ଶେଷରେ ମୁଣ୍ଡ ନୁଆଁଇଲା ସିବିଏସଇ

ଭୁବନେଶ୍ୱର : ଖବର ପ୍ରସାରଣ ପରେ ଏହାକୁ ଗୁରୁତର ସହ ନେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶେଷରେ ମୁଣ୍ଡ ନୁଆଁଇବା ପାଇଁ ବାଧ୍ୟ ହେଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) । ସିବିଏସଇ ଅଧୀନ ଦଶମ ଶ୍ରେଣୀ ଟର୍ମ-୧…

ମାର୍ଚ୍ଚ ୨୦ତାରିଖରେ ଆସୁଛି ବାତ୍ୟା, ଆସନ୍ତୁ ଜାଣିବା ଓଡିଶାରେ କେଉଁ କେଉଁ ଜିଲ୍ଲାରେ ରହିବ ପ୍ରଭାବ

ଭୁବନେଶ୍ୱର -: ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ । ଏହା କେତେ ଘନୀଭୂତ ହେବ, ବାତ୍ୟା ରୂପ ନେବ କି…

ମହାପ୍ରଭୁଙ୍କ ଚାଚେରୀ ବେଶ, ଶ୍ରୀମନ୍ଦିରରେ ଫଗୁ ଦଶମୀ

ପୁରୀ -: ୧୨ବରଷରେ ତେର ପରବ କେବଳ ଜଗନ୍ନାଥ ସଂସ୍କୃତିରେ ହିଁ ସମ୍ପନ୍ନ ହୋଇଥାଏ । ଶ୍ରୀମନ୍ଦିରରେ ଫଗୁ ଦଶମୀ ସହ ମହାପ୍ରଭୁଙ୍କ ଚାଚେରୀ ବେଶ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜିଉମାନେ ଝିମିରି ଫଗୁ, ଚନ୍ଦନ ଲାଗି ହୋଇ ବନ୍ଦାପନା ହୋଇଛନ୍ତି…

ପଶ୍ଚିମବଙ୍ଗ ଭଳି ଓଡିଶାରେ ହିସାଂର ଆଶ୍ରୟ ନେଉଛନ୍ତି ବିଜେଡି ନେତା, ମାରିଦେବାକୁ ବି ପଛାଉ ନାହାନ୍ତି

ଭୁବନେଶ୍ୱର -: ବିଜେଡି ଦଳରେ ପଶିଆସିଲାଣି ବେଙ୍ଗଲି ଢାଞ୍ଚା । ଚିଲିକାର ବିଜେଡି ବିଧାୟକ ମଦ ପିଇ ଗାଡି ଚଳାଇବା ସହ ବିଜେପିର କର୍ମୀଙ୍କୁ ମାରିବାକୁ ଉଦ୍ୟମ କରିବା ସହ ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି ବିଜେପିର…

ଝାରସୁଗୁଡ଼ା ଜିଲ୍ଲାର ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨

ବ୍ଲକ୍ ମୋଟ ପଞ୍ଚାୟତ ସଂଖ୍ୟା ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍ ସଂଖ୍ୟା, କେଉଁ ଦଳର ସମର୍ôଥତ ପ୍ରାର୍ଥୀ ୧. ଝାରସୁଗୁଡ଼ା – ୮, ଚିତ୍ରାଣୀ ପଟେଲ, ନିର୍ଦ୍ୱନ୍ଦ୍ୱ, ବିଜେଡି୨. କିର୍ମିରା – ୧୭, କୃଷ୍ଣପ୍ରିୟା ସାହୁ, ନିର୍ଦ୍ୱନ୍ଦ୍ୱ, ବିଜେଡି୩. କୋଲାବିରା…

ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରାଯାଇଥିବା ସବୁ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ମିଳିବ

ଭୁବନେଶ୍ୱର -: ଆଉ ବିନା ରେକର୍ଡରେ କୈାଣସି ଶିକ୍ଷାନୁଷ୍ଠାନ ଚାଲିବ ନାହିଁ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଜମି ପଟ୍ଟା ତୁରନ୍ତ ପ୍ରଦାନ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ହଜାର ଶିକ୍ଷାନୁଷ୍ଠାନକୁ ପଟ୍ଟା ଆବଣ୍ଟନ…

ସୁବର୍ଣ୍ଣ ଜୟନ୍ତୀ ଓ ରାମ ନବମୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କୋକସରା -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ବହୁ ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ଗୁଡ଼ାହାଣ୍ଡି ଡୋକରି ଚଞ୍ଚରା ଠାରେ ସୁବର୍ଣ୍ଣ ଜୟନ୍ତୀ ଓ ରାମ ନବମୀ ଉତ୍ସବ ପାଇଁ ଶନିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ଅସ୍ଥାୟୀ…

ବାଲିକୁଦା ବ୍ଲକର ଅଧ୍ୟକ୍ଷ ପଦ ମଣ୍ଡନ କଲେ ପ୍ରକାଶ ପ୍ରଧାନ

ଜଗତସିଂହପୁର -: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବାକୁ ଯାଉଥିବା ବେଳେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି l ବାଲିକୁଦା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଜି୨ ଜଣ ପାର୍ଥି ନାମାଙ୍କନ ପତ୍ର…

ହାତୀର ଚିକିତ୍ସା ପାଇଁ ଯାଇଥିଲେ, ଚାଲିଗଲା ପ୍ରାଣ

ଢେଙ୍କାନାଳ -: ଆହତ ଦନ୍ତା ହାତୀର ଚିକିତ୍ସା ଲାଗି ଯାଇଥିଲେ। ହେଲେ ଆଖି ବୁଜିଲେ ଏଲିଫ୍ୟାଣ୍ଟ ସ୍କ୍ବାଡ୍ର ସଦସ୍ୟ । ଯାହାର ଚିକିତ୍ସା ପାଇଁ ଯାଇଥିଲେ, ତାହାରି ଆକ୍ରମଣରେ ଚାଲିଗଲା ଜୀବନ। ମୃତକ ହେଲେ ବିଶ୍ଵରଞ୍ଜନ ପାଣିଗ୍ରାହୀ। ଗତକାଲି ଆହତ ହାତୀକୁ…

ଚିଲିକା ବିଧାୟକଙ୍କ ସ୍ଥାନ ଜେଲରେ : ପୃଥ୍ୱୀରାଜ

ଭୁବନେଶ୍ୱର -: ଲୋକଙ୍କ ଉପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼ାଇ ଦେବା ଘଟଣାରେ  ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।  ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା ପୃଥ୍ୱୀରାଜ କହିଛନ୍ତି ।…

error: Content is protected !!