ବାବୁସାନ୍ ଫ୍ୟାନଙ୍କ ପାଇଁ ଦୁଃଖଦ ଖବର, ସ୍ୱାସ୍ଥ୍ୟବସ୍ଥା ଗୁରୁତର ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର -: ଫିଲ୍ମ ପ୍ରମୋସନରେ ଯାଇ ଓଲିଉଡ୍‌ ଷ୍ଟାର ବାବୁସାନ୍‌ ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କିଛି ଦିନ ତଳେ ବାବୁସାନ ତାଙ୍କର ଆଗାମୀ ଫିଲ୍ମ ‘ଦମନ’ର ପ୍ରମୋସନ୍‌…

ନାବାଳକକୁ ସାବାଳକ ଦର୍ଶାଇ ହାତକଡି ପକାଇବା ଘଟଣା, କୋର୍ଟଙ୍କ ତାଗିଦ୍ ପରେ ଭୁଲ ମାଗିଲେ ପୋଲିସ ବାବୁ

ଭୁବନେଶ୍ବର -: ନାବାଳକକୁ ସାବାଳକ ଦର୍ଶାଇ ହାତରେ ହାତକଡ଼ା ପକାଇ କୋର୍ଟ ଚାଲାଣ ଉଦ୍ୟମ, କମିସନରେଟ୍‌ ପୁଲିସର ଜଣେ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଘଟଣାକୁ ନେଇ ବିଚାରପତି ଭୀଷଣ ଅସନ୍ତୋଷ ବ୍ୟକ୍ତ କରିବା ସହ ସଂପୃକ୍ତ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି।…

ମୁଖ୍ୟ ଶାସନ ସଚିବଙ୍କୁ ଏଭଳି ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ତୁରନ୍ତ ବୈଠକ ଡାକ …

କଟକ -: ଶିଶୁପାଳଗଡ଼ ସୁରକ୍ଷା ସଂପର୍କିତ ମାମଲାର ହାଇକୋର୍ଟ ଶୁଣାଣି କରି ମୁଖ୍ୟ ଶାସନ ସଚିବଙ୍କୁ ଏକ ମାସ ଭିତରେ ବୈଠକ ଡାକିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ), ଖୋର୍ଦ୍ଧା ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନର ଅଧିକାରୀ, ବିଡିଏ,…

ଲଜରୁ ୮୦ଲକ୍ଷ ଟଙ୍କା ଜବତ କଲା ପୋଲିସ, ମଣିଷ କିଣିବା ପାଇଁ ବାହାର ରାଜ୍ୟର ଦଲାଲ ଆସିଥିବା ସନ୍ଦେହ …!

କଣ୍ଟାବାଞ୍ଜି -: କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୁଲିସ ଚଢ଼ାଉ କରି ୮୦ ଲକ୍ଷ ଟଙ୍କା ଜବତ କରିଥିବାର ଖବର ମିଳିଛି। ଏହାଛଡ଼ା ବାହାର ରାଜ୍ୟର ୫ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ସୂଚନା ଅନୁଯାୟୀ, ଗତକାଲି ରାତିରେ ବାହାର…

ଓଡିଶା ମାର୍କେଟରେ ମହକିବ ରୁଚି ଚା’ର ସ୍ୱାଦ, ଆନୁଷ୍ଠାନିକ ଭାବରେ ଉଦଘାଟନ କଲେ ଅଭିନେତ୍ରୀ ସୋନାଲି

ଭୁବନେଶ୍ୱର -: ଓଡ଼ିଶାର ବେଶ୍ ଲୋକପ୍ରିୟ ରୁଚି ମସଲା କମ୍ପାନୀ ‘ ଉତ୍କଳ ’ ଓ ‘ ଉତ୍କର୍ଷ ’ ନାମରେ ଦୁଇଟି ଉତ୍କୃଷ୍ଟମାନର ଚା ଉତ୍ପାଦନ ଆରମ୍ଭ କରିଛି । ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ସୋନାଲି ବେନ୍ଦ୍ର ଗୁରୁବାର ସ୍ଥାନୀୟ…

ନାରାୟଣ ବସ୍ତିରେ ହତ୍ୟାକାଣ୍ଡ : ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନା ଗିରଫ 

ଭୁବନେଶ୍ୱର -: ଭୁବନେଶ୍ୱର ନାରାୟଣ ବସ୍ତିରେ ପି ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ । ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନାକୁ ପୋଲିସ ଗିରଫ କରିଛି । ଗଞ୍ଜାମର ଏକ ଜଙ୍ଗଲ ନିକଟରୁ ଉଭୟ ରଞ୍ଜୁ ଓ…

ଶିକାରୀ କବଳରୁ ବଞ୍ଚିପାରିଲାନି ଦନ୍ତା, ବାଙ୍କୀ ବନାଞ୍ଚଳରେ ହାତୀ ମୃତ୍ୟୁ

ବାଙ୍କୀ -: ରାଜ୍ୟରେ ହାତୀମଡ଼କ ଥମିବାର ନାଁ ନେଉନି। କେତେବେଳେ ଶିକାରୀ ହାବୁଡ଼ରେ ତ କେତେବେଳେ ବିଦ୍ୟୁତ୍, ରେଳବାଇ ବା ବିଭାଗୀୟ ଅବହେଳା କାରଣରୁ ମୃତ୍ୟୁ ଘଟୁଛି। ତଥାପି ବିଭାଗର ଚେତା ପଶୁନାହିଁ କି ହାତୀମୃତ୍ୟୁକୁ ରୋକାଯାଇ ପାରୁନାହିଁ। ଶନିବାର ଦିନ…

ଆଜି ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା …

ଭୁବନେଶ୍ବର -: ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପବଳୟ ଅଧିକ ଘନୀଭୂତ ହେବାରେ ଲାଗିଥିବା ବେଳେ ଆଜିଠାରୁ ବର୍ଷାର ପ୍ରଭାବ ଓ ବିସ୍ତୃତି ବଢ଼ିବ। ଆଜି ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଜିଲ୍ଲାଗୁଡ଼ିକ ହେଲା, ଗଞ୍ଜାମ, ଗଜପତି, କନ୍ଧମାଳ,…

ଆଈର ମୃତ୍ୟୁ ପରେ ନାତିର ଜୀବନ ଗଲା

ପାଟଣାଗଡ଼ -: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦେଦର୍ହ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡ଼ିଛି। ଏଥିରେ ଗତ ରାତିରେ ଆଈଙ୍କର ମୃତ୍ୟୁ ଘଟିଥିବା ବେଳେ ସୋମବାର ନାବାଳକ ନାତିର ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,…

ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ,  ବଢିଲା ବନ୍ୟା ଆଶଙ୍କା

ସମ୍ବଲପୁର -: ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଦିଆଯାଇଛି। ଏଥି ସହିତ ବର୍ତ୍ତମାନ ଜଳଭଣ୍ଡାରରୁ ୩୧ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ବାମ ପାର୍ଶ୍ବରୁ ୨୩ଟି ଓ…

error: Content is protected !!