ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିଲେ, ସିଏ ହିଁ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପଛର ଖଳନାୟକମାନେ ସାମ୍ନାକୁ ଆସିବା ଦରକାର। ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିବା ବ୍ୟକ୍ତି ହିଁ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ, ତାହା ଆଜି ପ୍ରମାଣିତ ହେବାକୁ ଯାଉଛି। ଆଜି ଏଭଳି ଚାଞ୍ଚଲ୍ୟକର…

କମ୍ ଖର୍ଚ୍ଚରେ ତିଆରି ହେବ ଉଚ୍ଚକ୍ଷମତା ବିଶିଷ୍ଟ ବ୍ୟାଟେରୀ

ରାଉରକେଲା -: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ନୂଆ କ୍ୟାଥୋଡ୍‌ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛି, ଯାହାକି ଭାରତର ବୈଦ୍ୟୁତିକ ଯାନ (ଇଭି) ଓ ନବୀକରଣଯୋଗ୍ୟ ଶକ୍ତି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ଅନୁଷ୍ଠାନର ଗବେଷକମାନେ ଲିଥିୟମ୍-ଆୟନ ବ୍ୟାଟେରୀ ପାଇଁ ଏକ…

ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ୫ ପୁଲିସ ଅଧିକାରୀ

କଟକ -: ଭରତପୁର ଥାନା ବିବାଦ ଘଟଣାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ପୁଲିସ କର୍ମଚାରୀ | ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ପୁଲିସ କର୍ମଚାରୀ ବି ଆଗୁଆ ଜାମିନ ଆବେଦନ କରିଛନ୍ତି |…

ହାଇକୋର୍ଟଙ୍କ ନିର୍ଦ୍ଦେଶ : ରାସ୍ତା ଉପରେ ତୋରଣ ନିର୍ମାଣ କରାଯାଇ ପାରିବନି

କଟକ -: ଶାରଦୀୟ ଦୁର୍ଗାପୂଜା ସମୟ ଯେତିକି ପାଖେଇ ଆସୁଛି, ପୂଜା ଆୟୋଜକ କମିଟି, ପ୍ରଶାସନ ଓ ସରକାରଙ୍କ ଚିନ୍ତା ସେତିକି ବଢୁଛି। ଶାନ୍ତି ଶୃଙ୍ଖଳାର ସହିତ ମା’ଙ୍କ ପୂଜା ଆୟୋଜନ ପାଇଁ ସବୁସ୍ତରରେ ଉଦ୍ୟମ ହେଉଛି। ଗୋଟିଏ ସପ୍ତାହ ପରେ…

ମମତାଙ୍କ ପରେ ସୁଜିତ୍ ରାଜ୍ୟସଭା ପଦରୁ ଇସ୍ତଫାଦେଇ, ପଦ୍ମ ଧରିଲେ

ଭୁବନେଶ୍ବର -: ଉଭୟ ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର। ସେ ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି। ଦଳରେ ତାଙ୍କୁ କୋଣଠେସା କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି।…

ସୁଭଦ୍ରା ନିୟମ ବଦଳିଲା ଲାଗୁ ହେଲା ଏହି ନିୟମ : ଆଧାର ସହ ମୋବାଇଲ୍ ନମ୍ବର୍ ଲିଙ୍କ ଜରୁରୀ ନୁହେଁ 

ସୁଭଦ୍ରା ନିୟମ ବଦଳିଲା ଲାଗୁ ହେଲା ଏହି ନିୟମ : ଆଧାର ସହ ମୋବାଇଲ୍ ନମ୍ବର୍ ଲିଙ୍କ ଜରୁରୀ ନୁହେଁ  #subhadrayojana #bnslive

“ସୁଭଦ୍ରା” ଯୋଜନା ପାଇଁ ଶୋଷଣର ଶିକାର ହେଉଛନ୍ତି ସାଧାରଣ ଲୋକେ

ସାଧାରଣ ଗରିବ ମହିଳାଙ୍କୁ ଶୋଷଣ କରୁଛି ସୁଭଦ୍ରା ଯୋଜନା । କିଛି ନ୍ୟସ୍ତସ୍ୱାର୍ଥଗୋଷ୍ଠିର ବ୍ୟକ୍ତି ବିଶେଷ ହେଉଛନ୍ତି ମାଲେମାଲ । ଆଧାର କାର୍ଡ ଲିଙ୍କ ପାଈଁ ସବୁ ଆଧାର କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଖଚାଖଚ ଭିଡ଼ । ଯିଏ ଲିଙ୍କ…

ସୁଭଦ୍ରା କେମିତି ସହଜରେ କରିବେ ଆପ୍ଲାଏ ଆସନ୍ତୁ ଜାଣିବା

ଭୁବନେଶ୍ୱର -: ଉନ୍ମୋଚିତ ହେଲା”ସୁଭଦ୍ରା” ଯୋଜନାର ୱେବ ପୋର୍ଟାଲ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଏହି “ସୁଭଦ୍ରା” ଯୋଜନାର ୱେବ ପୋର୍ଟାଲକୁ ଶୁଭାରମ୍ଭ କରାଯାଇଛି। ପୋର୍ଟାଲ ଲଂଚ ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପୋର୍ଟାଲ୍ ଟି www.subhadra.odisha.gov.in ଏହି…

କାର୍ଯ୍ୟ କ୍ଷେତ୍ରରେ ପୋଲିସ ଉପରେ ମାନସିକ ଯନ୍ତ୍ରଣା କରୁଛନ୍ତି ଆତ୍ମହତ୍ୟା

କଟକ -: ଗଲା ୧୩ ବର୍ଷ ଭିତରେ ରାଜ୍ୟରେ ୧୪ ଜଣ ପୁଲିସ କର୍ମଚାରୀ ଆତ୍ମହତ୍ୟା କଲେଣି। ୩ ଜଣ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ମରଣମୁହଁରୁ ବର୍ତ୍ତି ଯାଇଛନ୍ତି। ଏ ପ୍ରସଙ୍ଗ ଏବେ ରାଜ୍ୟରେ ଉଦ୍‌ବେଗର କାରଣ ହୋଇଛି। କର୍ମକ୍ଷେତ୍ରରେ…

ବିଧବା ଭତ୍ତା ପାଇଁ ୭ବର୍ଷ ହେଲା ଦୈାଡୁଛନ୍ତି ସୁରୁଚି ବେହେରା : ଦୁଃଖ ଶୁଣିବେକି ମୋହନ ସରକାର

କନ୍ଧମାଳ -: ସରକାର ବୃଦ୍ଧବୃଦ୍ଧାମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା, ସ୍ୱାମୀ ପରିତ୍ୟକ୍ତ ମହିଳାମାନଙ୍କ ପାଇଁ ସ୍ୱାମୀ ପରିତ୍ୟକ୍ତ ଭତ୍ତା, ବିକଳାଙ୍ଗ ମାନଙ୍କ ବିକଳାଙ୍ଗ ଭତ୍ତା ଓ ବିଧବା ମହିଳାମାନଙ୍କ ପାଇଁ ବିଧବା ଭତ୍ତା ଭଳି ଅନେକ ଯୋଜନା କରିଛନ୍ତି। ହେଲେ ପଞ୍ଚାୟତ…

error: Content is protected !!
Verified by MonsterInsights