ଋଣ ସଂଯୋଗୀ କରଣ ପଦକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ସଂସ୍କୃତି ଭବନ ପରିସରରେ ସମ୍ମିଳିତ ବ୍ୟାଙ୍କ ସମୂହ ପକ୍ଷରୁ ଋଣ ସଂଯୋଗୀ କରଣ ପଦକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥିଭାବେ ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ ଯୋଗଦେଇ ଏହି କାର୍ଯ୍ୟକ୍ରମଙ୍କୁ ପ୍ରଦୀପ ପ୍ରଯ୍ୟଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ମୁଖ୍ୟ ବକ୍ତା ଭାବେ ଜ଼ିଲ୍ଲାପାଳ ପାରୁଲ ପଟୱାରୀ, ଏଲ ଡି ବ୍ୟାଙ୍କ ମ୍ୟାନେଜର ବି ବି ମହାନ୍ତି, ନବାଡ଼ ବ୍ୟାଙ୍କ ମ୍ୟାନେଜର ବାପୁଜୀ ସୁବୁଦ୍ଧି , ଲିଙ୍ଗରାଜ ନାୟକ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣକାରି ଯୋଜନାକୁ ଫଳପ୍ରଦ କରିବା ନିମନ୍ତେ ବ୍ୟାଙ୍କ ସମୂହ କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ |ଏହି ଉପଲକ୍ଷେ ବିଭିନ୍ନ ସ୍ୱୟଂ ସହାୟକ ଦଳର ମହିଳା ମାନଙ୍କୁ ଆର୍ଥିକ ପ୍ରୋଛାହନ ରାଶି ପ୍ରଦାନ କରିଯାଇଥିଲା |

Advertisement

Advertisement

Leave a Reply

Your email address will not be published. Required fields are marked *

error: Content is protected !!