‘ମୋ ବସ୍‌’ ଯାତ୍ରୀ ବିଶ୍ରାମଗାରାରେ ସଂଜ ବୁଡ଼ୁବୁଡ଼ୁ ବଢୁଛି ଅସାମାଜିକ ଲୋକଙ୍କ ଆଡ଼ା

ଭୁବନେଶ୍ୱର -: ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳର କଥା । ୟୁନିଟ୍‌‌-୩ ଅଞ୍ଚଳର ମୋନାଲିସା ମହାନ୍ତି(ଛଦ୍ମନାମ) ନିୟୁ ଏଜି କଲୋନି ମୋ ବସ୍‌‌ ଷ୍ଟପ୍‌‌ରେ ବସ୍‌‌କୁ ଅପେକ୍ଷା କରିଥିଲେ । ଅନ୍ଧାର ହୋଇସାରିଥିଲେ ବି ବସ୍‌‌ ଷ୍ଟପ୍‌‌ର ଲାଇଟ୍…

ବିଜେଡିର ୯୫% ପ୍ରତିଶତ ପ୍ରାର୍ଥୀ କୋଟିପତି, ପ୍ରାର୍ଥଙ୍କ ଅପରାଧ ରେକର୍ଡ କଣ ରହିଛି ଆସନ୍ତୁ ଜାଣିବା

ଭୁବନେଶ୍ୱର -: ନିକଟ‌ରେ ଶେଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିବା ୭୨୬ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୮୨ଜଣଙ୍କ ବିରୋଧରେ ଅପରାଧିକ ମାମଲା ଅଛି । ୧୫ଜଣ ସଭ୍ୟଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା (ଆଇପିସି ଧାରା ୩୦୭)…

ସୁନାଗହଣା ଧରି ପ୍ରେମିକ ସହ ଚମ୍ପଟ ମାରିଲେ ନବବିବାହିତା

ଭୁବନେଶ୍ୱର -: ଚତୁର୍ଥୀ ରାତିରେ ବୟଫ୍ରେଣ୍ଡ ସହ ଚାଟିଂ କଲେ ସ୍ତ୍ରୀ । ପରେ ପରିବାର ଲୋକଙ୍କୁ ଲୁଟିଲେ । ସୁନାଗହଣା ଧରି ବୟଫ୍ରେଣ୍ଡ ସହ ଚମ୍ପଟ ମାରିଲେ ନବବିବାହିତା । ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି ।…

ଘରୋଇ ସ୍କୁଲକୁ ନା, ୫୯ଟି ଆବେଦନକୁ ନାକଚ କଲା ଜିଲ୍ଲାସ୍ତରୀୟ କମିଟି

ଭୁବନେଶ୍ବର -: ୨୦୨୩-୨୪ ଶିକ୍ଷାବର୍ଷରେ ଭୁବନେଶ୍ବରରେ ନୂତନ ଘରୋଇ ସ୍କୁଲ ଖୋଲିବାକୁ ଆଗ୍ରହ ପ୍ରକାଶ କରିଥିବା ସଂସ୍ଥାଙ୍କୁ ବଡ଼ ଝଟ୍‌କା। କୌଣସି ଗୋଟିଏ ବି ବିଦ୍ୟାଳୟକୁ ଅନୁମତି ନ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ସ୍ତରରେ ଗଠିତ କମିଟି ରାଜ୍ୟ ସରକାରଙ୍କୁ ସୁପାରିସ୍‌…

ଭୁବନେଶ୍ୱରେ ଏନକାଉଣ୍ଟର : କୁଖ୍ୟାତ ଅପରାଧି ଚକରା ପୋଲିସ କବଜାରେ, ୭ ଫେରାର

ଭୁବନେଶ୍ବର -: ଭୁବନେଶ୍ୱର ଏନକାଉଣ୍ଟରରେ ଗୁରୁତର ଆହତ କୁଖ୍ୟାତ ଅପରାଧୀ ଚକରା ବାରିକକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଚକରାର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଛି। ଚକରା ବାରିକକୁ କାଜୁଆଲଟିରୁ ସର୍ଜରି ୱାର୍ଡକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ,…

ବ୍ରଜରାଜନଗରର ବିଜେଡି ପ୍ରାର୍ଥୀନି ହେଲେ ଅଳକା, ଦୀପାଳି ହେଲେ ନିରାଶ

ଭୁବନେଶ୍ବର -: ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଅଳକା ମହାନ୍ତିଙ୍କ ନାଆଁ ଘୋଷଣା କରିଛନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିଧବା ପତ୍ନୀ ହେଉଛନ୍ତି ଅଳକା ମହାନ୍ତି।ଗତ ଡିସେମ୍ବର…

ଭୁବନେଶ୍ୱରରେ ମାସକ ମଧ୍ୟରେ ଗଡ଼ିବ ଇ-ବସ୍‌, ଚନ୍ଦ୍ରଶେଖରପୁରରେ ଚାର୍ଜିଂ ଷ୍ଟେସନ୍‌

ଭୁବନେଶ୍ବର -: ମାସକ ମଧ୍ୟରେ ଭୁବନେଶ୍ବରରେ ୧୦ଟି ଇ-ବସ୍‌ ଚଳାଚଳ କରିବ। ଏଥିସହ ୨୦୨୨ରେ ୫୦ଟି ବସ୍‌ ଚଳାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଚନ୍ଦ୍ରଶେଖରପୁରଠାରେ ବସ୍‌ଗୁଡ଼ିକର ଚାର୍ଜିଙ୍ଗ ଷ୍ଟେସନ ହେଇଛି। କ୍ରୁଟ ପକ୍ଷରୁ କରାଯାଇଥିବା ଏହି ଚାର୍ଜିଙ୍ଗ ଷ୍ଟେସନରେ ଏକାଥରେ ୫ଟି…

ସାଲିଆ ସାହି ବସ୍ତିରୁ ଧଳା ଜହର ଜବତ: ଜଣେ ଗିରଫ

ଭୁବନେଶ୍ବର -: ରାଜଧାନୀର ସାଲିଆ ସାହି ବସ୍ତିରେ ଧଳା ଜହର ଜବତ କରାଯିବା ସହ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଆଜି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡର ୨୦ଜଣିଆ ଟିମ ସାଲିଆ ସାହି ବସ୍ତିରେ ଚଢ଼ାଉ କରିଥିଲା। ସେଠାରୁ ରାଜୀବ…

ସାମାଜିକ ଯୁବ ସଂଗଠନ ପକ୍ଷରୁ ଜଳଛତ୍ର ଉଦଘାଟନ

ଭୁବନେଶ୍ବର -: ଖରା ଗରମ , ଯେଉଁଆଡ଼େ ଗଲେ ବି କେବଳ ଖରା । ବିଶେଷ କରି ରାଜଧାନୀରେ ପ୍ରବଳ ଖରା ଓ ଗରମ ଜନ ସାଧାରଣ ମାନଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ଏହି ପ୍ରବଳ ଖରାରେ ରାସ୍ତାକଡ଼ ରେ ଯାଉଥିବା…

ଆଜି ଶ୍ରମିକ ଦିବସ, ଶ୍ରମିକ ଦୁର୍ଦ୍ଦଶା କହିଲେ ନସରେ : ରୋଜରାର ନାହିଁ କି ସର୍ବନିମ୍ମ ସୁବିଧା ନାହିଁ

ଭୁବନେଶ୍ବର -: ରବିବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ। ପ୍ରତିବର୍ଷ ମେ’୧ରେ ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହୁଏ। ଓଡ଼ିଶାରେ ବି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସଭା ସମିତିରେ ଅନେକ ଶ୍ରମିକ କଲ୍ୟାଣ ଯୋଜନା ବାବଦରେ ଘୋଷଣା କରାଯାଏ।…

error: Content is protected !!