଓଡ଼ିଶାର କୋଣ…

ନିଆରା ଢଙ୍ଗରେ ବିଶ୍ୱ ଶ୍ରମିକ ଦିବସ ପାଳିଲେ ସରପଞ୍ଚ ଅର୍ପିତା

ବରଗଡ଼/ପଦ୍ମପୁର -: ଆଜି ସମଗ୍ର ଭାରତ ବର୍ଷ ରେ ବିଶ୍ୱଶ୍ରମିକ ଦିବସ ପାଳନ କରାଯାଉଥିବାବେଳେ,ଏକ ନିଆରା ଢଙ୍ଗରେ ଶ୍ରମିକ ଦିବସ ପାଳନ କରିଥାନ୍ତି ବରଗଡ ଜିଲ୍ଲା ଗାଇସିଲେଟ ବ୍ଳକ ଅଧିନସ୍ଥ କଟାବାହାଲ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତି ଅର୍ପିତା ପଣ୍ଡା ।…

ବରଗଡରେ ଟାଟା ପାୱାରର ଦାଦାଗିରି, ଆଗକୁ ହୋଇପାରେ ଭୟଙ୍କର ଅନ୍ଦୋଳନ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: କଥାରେ ଅଛି-ମୋତେ ଯେତେ ମାଠିବୁ ମାଠ୍‌….. ମୁଁ ସେଇ ଦରପୋଡା କାଠ୍ । ଏହି ଉକ୍ତିଟି ଠିକ ପ୍ରମାଣିତ ହେଉଛି ସ୍ଥାନୀୟ ଅଞ୍ଚଳରେ । ଟାଟା ପାୱାରର ମନମାନୀ ଅତି ଅସହ୍ୟ ହେଲାଣି । ରାଜ୍ୟ ସରକାର ଟାଟା…

ସବୁଦିନ ପାଇଁ ନିରବୀ ଗଲା ପୁଷ୍ପାଞ୍ଜଳୀଙ୍କ ପ୍ରେରଣାର ସ୍ୱର

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ସକାଳ ପାହିଲେ ଖବର କାଗଜ ପଢ଼ିବାର ନିଶା ବା ଆଗ୍ରହ ପ୍ରକାଶ କରିବା ସାଧାରଣତଃ ଗୃହିଣୀ ନାରୀଙ୍କ କ୍ଷେତ୍ରରେ ନିଆରା । ଏମିତି ଜଣେ ମହିଳା ଥିଲେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ୱର୍ ୧୦ ରେ,ଯିଏ…

ସିନାପାଲି କେନ୍ଦୁଲିପ୍ ରେଞ୍ଜ ଅଧିନସ୍ଥ ବିଭିନ୍ନ ଫଡ଼ିରେ ଆରମ୍ଭ ହୋଇଛି କେନ୍ଦୁପତ୍ର ସଂଗ୍ରହ

ନୂଆପଡା -: ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ୍ ହାତିବନ୍ଧା, କୋକପଦର, ଭରୁଆମୁଣ୍ଡା, ନଙ୍ଗଲବୋଡ, ନୁଆମାଲ ପଡ଼ା, ଘାଟମାଲ, ସମେତ ବିଭିନ୍ନ ଫଡିରେ ସପ୍ତାହେ ହେଲା କେନ୍ଦୁପତ୍ର ତୋଳା ଆରମ୍ଭ ହୋଇଛି। ପ୍ରତ୍ୟେକ ଫଡି ଥିବା ଗାଁ ରେ ପତ୍ର କିଣୁଥିବା ଦେଖିବାକୁ…

error: Content is protected !!