ଶିଦ୍ଧମହାବିରଙ୍କ ପିଠରେ ମହାଶାନ୍ତି ଯଜ୍ଞ ୩ଦିନ ବ୍ୟାପି ଅନୁଷ୍ଠିତ

କଣ୍ଟାପଡା – କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ଡିମିରି ପଞ୍ଚାୟତର କୁସୁନପୁର ଗାଁରେ ଶିଦ୍ଧମହାବିରଙ୍କ ପିଠରେ ମହାଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିର ପରିଶରରେ ଅଙ୍କୁରାରୋପଣ ପରେ ୬୦ ଜଣ ମହିଳା ପୁରୁଷ କୁସୁନୁପୁର କନ୍ଦଳ ନଦୀ…

ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପିଠରେ ଚୈତ୍ରପର୍ବ ଓ ବାସନ୍ତୀକ ନବରାତ୍ର ପାଳିତ

କଟକ/ବଡ଼ମ୍ବା -: ଓଡିଶାର ଅନ୍ୟତମ ଦେବୀ ପିଠଭାବରେ ପ୍ରସିଦ୍ଧି ଲାଭ କରିଥିବା କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠରେ ବାସନ୍ତୀକ ନବରାତ୍ର ପର୍ବର ଦଶହରା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି । ଶଶାଙ୍ଗ ଗ୍ରାମବାସିନୀ ପର୍ଶୁରାମ ପୀଠାଧିଶ୍ୱରୀ…

ବଡଭାଇର ପରିବାରର ସଫା କରିଦେଲା ସାନଭାଇ, ଗୋଟିଏ ଜୁଇରେ ଭାଇ ଭାଉଜ ପୁତୁରା ଝିଆରୀ

କଟକ -: ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗାଁରେ ହୋଇଥିବା ନାରକୀୟ ହତ୍ୟାକାଣ୍ଡ ପୂରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପାରିବାରିକ କଳହ ହେତୁ ବଡ଼ଭାଇର ପୂରା ପରିବାରକୁ ନିଶ୍ଚିହ୍ନ କରିଦେଇଛି ସାନଭାଇ । କଟକ ଗ୍ରାମାଞ୍ଚଳ ଏସ୍‌ପି ଯୁଗଳ…

ବନ୍ଦି କରି ଏକ ମାସ ଧରି ନାବାଳିକା ଝିଅକୁ ବଳାତ୍କାର କଲା ବାପା

କଟକ -: ଜୈାନ ପିପାସୁର ରାକ୍ଷସ ପ୍ରବୃତ୍ତି । ନିଜ ଜନ୍ମକଲା ନାବାଳିକା ଝିଅକୁ ବି ଛାଡ଼ିଲାନି ପିଶାଚ ବାପା । ଘରେ ଭିତରେ ଏକ ମାସ କାଳ ଯୌନ ନିର୍ଯାତନା ଦେବା ଭଳି ଚାଞ୍ଚଲ୍ୟକର ଘଟଣା କଟକରେ ଘଟିଛି ।…

ମହାନଦୀରେ ବୁଡିଗଲେ ୩, ଜଣେ ଉଦ୍ଧାର ୨ନିଖୋଜ

କଟକ -: ଆଜି ଅପରାହ୍ନରେ ମହାନଦୀରେ ଘଟିଛି ବଡ ଅଘଟଣ । ଗାଧୋଇବାକୁ ଯାଇଥିବା ୩ ଜଣ ଯୁବକ ମହାନଦୀରେ ବୁଡ଼ିଯାଇଛନ୍ତି । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୨ ଜଣ ନିଖୋଜ…

ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ସୁମିତ ଓ ତପସ୍ୱିନ, ସଂପର୍କରେ ଆସିଲା କି ସୁଧାର !

କଟକ -: ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ଡାକ୍ତର ସୁମିତ କୁମାର ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ ଦାଶ ଆଜି ହାଜର ହୋଇଥିଲେ । ଉଭୟ ଦିନ ୧୧ଟା ପୂର୍ବରୁ ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚି ଯାଇଥିଲେ । ଦିନ ପ୍ରାୟ ୧୧ଟା…

ବଡମ୍ବା – ନରସିଂହପୁରରେ ଅଜବ ନୀତି, ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇଦେବ

କଟକ/ନରସିଂହପୁର – ସରକାରଙ୍କ ନୀତି ନିୟମ ଚୁଲିକି ଯାଉ ଆମ ମନମାନି ରାଜୁତି ଚାଲିଥାଉ ଏକଥା ଆମେ କହୁନୁ ଏହି କଥା ସାରା ବଡମ୍ବା-ନରସିଂହପୁରରେ ଚର୍ଚ୍ଚା ଯୋର ଧରିଛି । ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀ ହେଉଛି ଓଡିଶା ରାଜନୀତିର ପାୱାରଫୁଲ୍ ନେତା…

ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ଜିଲ୍ଲାରେ ୨୭ହଜାର ଚାଷୀ ଧାନ ଦେବାରେ ବିଫଳ, ‘ଖୁସି’ ଫୁଟାଇପାରିଲା ନାହିଁ ଚାଷୀଙ୍କ ମୁହଁରେ ହସ

କଟକ -: ନାଁ କୁ ଯୋଗାଣ ମନ୍ତ୍ରୀ କିନ୍ତୁ କଥା ଓ କାମ ଭିତରେ ଆକାଶ ପାତାଳ ଫରକ । ନିଜ ଜିଲ୍ଲାର ଚାଷୀଙ୍କ ସମସ୍ୟାକୁ ସୁଧାରିବାରେ ଯିଏ ବିଫଳ ସାରା ଓଡିଶାରେ କେମିତି ଚାଲିଥିବ ସ୍ପଷ୍ଟ ଜଣାପଡୁଛି । ଚାଷୀ…

ଆଠଗଡରେ ନିର୍ବାଚନ ପରବତ୍ତୀ ହିଂସା, ଗାଡିଚଢାଇ ମାରିଦେବାକୁ ଉଦ୍ୟମ

ଆଠଗଡ଼ -: ଗାଡ଼ି ଚଢ଼ାଇ କଟକ ଜିଲ୍ଲା ଆଠଗଡ଼ ଏନ୍‌ଏସିର ବିଜେପି ନଗରପାଳ ପ୍ରାର୍ଥୀ ଇଲା ପଣ୍ଡାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ଇଲାଙ୍କ ମୁଣ୍ଡ, ଛାତି ଓ ଗୋଡ଼ରେ ଆଘାତ ଲାଗିଥିଲା ବେଳେ ସେ…

ନିର୍ବାଚନ ପ୍ରଚାର ଶେଷ : ଶେଷ ଦିନରେ କଂଗ୍ରେସର ପ୍ରଚାର ଜୋରଦାର

ଆଠଗଡ଼ – : ପୈାର ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଥିଲା ପ୍ରଚାରର ଶେଷ ଦିନ। ଏହି ଅବସରରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ସମେତ ନେତୃବୃନ୍ଦ ଓ ସମର୍ଥକ ମାନେ କର ବା ମର ନୀତି ଆପଣାଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିଲେ…

error: Content is protected !!