ରାଜଧାନୀ ଏବେ ରକ୍ତରଞ୍ଜିତ, ସ୍ତ୍ରୀକୁ ପିଟିପଟି ହତ୍ୟା କଲା ସ୍ୱାମୀ

ଭୁବନେଶ୍ବର -: ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତ୍ୟାକାଣ୍ଡ। ଟଙ୍କପାଣି ରୋଡରେ ରହୁଥିବା ଜଣେ ଲୋକ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା। ମୃତକ ହେଲେ ଲିଲି ଦାସ। ଅଭିଯୁକ୍ତ ସ୍ବାମୀ ସୌଭାଗ୍ୟ ରଞ୍ଜନ ଦାସଙ୍କୁ ପୁଲିସ ଗିରଫ କରିଛି।…

ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପକୁ ନେଇ ଅପରାଜିତାକୁ ସମର୍ଥନ ଜଣାଇଲେ ବିଧାୟକ, ଜୋର ଧରିଲା ରାଜନୀତି

ଭୁବନେଶ୍ୱର -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା.ମିଳିଛି । ଏଡ଼େ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, କାମକୁ କେହି ବିରୋଧ କରୁନାହାନ୍ତି, ଅନୁମତିକୁ ନେଇ ବିବାଦ ଦେଖା ଦେଇଛି । ଅନୁମତି ଆଣିବା ରାଜ୍ୟ…

ଅଳିଆ ଉଠାଇବା ନାଁରେ ଖାଇଗଲେ ୧୧କୋଟି ,ବିଏମସିରେ ମହାସ୍କାମ

ଭୁବନେଶ୍ୱର -: ରାଜଧାନୀରୁ ଅଳିଆ ଉଠାଇବା ନାଁରେ ୧୧ କୋଟିର ଦୁର୍ନୀତି ମାମଲା ଲୋକୟୁକ୍ତରେ ଶୁଣାଣି ଚାଲିଥିବା ବେଳେ ଆଉ ବର୍ଷରେ ଏଭଳି ଅଳିଆ ପକା ଉଠାରେ ବିଏମ୍‌ସି ଖର୍ଚ୍ଚ କରିଥିବା ୨୪ କୋଟି ଟଙ୍କା ଉପରେ ଆପତ୍ତି ଉଠାଇଛନ୍ତି ଲୋକାଲ…

ଶାଳୀ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ଶବକୁ ଘରେ ରଖିଥିଲା, ବୁଲୁଥିଲା ସ୍ଥାନୀୟ ଅଞ୍ଚଳରେ

ଭୁବନେଶ୍ୱର : ରାଜଧାନୀରେ ଡବଲ ମର୍ଡର ହୋଇଥିବାର ଖବର ମିଳିଛି । ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିର ଶିବ ମନ୍ଦିର ନିକଟରେ ଥିବା ଏକ ଘରେ ଦୁଇଜଣ ମହିଳାଙ୍କୁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସ୍ୱାମୀ ବିଜୟକେତନ ସେଠୀ ତିନି…

ଚିଲିକା ଯିବେ ବିଧାନସଭାର ସମସ୍ତ ବିଧାୟକ ଓ ବାଚସ୍ପତି

ଭୁବନେଶ୍ୱର -: ବିଧାନସଭାର ବାଚସ୍ପତି ଓ ରାଜ୍ୟର ସମସ୍ତ ବିଧାୟକ ଚିଲିକା ବୁଲିବେ ବୋଲି ଜଣାଯାଇଛି । ସେଠାରେ କାଳିଜାଇ ମା’ଙ୍କୁ ଦର୍ଶନ କରିବା ପରେ ନୌସେନା ଦ୍ୱାରା ଚିଲିକାରେ ସ୍ୱତନ୍ତ୍ର ହେବାକୁ ଯାଉଥିବା ସମରାଭ୍ୟାସକୁ ଦେଖିବେ । ଏହାପରେ ସନ୍ଧ୍ୟାରେ…

ଓମଫେଡରେ କେନ୍ଦ୍ରୀୟ ଅନୁଦାନର ହେରଫେର ଓ ଟେଣ୍ଡର ଫିକ୍ସିଂର ଭିଜିଲାନ୍‌ସ ତଦନ୍ତ ଆରମ୍ଭ

ଭୁବନେଶ୍ୱର -: ଓମ୍‌ଫେଡ୍‌ରେ କେନ୍ଦ୍ରୀୟ ଅନୁଦାନର ହେରଫେର ଓ ଟେଣ୍ଡର ଫିକ୍ସିଂର ଭିଜିଲାନ୍‌ସ ତଦନ୍ତ ହେବ । ଓମ୍‌ଫେଡ୍‌ର କିଛି ବରିଷ୍ଠ କର୍ମଚାରୀଙ୍କ ବିରୋଧରେ ଏହି ତଦନ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ୩ମାସ ଭିତରେ…

ବିଧାନସଭା ଆଗରେ ବିଭତ୍ସ ହତ୍ୟାକାଣ୍ଡ, ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

ଭୁବନେଶ୍ୱର(ପ୍ରଭାତ କୁମାର ମଲ୍ଲିକ) -: ରାଜଧାନୀର ସବୁଠୁ ହାଇସିକ୍ୟୁରିଟି ଅଞ୍ଚଳ ବିଧାନସଭା ସାମ୍ନାରେ ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ପୁଲିସ ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି । ଉଭୟଙ୍କୁ ଖାରବେଳନଗର ଥାନା ପୁଲିସ ପଚରାଉଚରା ଜାରି ରଖିଥିବା ଜଣାଯାଇଛି…

ନକ୍ସଲ ବିରୋଧି ତାଲିମ ବେଳେ ବି.ଏସ.ଏଫ୍‌. ଜବାନଙ୍କ ଉପରେ ଦାଉ ସାଧିଲା ଗଜରାଜ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୨

ଭୁବନେଶ୍ୱର – ନକ୍ସଲ ବିରୋଧୀ ତାଲିମ୍ ନେଉଥିଲେ ବିଏସଏଫ୍ ଯବାନ । କେମିତି ସ୍ପଟ୍‌ରେ ପହଞ୍ଚି ହେବ, ସେନେଇ ଏସ୍‌ଓଜି(ସ୍ପେସାଲ ଅପରେସନ ଗ୍ରୁପ୍‌) ପକ୍ଷରୁ ତାଲିମ୍ ଦିଆଯାଉଥିଲା । କିଟିମିଟି ଅନ୍ଧାର, ଘଞ୍ଚ ଜଙ୍ଗଲରେ ଚାଲିଥିଲା ଅପରେସନ୍ । ଏତିକି ବେଳେ…

ପୌର ନିର୍ବାଚନ ପରାଜୟ ଭୟରେ ହତାଶ ହୋଇପଡ଼ିଛି ବିଜେପି : ବିଜେଡି

ଭୁବନେଶ୍ୱର : ଆଜି ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି । ପଞ୍ଚାୟତ ନିର୍ବାଚନ ଭଳି ଏହି ନିର୍ବାଚନରେ ମଧ୍ୟ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ଯାଉଥିବା ଜାଣିବା ପରେ ବିଜେପି ନେତାମାନେ ହତାଶ ହୋଇ ପଡ଼ିଛନ୍ତି ଏବଂ ନିଜ…

କ୍ଷମତାରେ ଅନ୍ଧ ହୋଇଯାଇଛି ବିଜେଡି, ଅଶାନ୍ତ ଓଡିଶା

ଭୁବନେଶ୍ୱର -: ‘କ୍ଷମତା ଅନ୍ଧ- ଉଦ୍ଦେଶ୍ୟ ମନ୍ଦ’ ଥିବା ଶାସକ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କ ‘କଥାରେ ଅହିଂସା-କାମରେ ହିଂସା’ ଏବଂ ଯାହା ବି ହେଉ- କ୍ଷମତା ରହୁ’ ନୀତି କାରଣରୁ ଓଡ଼ିଶା ଆଜି ପଶ୍ଚିମବଙ୍ଗ ମୁହାଁ ଆଡ଼େ ଗତି କରୁଛି ବୋଲି…

error: Content is protected !!