ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ଧାମନଗର ଦାୟିତ୍ୱ ନିଅନ୍ତୁ : ସୂର୍ଯ୍ୟବଂଶୀ

ବିଜୟ ପରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଅସ୍ତ୍ର ଉଠାଇଲେ ସୂର୍ଯ୍ୟବଂଶୀ ସୂରଜ। ପକ୍କା ରାଜନୀତିଆ ଭଳି ସେ ଦେଇଛନ୍ତି ପ୍ରତିକ୍ରିୟା। ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକଙ୍କୁ ସିଧାସଳଖ ଆହ୍ୱାନ ଦେଇଛନ୍ତି। ସୂର୍ଯ୍ୟ କହିଛନ୍ତି, ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ। ଧାମନଗରରେ…

ଭାଇଭଉଣୀଙ୍କ ହେ‌ରୋଇନ ବେପାର, ଗିରଫ କଲା ପୁଲିସ

ଭଦ୍ରକ/ବ୍ୟାସନଗର -: ବ୍ରାଉନସୁଗାର/ହେ‌ରୋଇନ ବେପାର ଚଳାଇଥିବା ଦୁଇ ଭାଇଭଉଣୀଙ୍କୁ ପୁଲିସ ଗିରଫ କରିଛି। ଯାଜପୁର ଜିଲ୍ଲାରେ ନିଶା ସାମ୍ରାଜ୍ୟ ଚଳାଇଥିବା ଏହି ଭାଇଭଉଣୀ ହେଲେ ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହର କହ୍ନେଇପୁରର ରାଜେନ୍ଦ୍ର ମହାନ୍ତିଙ୍କ ପତ୍ନୀ ସବିତା ମହାନ୍ତି(୩୯) ଓ…

ପ୍ରାଥନା ଶୁଣିଲେ ନାହିଁ ଯମରାଜା, ସାବିତ୍ରୀ ହରାଇଲେ ନିଜ ଶଙ୍ଖା ସିନ୍ଦୁର

ଚାନ୍ଦବାଲି -:  ଲୋକମାନଙ୍କ ସାହାଯ୍ୟ ପରେ ବି ବଞ୍ଚି ପାରିଲାନି ଜଣେ ପର ଉପକାରୀ ମଣିଷ। ରାତି ପାହିଲେ ସାବିତ୍ରୀ ବ୍ରତ। ନିଜର ସତ୍ୟବାନ ପାଇଁ ପୂଜା କରିବେ ସବୁ ସ୍ତ୍ରୀ ମାନେ। ହେଲେ ସାବିତ୍ରୀ ବ୍ରତ ପୂର୍ବରୁ ଅର୍ଥାତ ଆଜି…

ପୋଲିସର ବେଆଇନ୍ ଗିରଫଦାରୀ ପ୍ରତିବାଦରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଭଦ୍ରକ -: ଟାଉନ ପୁଲିସର ବେଆଇନ ଗିରଫଦାରୀ ପ୍ରତିବାଦରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ପରିବାରର ଲୋକେ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ପ୍ରଥମେ ଭଦ୍ରକ ଟାଉନ ଥାନା ଆଗରେ ପୁରା ପରିବାର ପ୍ରତିବାଦ କରିବା…

ବାସି ପଖାଳ ହେଲା ବିଷାକ୍ତ, ୨୪ଜଣ ମେଡିକାଲରେ ଭର୍ତ୍ତି

ଭଦ୍ରକ/ତିହିଡ଼ି -: ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଦ୍ୱୀପବାଡ଼ି ଗ୍ରାମରେ ବାସି ପଖାଳ ଖାଇ ୨୪ଜଣ ଅସୁସ୍ଥ ହୋଇ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ପ୍ରକାଶ ଯେ ଗ୍ରାମରେ ରାମନବମୀ ଠାକୁର ଭଷାଣ ପାଇଁ…

ନିଜ ଘରୁ ମିଳିଲା ଝୁଲନ୍ତା ମୃତ ଦେହ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ

ଭଦ୍ରକ -: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତେନ୍ତୁଳିଗାଡିଆ ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି । ନିଜ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପ୍ରେମ ବ୍ୟାପାର ପାଇଁ ସେହି ଯୁବକଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ…

ଗାଇ ପଶି ଆସିଲା ବସ ଓଲଟିଗଲା, ୧୦ଯାତ୍ରୀ ଗୁରୁତର

ଭଦ୍ରକ -: ଓଲଟିଲା ଯାତ୍ରୀବାହୀ ବସ୍ । ଭଦ୍ରକ ଧାମନଗରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସଟି ସାମ୍‌ନାକୁ ହଠାତ୍ ଏକ ଗାଈ ଚାଲି ଆସିବାରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୧୦ ଜଣ…

ପୋଖରୀ ଭିତରେ ବୋମା, ବଷ୍ଫୋରଣରେ ୩ନାବାଳିକା ଗୁରୁତର

ଭଦ୍ରକ/ବନ୍ତ -: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଟିଲୋ ପଞ୍ଚାୟତ ଅଧୀନ ତ୍ରିକୋଣା ଗାଁରେ ଏକ ଅଘଟଣ ଘଟିଛି । ବୋମ୍ ଫୁଟି ୩ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି ଅପରାହ୍ନରେ ଦେବତା ଗଡ଼ିଆ…

ଏବେ ଖୋଲିବ ମାନସ ହତ୍ୟାକାଣ୍ଡର ପୁରା ଗୁମର, ରାଣୀ ମହୁମାଛି ଏବେ ପୋଲିସ ପଞ୍ଜାରେ

ଭୁବନେଶ୍ୱର -: ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତକୁ ପୁଲିସ ପ୍ରାୟ ଦେଢ଼ ମାସ ପରେ ଗିରଫ କରିବା ପରେ ସଫଳ ହୋଇଛି । ଗିରଫ ପରେ ପୁଲିସ ଶର୍ମିଷ୍ଠାଙ୍କୁ…

ଭଦ୍ରକରେ ନିର୍ବାଚନି ହିଂସା, ଛୁରି ଭୁଜାଲିର ଖେଳ

ଭଦ୍ରକ: ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ଘଟଣାରେ ୧୪୪ ଲାଗୁ କରାଯାଇଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲି…