ପଦ୍ମପୁର(ନିରଞ୍ଜନ ତ୍ରିପାଠୀ)-: ଆମର୍ ହିନ୍ଦୁ ମାନ୍’କର୍ ନୂଆଁ ବଛର୍ ଚଇତ୍ ମାସର୍ ଶୁକ୍ଳ ପ୍ରତିପଦା ଦିନ୍ କେ ମାନି ଆସୁଛନ୍ ।ହେଲେ ପଦ୍ମପୁର୍ ଇଲାକା ଥି ଯାଉଥିବା ଗାଇସିଲେଟ ବ୍ଳକ ର କଲଙ୍ଗାପାଲି ଗାଁର୍ ଲୁକେ ଫି ବଛର୍ ଇ ସମିଆକେ…
Category: ଜିଲ୍ଲା ଖବର
ସରପଞ୍ଚ ୟୁନିୟନର ସଭାପତି ଭାବରେ ନିର୍ବାଚିତ ହେଲେ ନୂଆପଡ଼ା ସଦରର ପ୍ରେମଲାଲ
ନୂଆପଡ଼ା(ଡେନିସ ରାଏ )-: ଆଜି ନୂଆପଡ଼ର ୩୧ ଟି ଗ୍ରାମପଞ୍ଚାୟତର ସରପଞ୍ଚଙ୍କୁ ନେଇ ସରପଞ୍ଚ ସଂଗଠନର ସଭାପତି ପଦବୀ ସକାଶେ ନିର୍ବାଚନ ହୋଇଥିବାବେଳେ, ନୂଆପଡ଼ା ବ୍ଳକରେ ଯାଉଥିବା ଭଏସାଟାଲର ସରପଞ୍ଚ ଶ୍ରୀମାନ ପ୍ରେମଲାଲ ନାଏକ ନିର୍ଦ୍ବନ୍ଦ୍ବରେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି…
କର୍କଟ ଓ କିଡିନ୍ ରୋଗୀଙ୍କ ପାଇଁ ଖୁସି ଖବର, ସଂମ୍ପୁର୍ଣ୍ଣ ମାଗଣା ଚିକିତ୍ସା ପାଇବେ
ଝାରସୁଗୁଡ଼ା -: ଜେଡିଏସ୍ ମଲ୍ଟି ସୁପର ହୋମିଓପାଥିକ୍ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଦେବଶ୍ଲୋକ୍ ଶର୍ମା ଏବଂ ଡାକ୍ତର ଜିତେଶ ଶର୍ମାଙ୍କ ତତ୍ତ୍ୱାବଧାନରେ ଏକ କର୍ମଶାଳା ଆୟୋଜନ ହୋଇ ଯାଇଛି । ଏଥିରେ ନେମିନାଥ ହୋମିଓପାଥିକ ମେଡିକାଲ କଲେଜ ହସପିଟାଲ ଓ ଅନୁସନ୍ଧାନ…
ବ୍ଲକ ଅଧ୍ୟକ୍ଷା ସ୍ୱାମିଙ୍କ ସନ୍ଦେହଜନକ ମୃତ୍ୟୁ, ଯୋଜନା ବଦ୍ଧ ହତ୍ୟା ଅଭିଯୋଗ
ଗଞ୍ଜାମ / ଜଗନ୍ନାଥପ୍ରସାଦ -: ହତ୍ୟା ନାଏକ ଦୁର୍ଘଟଣା ଜନିତ ହତ୍ୟା ତାହା ଏବେ ଅସ୍ପଷ୍ଟ ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଡଛି ଗଞ୍ଜାମ ଜିଲ୍ଲାରେ । ବେଲଗୁଣ୍ଠା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ବିଦାୟୀ ବ୍ଲକ ଉପାଧ୍ୟକ୍ଷ ହିମାଂଶୁ…
ଉତ୍କଳ ଦିବସ ପାଳନ ଅବସରରେ କବିତା ଆସର ଓ ବିଭିନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ନୀଳଗିରି – ନୀଳଗିରି ବ୍ୟାସ କବି ସାହିତ୍ୟ ସଂସଦ, ଗୋଡ଼ିଶୂଳ, ନୀଳଗିରି, ବାଲେଶ୍ଵର ତରଫରୁ, ନୀଳଗିରି ମହିଳା ଡିଗ୍ରୀ କଲେଜ ପ୍ରାଙ୍ଗଣରେ ମହା ସମାରୋହରେ ଉତ୍କଳ ଦିବସ ପାଳନ, ସମ୍ଵର୍ଦ୍ଧନା ଉତ୍ସବ ଓ କବିତା ଆସର ସଂସଦର ସଭାପତି ଶ୍ରୀଯୁକ୍ତ ବିପିନ…
ଡିଜିପି ଡିସ୍କ ଆୱାର୍ଡ ପାଇଁ ଯାଇଥିଲେ ଏସ.ଆଇ କିଶୋର, ପୁରସ୍କାର ଗ୍ରହଣ କରିବା
ରାୟଗଡ଼ା -: ଆଉ କିଛି ସମୟ ପରେ ପାଇଥାନ୍ତେ ଡିଜିପି ଡିସ୍କ ଆୱାର୍ଡ । ପୁରସ୍କୃତ କରିଥାନ୍ତେ ରାଜ୍ୟ ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ପୁରସ୍କାର କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ…
ବଳାତ୍କାରରୁ ବଞ୍ଚିବା ପାଇଁ ହଷ୍ଟେଲ ଛାତରୁ ଡେଇଁଲେ ଦଶମ ଶ୍ରେଣୀ ଛାତ୍ରୀ
ଲେଫ୍ରିପଡା/ସୁନ୍ଦରଗଡ଼ -: ଆଜି ପବିତ୍ର ଉତ୍କଳ ଦିବସରେ ମନ୍ଦିର ରୂପକ ଶିକ୍ଷାନୁଷ୍ଠାନରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୌନପିପାସୁ ପ୍ରଧାନଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଦଶମ ଶ୍ରେଣୀ ଛାତ୍ରୀ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଭଳି ଏକ ସମ୍ବେଦନଶୀଳ…