ପ୍ରଧାନ ଶିକ୍ଷୟତ୍ରୀ ଗୀତିକା ରାଉତଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ମଧୁସୂଦନପୁର ଶାସନ ସ୍ଥିତ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତିକା ରାଉତଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ…

ଜିଲ୍ଲାପାଳଙ୍କୁ ବାଲିମାଫିଆଙ୍କ ଚ୍ୟାଲେଞ୍ଜ, ଜିଲ୍ଲାପାଳ ବ୍ୟାରିକେଡ କଲେ ମାଫିଆମାନେ ଜେସିବ ଲଗାଇ ଭାଙ୍ଗିଦେଲେ !

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁରରୁ କାକଟପୁର ସଂଯୋଗ କରୁଥିବା ଦେବୀନଦୀ ଉପରେ ନିର୍ମିତ ଆଳିପିଙ୍ଗଳ ପୋଲ ଉପରେ ଦୈନଦିନ ଶହ ଶହ ଭାରୀଯାନ ଯାତାୟାତ କରୁଥିବାରୁ ଆଳିପିଙ୍ଗଳ ପୋଲ ଟି ସଂପୁର୍ଣ ଅସୁରକ୍ଷିତ ହୋଇପଡିବାରୁ ଏ ସମ୍ପର୍କ ରେ ସ୍ଥାନୀୟ…

ନୂତନ ଜ଼ିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକଙ୍କ ଯୋଗଦାନ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ନୂତନ ଜ଼ିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ଭାବେ ବିଦ୍ୟାଧର ପ୍ରଧାନ କାର୍ଯ୍ୟରେ ଯୋଗଦେଇଛନ୍ତି l ଶ୍ରୀ ପ୍ରଧାନ ପୂର୍ବରୁ ସୁନ୍ଦରଗଡ଼ ଜ଼ିଲ୍ଲା ରେ ଶାରୀରିକ…

ପ୍ରଫୁଲ୍ଲ ପାଠାଗାର ପରିସରରେ ନାଟ୍ୟକାର ସୁଧାକର ଦିବେଦୀ ଙ୍କ ର 72ତମ ଜୟନ୍ତୀ ସମାରୋହରେ ପାଳିତ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: କାଳଜୟୀ ନାଟ୍ୟକାର ସୁଧାକର ଦ୍ବିବେଦୀଙ୍କର 72ତମ ଜୟନ୍ତୀ ସମାରୋହ ସ୍ଥାନୀୟ ପୁରୁଣାଗଡ଼ ସ୍ଥିତ ପ୍ରଫୁଲ୍ଲ ପାଠାଗାର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି l ନାଟ୍ୟକାର ସୁଧାକର ଦ୍ବିବେଦୀ ସ୍ମୃତି ପରିଷଦର ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କ…

ବିବାଦରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ, ପ୍ରଥମେ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ ଏବେ କ’ଣ ହେଉଛି ଆସନ୍ତୁ ଜାଣିବା …

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ନିମନ୍ତେ ଜଗତସିଂହପୁର ସବ ରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟରେ ଆଜି ଆବେଦନ କରାଯାଇଛି । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ସମ୍ପର୍କକୁ ନେଇ ବହୁ…

ଜଗତସିଂହପୁର ଜିଲ୍ଲାରେ ସ୍ଥାୟୀ ଭିଜିଲାନ୍ସ୍ କୋର୍ଟ, ଏସ୍.ସି.ଏସ୍.ଟି କୋର୍ଟ ପ୍ରତିଷ୍ଠା, ଦାବିରେ ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜିଲ୍ଲା ସଦରମହକୁମା ଠାରେ ସ୍ଥାୟୀ ଭିଜିଲାନ୍ସ୍ କୋର୍ଟ,ଏସ୍.ସି.ଏସ୍.ଟି କୋର୍ଟ ପ୍ରତିଷ୍ଠା, ଜିଲ୍ଲା ଓକିଲ ସଂଘର ପ୍ରସ୍ତାବିତ ବାର୍ ଗୃହ, ସ୍ଥାୟୀ କ୍ୟାଣ୍ଟିନ୍, ପୋଷ୍ଟ ଅଫିସ୍ ପ୍ରତିଷ୍ଠା ଓ ପରିବାର ଓ ପୋକ୍ସୋ କୋର୍ଟର ପ୍ରସ୍ତାବିତ…

ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ରଥ ଅନୁକୂଳ କାର୍ଯ୍ୟକ୍ରମ ନିମନ୍ତେ ଠାକୁରରାଜା ଦେଲେ ବିଶ୍ଵକର୍ମାଙ୍କୁ ଆଜ୍ଞାମାଳ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ର ସର୍ବ ପ୍ରାଚୀନ ଐତିହ୍ୟ ଓ ପରମ୍ପରା ସମ୍ପର୍ଣ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ପବିତ୍ର ଅକ୍ଷୟ ତୃତୀୟାରେ ରଥ ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୋଲିସ ମାଡରେ ଯୁବକଙ୍କ ମୃତ୍ୟୁ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା -: ପୁଲିସ ମାଡରେ ଯୁବକଙ୍କ ମୃତ୍ୟୁ ଏଭଳି ଏକ ସଙ୍ଗିନ ଘଟଣା ଘଟିଛି ପାରାଦୀପ୍ ଅଭୟଚାନ୍ଦପୁର ଥାନାରେ l ବାଡ଼େଇ ବାଡ଼େଇ ମାରିଦେଲେ, ଆଉ ପ୍ରମାଣ ନଷ୍ଟ କରିବାକୁ ଯାଇ ରାତି ରାତି ନେଇ ଜଗତସିଂହପୁର ସଦର…

କାହା ଭରସାରେ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡବାସିନୀ ମା ଶାରଳା ?

ଜଗତସିଂହପୁର -: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ଓ ତାଙ୍କ ମନ୍ଦିର ପ୍ରତି ଅବହେଳାର ସୀମା ଟପିଲାଣି । ମନ୍ଦିରର ପାରିପାର୍ଶ୍ୱିକ ଅବସ୍ଥା ସାଂଘାତିକ ଭାବେ ବିଗିଡ଼ିଲାଣି । ଜିଲ୍ଲା ପ୍ରଶାସନ ଏ ଦିଗରେ ମୁଣ୍ଡ ପୂରାଉନାହିଁ । ମନ୍ଦିର…

ମା କନକଦୁର୍ଗା ପୀଠରେ ବାରୁଣୀ ଯାତ୍ରା ମହାସମାରୋହରେ ଅନୁଷ୍ଠିତ

ଜଗତସିଂହପୁର -: ଜଗତସିଂହପୁର ଜ଼ିଲ୍ଲା ପିତେଇପୁର ସ୍ଥିତ ପ୍ରସିଦ୍ଧ ସର୍ପ ଭୟ ନିବାରିଣୀ କ୍ଷେତ୍ର ମା କନକଦୁର୍ଗାଙ୍କ ପୀଠରେ ପ୍ରସିଦ୍ଧ ବାରୁଣୀ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାର ର ହଜାର ହଜାର ଶ୍ରଦ୍ଧାଳୁ…

error: Content is protected !!