ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍‌, ୧୪ ଜିଲ୍ଲାକୁ ସତର୍କତା ଜାରି

ସମ୍ବଲପୁର -: ଛତିଶଗଡ଼ରେ ପ୍ରବଳ ବର୍ଷା । ଫୁଲୁଛି ମହାନଦୀ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍‌ । ବାମପାର୍ଶ୍ୱରୁ ୮ଟି ଓ ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍‌ ଖୋଲିଛି। ଏଥିପାଇଁ ମହାନଦୀ ଅବବାହିକା ୧୪…

ଆଜି ନବୀନଙ୍କ ମୟୁରଭଞ୍ଜ ଗସ୍ତ, ରାଜନୈତିକ ମହଲରେ ଚାଲିଛି ଏମିତି ଚର୍ଚ୍ଚା

ଭୁବନେଶ୍ବର -: ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଯାଉଛନ୍ତି। ଜିଲ୍ଲାରେ ସେ ଦିନ ୧୧ଟାରୁ ୧୨ଟା ଅର୍ଥାତ ଏକ ଘଣ୍ଟା ରହିବେ। ଗୋଟିଏ ମଞ୍ଚରୁ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଗସ୍ତର ଅବଧି ମାତ୍ର…

ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କୁ ଏଭଳି ଭାବରେ ଦେଲେ ବେତାବନୀ

ନୂଆଦିଲ୍ଲୀ/ଭୁବନେଶ୍ୱର -: ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବାଟ ଫିଟିଛି ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଓ ରାଜ୍ୟର ବିଭାଗୀୟ ମନ୍ତ୍ରୀଙ୍କ ସହ ଏ ସମ୍ପର୍କୀତ ଏକ ବୈଠକରେ ଯୋଗ ଦେବା…

୫ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ଜନ୍ମ କଲା ମା’, ବାପା …

ଏ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ଗୁଣିଗାରେଡ଼ି ଉପରେ ଆଖି ବୁଜି ଭରସା କରନ୍ତି। ମହାରାଷ୍ଟ୍ରର ନାଗପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ମା’ ଓ ବାପା ଦୁଷ୍ଟ ଆତ୍ମାକୁ ଭଗାଇବା…

ପାଣିରେ ପହଁରୁଛି ମୋ ବସ୍, ଅଳ୍ପକେ ବତ୍ତିଲେ ଯାତ୍ରୀ

ଜଟଣୀ -: ଆଜି ଜଟଣୀ ରେଳ ଭୂତଳ ରାସ୍ତାରେ ଏକ ‘ମୋ ବସ୍‌’ ବୁଡ଼ିଯାଇଥିଲା। ସୌଭାଗ୍ୟକୁ ଯାତ୍ରୀମାନେ ବର୍ତ୍ତିଯାଇଥିଲେ। ବସ୍‌ରେ ଥିବା ପ୍ରାୟ ୧୫ ଜଣ ଯାତ୍ରୀ, ବସ୍‌ ଚାଳକ ଓ କଣ୍ଡକ୍ଟର ପହଁରି ପହଁରି ଭୂତଳ ରାସ୍ତାରୁ ଉପରକୁ ଉଠି…

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ଘଟଣାରେ ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ ଗିରଫ

ଭୁବନେଶ୍ବର -: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ  ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ…

ଟୁଇଟର ମାଧ୍ୟମରେ ଚାଷୀଙ୍କ ଦଃଖ ବୁଝିବେ ମନ୍ତ୍ରୀ ରଣେନ୍ଦ୍ର …

ଆଠଗଡ -: ଆଠଗଡ ଚାଷ ଓ ଚାଷୀଙ୍କ ସମସ୍ୟା ଦୁଃଖ କଥା ନକହିଲେ ସରେ । ଜଳସେଚନ ଅଭାବରୁ ଅଧିକାଂଶ ଜମି ପଡିଆ ପଡିଥିବା ବେଳେ ଚାଷୀ ଭାଇ ଚାଷ କରିନପାରି ଦାଦନ ଖଟିବାକୁ ବମ୍ବେ ସୁରଟ ଭଳି ରାଜ୍ୟ ଓ…

ବାବୁସାନ୍ ଫ୍ୟାନଙ୍କ ପାଇଁ ଖୁସି ଖବର, ଆଗକୁ ଦମଦାର ଭେଟି ଦେବାକୁ ଯାଉଛନ୍ତି ଏହି ଚକଲେଟ୍ ହିରୋ …

ଭୁବନେଶ୍ବର -: ଏବେ ବିବାଦରେ ଫସିଥିବା ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ଅଭିନୀତ ଦୁଇଟି ଓଡ଼ିଆ ଛବି ୨୦୨୨ରେ ଏଯାଏ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଦୁଇ ସିନେମା‌ ହେଲା  ‘ପ୍ରେମମ୍’ ଓ ‘ବିଦ୍ୟାରାଣ’ । ଗତ ରଜ ଅବସରରେ ‘ପ୍ରେମମ୍’…

ଥାନାରେ ସଂଗୀତ ସମ୍ରାଟ ମନ୍ମଥ ମିଶ୍ର, ଝିଅ ପ୍ରକୃତିକୁ ରାସ୍ତାରେ ପିଟିବା ଘଟଣାରେ ଅଭିଯୋଗ କଲେ …

ଭୁବନେଶ୍ବର -: ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ ମାଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହାପରେ ଘଟଣାକୁ ନେଇ ପ୍ରକୃତି ମିଶ୍ରଙ୍କ ବାପା ତଥା ସଙ୍ଗୀତକାର ମନ୍ମଥ ମିଶ୍ର  ଥାନାରେ ଖାରବେଳ ନଗର ଥାନାରେ ଏତଲା…

ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୭୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର -: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଲଗାତାର କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦…

error: Content is protected !!