ନବୀନଙ୍କ ନୂତନ ମନ୍ତ୍ରିମଣ୍ଡଳରୁ ଏହି ୯ ଜଣ ମନ୍ତ୍ରୀ ବାଦ୍ ପଡିବା ପଛର ରହସ୍ୟ କଣ ? ଆସନ୍ତୁ ଜାଣିବା

ଭୁବନେଶ୍ବର -: ରାତିପାହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ଏହି ମନ୍ତ୍ରିମଣ୍ଡଳରେ ୧୧ ଜଣ ପୁରୁଣା ମନ୍ତ୍ରୀ ପୁଣି ଥରେ ଦାୟିତ୍ବ ପାଇବାକୁ ଥିବା ବେଳେ ୯ ଜଣ ବାଦ୍‌ ପଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯେଉଁ…

ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଟିମ୍‌ : ରାତି ପାହିଲେ ନେବେ ଶପଥ !

ଭୁବନେଶ୍ବର: ଆଜି ମଧ୍ୟାହ୍ଣରୁ ଆରମ୍ଭ ହୋଇଥିବା ଚର୍ଚ୍ଚାର ଅବସାନ ଘଟୁଛି। ରହସ୍ୟ ଉପରୁ କ୍ରମେ ପରଦା ଊଠୁଛି। ରାଜ୍ୟର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦିଆଯିବାକୁ କୁହାଯାଇଥିବା ଖବର ପ୍ରସାରିତ ହେବା ପରେ ସ୍ପଷ୍ଟ ହୋଇଥିଲା କି ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ପୁର୍ନଗଠନ କରିବାକୁ…

ଏଥର ବାଚସ୍ପତି ପଦରେ ବସିବେ ମହିଳା, ଚର୍ଚ୍ଚାରେ ପ୍ରମିଳା ଓ ଉଷା

ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ତାଙ୍କ ଇସ୍ତଫା ପରେ କିଏ ହେବେ ରାଜ୍ୟ ବିଧାନସଭାରେ ନୂଆ ବାଚସ୍ପତି । ଚର୍ଚ୍ଚା ହେଉଛି ଜଣେ ବରିଷ୍ଠ ବିଧାୟିକାଙ୍କୁ ବାଚସ୍ପତି ପଦରେ ବସାଇ ପାରନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ପ୍ରମିଳା…

ନୂଆ ମନ୍ତ୍ରୀ ମଣ୍ଡଳୀର ତାଲିକା, କିଏ ପାଇବେ କିଏ ବାଦ ପଡିବେ ଆସନ୍ତୁ ଜାଣିବା !

ରାଜ୍ୟ ମନ୍ତ୍ରିମଣ୍ଡଳରେ ନବକଳେବର । ୨୦ ଜଣ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି । ଓଡ଼ିଶା ଇତିହାସରେ ଏହା ପ୍ରଥମ । ଆଜି ସବୁ ମନ୍ତ୍ରୀଙ୍କ ପାଖକୁ ପ୍ରଥମେ ଫୋନ୍‌ ଯାଇଥିଲା । ଏହାପରେ ଜଣଙ୍କ ପରେ ଜଣେ ମନ୍ତ୍ରୀ ପର୍ଯ୍ୟାୟକ୍ରମେ…

ବ୍ରଜରାଜନଗର ଉପନିର୍ବାଚନରେ ବିଜୟର ଇଚ୍ଛିହାସ ରଚିଲେ ଅଳକା, ବ୍ୟାକଫୁଟରେ ବିଜେପି

ବ୍ରଜରାଜନଗର/ଭୁବନେଶ୍ବର -: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ହୋଇଛି। ଉପନିର୍ବାଚନରେ ବିଜୟ ହାସଲ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ଅକୁଣ୍ଠ ଭଲପାଇବା…

ରାଜ୍ୟସଭା ଯିବେ ଏହି ୪ପ୍ରାର୍ଥୀ, କେବଳ ଘୋଷଣାକୁ ଅପେକ୍ଷା … !

ଭୁବନେଶ୍ବର -: ନିଷ୍ପତ୍ତି ହୋଇ ସାରିଛ କେଉଁମାନଙ୍କୁ ରାଜ୍ୟସଭା ଟିକେଟ୍‌ ମିଳିବ । ପ୍ରାର୍ଥୀଙ୍କୁ ଚୟନ କରିସାରିଛନ୍ତି ବିଜେଡି ସୁପ୍ରିମୋ। ଦଳ ତରଫରୁ ୪ ଜଣଙ୍କୁ ଇସାରା ଦିଆଯାଇଛି। ନାମାଙ୍କନ ଭରିବା ପାଇଁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି । ବ୍ରଜରାଜନଗର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍

ଭୁବନେଶ୍ବର -: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଓଡିଶା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ ଅଭିନେତା ସୋନୁ ସୁଦ । ନବୀନ ନିବାସରେ ହେଲା ଭେଟଘାଟ। ଏହି ସମୟରେ ସୋନୁ କହିଛନ୍ତିକି କରୋନା ସମୟରେ…

ଚାଷୀ ପାଇବେ ପୁଣି କାଳିଆ ଟଙ୍କା, ଆପଣ ପଢିନିଅନ୍ତୁ ଆପଣଙ୍କ ପାଇଁ ଏହି ଉପହାର ଅଛି ତ !

ଭୁବନେଶ୍ବର -: ଆସନ୍ତାକାଲି ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଖାତାକୁ ସିଧାସଳଖ କାଳିଆ ଟଙ୍କା ଯିବ ବୋଲି ଜଣାଯାଇଛି। ଏହାଦ୍ବାରା ୪୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଲାଭ ପାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ…

error: Content is protected !!