ଜଳେଶ୍ୱରରେ କଳା ପଲସର ଆତଙ୍କ, ଝାମ୍ପିନେଲେ ଲକ୍ଷାଧିକ ଟଙ୍କା

ଜଳେଶ୍ୱର -: ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲା ବେଳେ କଳା ପ୍ଲସରେ ଆସି ୧ଲକ୍ଷ ୮୦ ହଜାର ଝାମ୍ପି ନେଲେ ଦୁର୍ବୁତ୍ତ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପଶ୍ଚିମବଙ୍ଗ ରାଜ୍ୟ ମୋହନପୁର ଥାନା…

ବାଲେଶ୍ୱର ଗାନ୍ଧିଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ମହିଳା ମୃତ, ୩ ଗୁରୁତର

ବାଲେଶ୍ୱର -: ଡିଭାଇଡରେ ପିଟିହେଲା କାର୍‌ । ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ ନିକଟରେ ଦୁର୍ଘଟଣା ଘଟିଛି । ଆଜି ସକାଳୁ କାର୍‌ଟି ୬ଜଣ ଯାତ୍ରୀଙ୍କୁ ନେଇ କୋଲକାତାରୁ ଭୁବନେଶ୍ୱର ଅଭିମୁଖେ…

ନିଜ ଆୟ ଠାରୁ ୪୫୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ, ଗିରଫ କଲା ଭିଜିଲାନ୍ସ

କଟକ -: ଗିରଫ ପରେ କୋର୍ଟ ଚାଲାଣ ହେଲେ ଜଳେଶ୍ବର ବିଡ଼ିଓ ଅଶ୍ବିନୀ ଦାସ। ନିଜ ଆୟ ଠାରୁ ୪୫୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି। ଆବଶ୍ୟକ ହେଲେ ତାଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ। ଅଶ୍ବିନୀ ଦାସଙ୍କ ପତ୍ନୀ ଜ୍ୟୋତିର୍ମୟୀ ସାହୁଙ୍କ…

ଆଜି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ୨୦ରୁ ଅଧିକ ସଙ୍ଗଠନର ପ୍ରତିବାଦ

ବାଲେଶ୍ବର -: ବାଲେଶ୍ବରରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଆଜି ସକାଳ ୬ଟାରୁ ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବାଲେଶ୍ୱର ସହର ବନ୍ଦ ପାଳନ କରାଯାଉଛି। ଆଜି ସହରର ବିଭିନ୍ନ ଛକରେ ରାସ୍ତାବନ୍ଦ କରାଯାଇଥିବାର ଦେଖିବାକୁ ମିଳିଛି। ଏଣେ ବାଲେଶ୍ବରରେ ଦୋକାନବଜାର…

ତାଣ୍ଡବ ରଚିଲା କାଳବୈଶାଖୀ, ପାନବରଜ ଓ ଧାନ ଫସଲ ନଷ୍ଟ

ବାଲେଶ୍ୱର/ ଭୋଗରାଇ -: ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଆଜି କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି । ବହୁ ଲୋକଙ୍କ ଘରର ଛପର ଉଡ଼ି ଯାଇଥିବା ବେଳେ ଆଉ କେତେକଙ୍କ ପାନବରଜ ମାଟିରେ ମିଶିଯାଇଛି । ପବନ ଓ କୁଆପଥର ମାଡ଼ରେ…

ପୋଲିସ ନ୍ୟାୟ ନଦେବାରୁ ବିଷ ପିଇଲେ ବାପ ଝିଅ, ବାପ ଗୁରୁତର ଝିଅ …

ଭଦ୍ରକ -: ପୁଲିସ ନ୍ୟାୟ ନ ଦେବାରୁ ବିଷ ପିଇଲେ ବାପା-ଝିଅ । ବାପା ଗୁରୁତର ଥିବା ବେଳେ କଟକ ବଡ଼ଡ଼ାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଝିଅ ସୁସ୍ଥ ଅବସ୍ଥାରେ ଅଛି । ଗୁରୁତର ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସୋରୋ…

ବୋହୁ କରୁଥିଲା ରାସଲିଳା , ଶ୍ୱଶୁର ଦେଖିଦେବାରୁ ଶାବଳ ଭୁଷି ମାରିଦେଲା

ବାଲେଶ୍ୱର -: ବାଲେଶ୍ୱର ଜିଲ୍ଲାର ରେମୁଣା ଥାନା ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବାର ଖବର ମିଳିଛି । ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ଭୁଷି ହତ୍ୟା କରାଯାଇଥିବା ଜଣାଯାଇଛି । ବୃଦ୍ଧ ଜଣକ…

ମେଡିକାଲ କଲେଜ ସଂଖ୍ୟା ବଢୁଛି , ରୋଗୀଙ୍କୁ ମିଳୁନି ଚିକିତ୍ସା

ବାଲେଶ୍ୱର -: ସରକାର ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଓ ହସ୍ପିଟାଲ ଗଢ଼ି ଉଠୁଛି । ତା ପରେବି ଅବ୍ୟବସ୍ଥା ସୁଧୁରୁନି । ସ୍ଥଳ ବିଶେଷରେ…

ଲୋକଙ୍କୁ ଠକୁଛି ସାହାରା, ଅଫିସରେ ତାଲା ପକାଇଲେ ଲୋକେ

ଜଳେଶ୍ୱର -: ଜଣେ ବ୍ୟକ୍ତି ସାହାରାରେ ଟଙ୍କା ଜମା ରଖିଥିଲେ । ଏମ୍‌.ଆଇ.ଏସ୍ ବା ମନ୍ଥଲି ଇନ୍‌କମ ସ୍କିମ୍‌ରେ ସେ ପ୍ରତି ମାସ ସୁଧ ବାବଦ ୧ ହଜାର ଟଙ୍କା ପାଇବା କଥା । ହେଲେ ଉକ୍ତ ଟଙ୍କା ମିଳୁନି ।…

ବାଲେଶ୍ୱରରେ ହାତୀ ଉପଦ୍ରବ, ଉତ୍ତେଜନା ବୃଦ୍ଧି

ବାଲେଶ୍ୱର -: ଥମୁନି ହାତୀ ଉପଦ୍ରବ କି ମିଳୁନି ଲୋକଙ୍କୁ ଆଶ୍ୱସ୍ତି । ଜନବସତି ମୁହାଁ ହେଉଛନ୍ତି ହାତୀପଲ । ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଡିହା ବନ ବିଭାଗ ଅଧିନ ଜୁଣିଆ ଗ୍ରାମରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି ।…