କିବ -: ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣକୁ ଜାତିସଂଘର ସାଧାରଣ ପରିଷଦ ବୈଠକରେ ବିଭିନ୍ନ ଦେଶ ନିନ୍ଦା କରିଛନ୍ତି। ଏଭଳି ସ୍ଥିତିରେ ୟୁକ୍ରେନ ଉପରେ ରୁଷ୍ ଗତକାଲିଠାରୁ ପୁଣି ଆକ୍ରମଣ ତୀବ୍ର କରିଛି। ଶନିବାର ରାତିରେ ଦକ୍ଷିଣ ୟୁକ୍ରେନରେ ରୁଷ୍ ଗୁଳିଗୋଳା…
Tag: ukraine russia war
ୟୁକ୍ରେନୀୟ ମହିଳାଙ୍କ ସହ ଦୁଷ୍କର୍ମ ଭିଡିଓ, ଟୁଇଟ୍ କଲେ ଇଟାଲୀର ପ୍ରଧାନମନ୍ତ୍ରୀ ପ୍ରାର୍ଥିନୀ
ରୋମ୍ -: ଇଟାଲିର କୌଣସି ଗୋଟାଏ ନଗରୀରେ ଜଣେ ପ୍ରବାସବାସୀ ଜଣେ ୟୁକ୍ରେନୀୟ ମହିଳାଙ୍କ ସହିତ ଦୁଷ୍କର୍ମ କରୁଥିବାର ଭିଡିଓକୁ ମଙ୍ଗଳବାର ଦିନ ‘ଟୁଇଟର୍’ ହଟାଇ ଦେଇଛି। ଉକ୍ତ ଭିଡିଓକୁ ଇଟାଲୀର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନିମନ୍ତେ ପ୍ରତିଦ୍ବନ୍ଦ୍ବିତାରେ ଅଗ୍ରଣୀ ଥିବା…
କ୍ଷେପଣାସ୍ତ୍ର ଆକ୍ରମଣରେ ଖାରକିଭ୍ରେ ଶିଶୁ ସମେତ ୯ ମୃତ, ରୁଷ୍ର ପରବର୍ତ୍ତୀ ଟାର୍ଗେଟ୍ ପୋଲାଣ୍ଡ୍
କିବ୍ : ରୁଷ୍ ଏବେ କେନ୍ଦ୍ରୀୟ ୟୁକ୍ରେନ୍ରେ ଆକ୍ରମଣ ଜୋରଦାର କରିଛି। ପୂର୍ବ ୟୁକ୍ରେନ୍ ସହ କେନ୍ଦ୍ରୀୟ ୟୁକ୍ରେନ୍ର ନିପ୍ରୋ ସହରର ଏକ ସାମରିକ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ…
ପୁଟିନଙ୍କ ପ୍ରତିଜ୍ଞା ୧୯୪୫ ପରି ଆମେ ବିଜୟୀ ହେବୁ
ମସ୍କୋ -: ୧୯୪୫ ପରି ବିଜୟ ଆମର ହେବ ବୋଲି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନି ପରାଜୟର ୭୭ତମ ବାର୍ଷିକୀ ଅବସରରେ ପୂର୍ବତନ ସୋଭିଏତ୍ ରାଷ୍ଟ୍ରମାନଙ୍କୁ ଅଭିନନ୍ଦନ ଜଣାଇ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍ ରବିବାର ଦିନ ପ୍ରତିଜ୍ଞା କରି କହିଛନ୍ତି…
ୟୁକ୍ରେନ ଉପରେ ଆଖିବୁଜା ତୋପ ବର୍ଷଣ କରୁଛି ଋଷ୍, ବିଦେଶ ଅସ୍ତ୍ର ଆଣିବାର ରାସ୍ତାକୁ ବନ୍ଦ କରିବାକୁ ପ୍ରୟାସ
ମସ୍କୋ -: ୟୁକ୍ରେନୀୟ ସୈନିକମାନଙ୍କୁ ବିଦେଶୀ ଅସ୍ତ୍ର ଯୋଗାଣ ନିମନ୍ତେ ବ୍ୟବହାର କରାଯାଉଥିବା ୬ଟି ରେଳ ଷ୍ଟେସନ୍ ଉପରେ ଆକ୍ରମଣ କରିଥିବା କଥା ଆଜି ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଏହା ବ୍ୟତିରେକେ, ୪ଟି ଆଗ୍ନେୟାସ୍ତ୍ର ଡିପୋ ସମେତ ୪୦ଟି ୟୁକ୍ରେନୀୟ…
ଜାତିସଂଘର ମୁଖ୍ୟଙ୍କୁ ବଡ ଝଟକା ଦେଲେ ଋଷିୟ ସେନା, ଭୟଙ୍କର ଆକ୍ରମଣ କଲା ରୁଷ୍
କିବ୍ -: ଗୁରୁବାର ସନ୍ଧ୍ୟାରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ଙ୍କ ଗସ୍ତ ବେଳେ ରୁଷ୍ ସେନା ୟୁକ୍ରେନ୍ର ରାଜଧାନୀ କିବ୍ରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏପ୍ରିଲ୍ ମଧ୍ୟ ଭାଗରୁ କିବ୍ରେ ଏଭଳି ପ୍ରଚଣ୍ଡ ବୋମା ବିସ୍ଫୋରଣ ହୋଇ ନ ଥିବା…
ତରୁଣୀଙ୍କୁ ସୈନିକଙ୍କ ଧମକ ମୋ ସହ ରାତି ବିତାଅ, ୪୦ଜଣଙ୍କୁ ଡାକିବି ତତେ ଦୁଷ୍କର୍ମ କରିବେ
ନୂଆଦିଲ୍ଲୀ -: କିଛି ଦିନ ତଳେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା । ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ଏହା ଅନେକଙ୍କୁ…
‘ମୋସ୍କ୍ଭା’ ବୁଡ଼ି ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ …
ନୂଆଦିଲ୍ଲୀ -: ୟୁକ୍ରେନୀୟ ଯୁଦ୍ଧରେ ନୈାସେନା ପୋତ ‘ମୋସ୍କ୍ଭା’ ବୁଡ଼ି ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥିବା କଥା ରାଷ୍ଟ୍ରାୟତ ରୁଷୀୟ ଟେଲିଭିଜନ୍ ଘୋଷଣା କରିଛି । ନିଆଁ ଲାଗିଯିବାରୁ ‘ମୋସ୍କ୍ଭା’ କ୍ଷତିଗ୍ରସ୍ତ ହୋଇଛି ବୋଲି ରୁଷ୍ କହୁଥିଲେ ମଧ୍ୟ ‘ନେପ୍ଚୁନ୍’…
ସାଧାରଣ ଲୋକଙ୍କୁ ଅତିନିକଟରୁ ନିର୍ମମ ଭାବରେ ହତ୍ୟା କରିଛି ରୁଷ୍
ବୁଚା -: ୟୁକ୍ରେନ୍ର ଅନ୍ୟ ଅଞ୍ଚଳରେ ଆକ୍ରମଣ କରିବା ପାଇଁ କ୍ରେମ୍ଲିନ୍ ସୈନିକମାନେ କିବ୍ ଅଞ୍ଚଳରୁ ଚାଲିଯିବା ପରେ କିବ୍ ନିକଟବର୍ତ୍ତୀ ନଗରୀମାନଙ୍କରେ ବହୁସଂଖ୍ୟକ ଶବ ଏଣେତେଣେ ପଡ଼ିଥିବା ଦେଖି ୟୁକ୍ରେନୀୟ ସରକାରୀ କର୍ତ୍ତୃୃପକ୍ଷମାନେ ରୁଷ୍ ଯୁଦ୍ଧ ଅପରାଧ କରିଥିବା ସଂକ୍ରାନ୍ତରେ…
ବିଶ୍ୱରେ ଗ୍ୟାସ ଓ ଖାଦ୍ୟର ଦରଦାମ ବୃଦ୍ଧିକୁ ନେଇ ପୁଟିନଙ୍କୁ ଦାୟିକଲେ ବାଇଡେନ୍
ୱାସିଂଟନ୍ -: ବିଶ୍ୱବ୍ୟାପୀ ଗ୍ୟାସ୍ ଓ ଖାଦ୍ୟ ଦାମ୍ ଦ୍ରୁତ ବୃଦ୍ଧି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍ଙ୍କୁ ୟୁକ୍ରେନ୍ ଆକ୍ରମଣକୁ ଦାୟୀ କରିଛନ୍ତି । ଟୁଇଟ୍ କରି ଆଜି ସେ ଲେଖିଛନ୍ତି, ପୁଟିନ୍ଙ୍କ…