ଅଗ୍ନିଶମଙ୍କ ଦ୍ୱାରା କୂଅରୁ ବାଛୁରୀ ଛୁଆ ଉଦ୍ଧାର

ଧର୍ମଗଡ଼(ଜୁବରାଜ ଅଗ୍ରୱାଲ) -: ମନୁଷ୍ୟ ହେଉ ଅବା ପଶୁ ସମସ୍ତଙ୍କ ବଞ୍ଚିବାରର ଅଧିକାର ଅଛି। ବହୁତ ଦୁଃଖର କଥା ଗତକାଲି ଧର୍ମଗଡ଼ ICDS କାର୍ଯ୍ୟାଳୟ ପଛ ପଟରେ ଗୋଟିଏ କୂଅରେ ୪ଟି ବାଛୁରୀ ପଡ଼ି ଗୋଟିଏ ଶିଶୁ ବାଛୁରୀକୁ ତଲେ ଚାପି…

ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

କଳାହାଣ୍ଡି (ଜଗୁଲାଲ ମାଝୀ) -: କର୍ଲାମୁଣ୍ଡା ବ୍ଲକ ରିଷିଡା ପୋଲିସ ଫାଣ୍ଡି ଅନ୍ତର୍ଗତ ଗଜବାହାଲ ଗ୍ରାମର କଲୋନୀ ପଡା ନିକଟରେ ଆଜି ଏକ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖୁବାକୁ ମିଳିଛି । ଖବର ପାଇ ରିଷିଡା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝା…

ସମାଜସେବୀଙ୍କ ନିଆରା ପ୍ରୟାସ : ସ୍କୁଲ ଯିବ ବାପା ମା ଛେଉଣ୍ଡ ଶିଶୁ ରାଜେଶ

ଭବାନୀପାଟଣା/କଳାହାଣ୍ଡି(ଜଗୁଲାଲ ମାଝୀ) -: ଛୋଟ ଛୋଟ ଶିଶୁ ମାନେ କିପରି ବିଦ୍ୟାଳୟ ମୁହାଁ ହେବେ ସେଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଛନ୍ତି l ପିଲା ମାନନକୁ ବହି ବସ୍ତାନି ଠାରୁ ଆରମ୍ଭ କରି ଖାଇବା ଓ ଡ୍ରେସ…

ଉଲିକୁପା ଗ୍ରାମ ପଞ୍ଚାୟତ ଠାରେ ନୂତନ ଶାଖା ଡାକଘର ଉଦଘାଟନ

ନର୍ଲା(ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଉଲିକୁପା ଗ୍ରାମରେ ଆଜି ନୂତନ ଶାଖା ଡାକଘର କାର୍ଯ୍ୟାଳୟ ଉଦଘାଟନ ହୋଇଛି, ଏଥିରେ ନର୍ଲା ଜୋନ 2 ର ଜିଲ୍ଲାପରିଷଦ ଶ୍ରୀ ହରିଶଙ୍କର ମାଝୀ ନିଜ କରକମଳରେ ଫିତା କାଟି…

ନିଦ୍ଧାରୀତ ସମୟରେ ସ୍କୁଲ ଆସିଲେନି ଶିକ୍ଷକ, ଛୋଟ ପିଲାମାନେ ଆସି ଗେଟ୍ ବାହାରେ ଜଗିରହିଲେ

କୋକସରା -: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୫ଦିନ ଧରି ସ୍କୁଲ ଛୁଟି ରହିବା ପରେ ସୋମବାର ଠାରୁ ସକାଳୁଆ ସ୍କୁଲ ଖୋଲିଛି । ଏବେ ସକଳା ୬ଟା ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି ।…

ଟ୍ରାନ୍ସଫରମର ଉପରୁ ମିଳଛି ଯୁବକଙ୍କ ଶବ

କଳାହାଣ୍ଡି (ଜଗୁଲାଲ ମାଝି) -: ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ନର୍ଲା ବ୍ଲକ ଅନ୍ତର୍ଗତ ବଡଧାରପୁର ଗ୍ରାମପପଞ୍ଚାୟତର ସାପଦୁନି ଗ୍ରାମରେ, ଗାଁ ମଝି ରହିଥିବା ବିଦ୍ୟୁତ ଟ୍ରାନ୍ସଫରମର ରେ ରବିବାର ରାତିରେ ଜଣେ ଯୁବକଙ୍କ ଶବ ଲାଗି ରହିଥିବା…

ବାହାଘର ପ୍ରସେସନ ସାରି ଫେରିବା ବେଳେ ଓଲଟିଲା ଗାଡି, ୧ମୃତ ୧୦ କଳାକାର ଆହତ

କଳାହାଣ୍ଡି/ଧର୍ମଗଡ଼ -: ବାହାଘର ପ୍ରସେସନ ସାରି ଫେରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ମା ମେଲୋଡି ବ୍ୟାଣ୍ଡପାର୍ଟି ଗାଡ଼ି ବାଟରେ ଭାରସାମ୍ୟ ହରାଇ ଓଲଟିଲା । ଏହାଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ କଳାକାର ଆହତ ହୋଇଛନ୍ତି…

ବିବାହ ପ୍ରତିଶ୍ରୁତି ଶାରିରୀକ ସଂପର୍କ ପରେ ଧୋକା …

ଥୁଆମୂଳ ରାମପୁର -: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଜଣେ ଯୁବକକୁ ପୁଲିସ୍ ଗିରଫ କରିଛି । ଯୁବତୀଙ୍କ ଅଭିଯୋଗ ପରେ ପୁଲିସ୍ ସଂପୃକ୍ତ ଯୁବକକୁ ଏକ ବିବାହ ଭୋଜି ସ୍ଥଳରୁ ଉଠାଇ ନେବା ପରେ ଘଟଣାଟି ଚର୍ଚ୍ଚାର ବିଷୟ…

ଆନ୍ଧ୍ର ଦଲାଲଙ୍କ କବଜାରେ କଳାହାଣ୍ଡିର ପିଆଜ ଚାଷୀ, ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ

କଳାହାଣ୍ଡି /ଭବାନୀପାଟଣା -: ଏବେ ପିଆଜ ଅମଳ ଋତୁ । ସରକାରୀ ସ୍ତରରେ ବିକ୍ରି ବ୍ୟବସ୍ଥା ନଥିବାରୁ କଳାହାଣ୍ଡି ଜିଲ୍ଲାରେ ପିଆଜର ଅଭାବୀ ବିକ୍ରି ଯୋଗୁଁ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ଛତିଶଗଡ଼ୀ ବେପାରୀଙ୍କ କବ୍‌ଜାରେ ପିଆଜ ବିକ୍ରି ବ୍ୟବସ୍ଥା…

ପ୍ରଧାନଶିକ୍ଷକ ବଦଳି ଦାବିରେ ସ୍କୁଲରେ ତାଲା ପକାଇଲେ ସ୍ଥାନୀୟ ଲୋକେ

କଳାହାଣ୍ଡି/ଗୋଲାମୁଣ୍ଡା -: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ସର୍ଗିଗୁଡ଼ା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି ଓ ଗାଁର ଏସ୍‌ଏଚ୍‌ଜିଙ୍କୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଦେବା ଦାବିରେ ଆଜି ବିଦ୍ୟାଳୟରେ ତାଲା ପକାଇ ପରିଚାଳନା କମିଟି, ଗ୍ରାମବାସୀ ଓ ଏସ୍‌ଏଚ୍‌ଜି…

error: Content is protected !!
Verified by MonsterInsights