ବାସି ପଖାଳ ହେଲା ବିଷାକ୍ତ, ୨୪ଜଣ ମେଡିକାଲରେ ଭର୍ତ୍ତି

ଭଦ୍ରକ/ତିହିଡ଼ି -: ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଦ୍ୱୀପବାଡ଼ି ଗ୍ରାମରେ ବାସି ପଖାଳ ଖାଇ ୨୪ଜଣ ଅସୁସ୍ଥ ହୋଇ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ପ୍ରକାଶ ଯେ ଗ୍ରାମରେ ରାମନବମୀ ଠାକୁର ଭଷାଣ ପାଇଁ…

କାନ୍ଧରେ ଅଜଗର ସାପ ଧରି ନୃତ୍ୟ କରୁଛନ୍ତି ଯୁବକ ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ -: ସାପ ନାମ ଶୁଣିଲେ ସମସ୍ତଙ୍କ ଲୋମମୂଳ ଟାଙ୍କୁରି ଉଠିଥାଏ । ମନରେ ଏକ ପ୍ରକାର ଭୟ ଖେଳି ଯାଇଥାଏ । ଯଦି ଆମେ ବିଶାଳ ଅଜଗର ସାପ ବିଷୟରେ କହିବା, ତେବେ ଏହା ମଣିଷ ଠାରୁ ଆରମ୍ଭ କରି…

ହେ ବାବୁ, ମୋ ଦେହକୁ ଉପଭୋଗ କର, ହେଲେ ପାଣି ମୁନ୍ଦେ ଦିଅ : ସେକ୍ସ ଫର୍ ୱାଟର !

ନୂଆଦିଲ୍ଲୀ -: କୁହାଯାଏ, ଜଳ ହିଁ ଜୀବନ । ଖାଦ୍ୟ ବିନା ଲୋକଟିଏ ଦିନେ କି ଦୁଇଦିନ ରହିଯିବ, ହେଲେ ପାଣିବିନା ଜିଇବା ଅସମ୍ଭବ । ଏହାର ସୁଯୋଗ ନେଇ ଫାଇଦା ଉଠାଉଛନ୍ତି ପାଣି ଦଲାଲ୍ ବା ‘ୱାଟର ଭେଣ୍ଡର’ ।…

ବିଧାୟକ ଦେଲେ ମାଟ୍ରିକ ପରୀକ୍ଷା

ଫୁଲବାଣୀ -: ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଆଜି ମାଟ୍ରିକ ପରୀକ୍ଷା ଦେଇଥିବା ଜଣାଯାଇଛି । ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଫୁଲବାଣୀ ରୁଜାଙ୍ଗୀ ଉଚ୍ଚବିଦ୍ୟାଳୟରେ ସେ ପରୀକ୍ଷାର୍ଥୀ ଭାବେ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ବିଧାୟକ ଅଙ୍ଗଦ କହଁର…

ଆରମ୍ଭ ହେଲା ମାଟ୍ରିକ ପରିକ୍ଷା, ପରୀକ୍ଷା ସମୟରେ କୋଭିଡ ନିୟମ ପାଳନ କରିବା ସହ ଏହି ସୁବିଧା ସବୁ

ଭୁବନେଶ୍ୱର -: ଆଜିଠୁ ମାଟ୍ରିକ ପରୀକ୍ଷା । ଗ୍ରୀଷ୍ମ ପ୍ରବହକୁ ଦୃଷ୍ଟିରେ ରଖି ପ୍ରଥମ ସିଟିଂରେ ହେବ ସବୁ ପରୀକ୍ଷା ।ଚଳିତ ବର୍ଷ ୫ ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିପାଇଁ ୩ ହଜାର ୫୪୦…

ଜାତିସଂଘର ମୁଖ୍ୟଙ୍କୁ ବଡ ଝଟକା ଦେଲେ ଋଷିୟ ସେନା, ଭୟଙ୍କର ଆକ୍ରମଣ କଲା ରୁଷ୍‌

କିବ୍ -: ଗୁରୁବାର ସନ୍ଧ୍ୟାରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ଗସ୍ତ ବେଳେ ରୁଷ୍ ସେନା ୟୁକ୍ରେନ୍‌ର ରାଜଧାନୀ କିବ୍‌ରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏପ୍ରିଲ୍ ମଧ୍ୟ ଭାଗରୁ କିବ୍‌ରେ ଏଭଳି ପ୍ରଚଣ୍ଡ ବୋମା ବିସ୍ଫୋରଣ ହୋଇ ନ ଥିବା…

error: Content is protected !!