ଯବାନଙ୍କ ପାଇଁ ଗର୍ଭବତୀ ମହିଳାଙ୍କ ଜିବନ ବିପଦମୁକ୍ତ ହେଲା, ସାଲ୍ୟୁଟ୍ ଆପଣଙ୍କ ଏହି ମହନୀୟତା ପାଇଁ

ମାଲକାନଗିରି -: ଅପରାଧୀଙ୍କୁ ଦଣ୍ଡ ଏବଂ ଅସହାୟକୁ ସାହାଯ୍ୟ କରୁଛି ଯବାନ । ଏଭଳି ଯୁକ୍ତି ବଢ଼ିଛନ୍ତି ମାଲକାନଗିରି ସୀମାନ୍ତ ଛତିଶଗଡର ଡିଆରଜି ଯବାନ । ଜଙ୍ଗଲ ଭିତରେ ବାସ କରିଥିବା ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ନେବା ଘଟଣା…

ଗୁଜରାଟରୁ ଆସିଲେ, ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ

ସୁନ୍ଦରଗଡ଼/ବଡ଼ଗାଁ -: ଗୁଜରାଟରୁ ଆସିଲେ, ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ମରଚିମୁଣ୍ଡା ଛକରୁ ଏପ୍ରିଲ ୧୦ ତାରିଖ ସକାଳେ ଏକ ବସ୍ତାରେ ବନ୍ଧା ଅଜଣା ମୃତଦେହ ଉଦ୍ଧାର ମାମଲାର…

ଉପନିର୍ବାଚନ ପାଇଁ ବିଜେଡି ଭିତରେ ଆରମ୍ଭ ହେଲାଣି କନ୍ଦଳ, ମନ୍ତ୍ରୀଙ୍କ ପାଇଁ ହୋଇପାରେ ଦୁଇଫାଳ

ଝାରସୁଗୁଡା -: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଯଦିଓ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ, ବିଜେଡି ଟିକେଟ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ଠିକ୍ ଏମିତି ସମୟରେ ଆଜି ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ…

ନକ୍ସଲଙ୍କ ଉଗ୍ରରୁପ, ଜାଳିଦେଲେ ୭ଟି ଗାଡି

ମାଲକାନଗିରି -: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ବାଲିଘାଟରେ ଲାଗିଥିବା ୭ଟି ଗାଡିକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି । ଜିଲ୍ଲାର ନମେଡ ଥାନା ଅଂଚଳର ମୀନଗାଚଲ ନଦୀ ଘାଟରେ…

ବଜାରରେ ମିଳୁଛି ଏହି ବ୍ରାଣ୍ଡର ନକଲି ସର୍ଫ, ସାବଧାନ …

କଟକ -: ବଜାରରେ ମିଳୁଛି ନକଲି ସରଫଏକ୍ସଏଲ । ଯାହା ଦେଖିବାକୁ ଅବିକଳ ବ୍ରାଣ୍ଡ ପରି । ହେଲେ ପ୍ୟାକେଟ ମଧ୍ୟରେ ରହିଛି ନକଲି ସମଗ୍ରୀ । ଯାହାର ଆଜି ପରଦାଫାସ କରିଛି କମିସନରେଟ ପୁଲିସ । ମାଲଗୋଦାମ ଅଞ୍ଚଳରୁ ଏକ…

ଦାମୀ ଶାଢୀ ବି ଖୁବ୍ କମ ଦରରେ, ଆପଣଙ୍କ ପାଇଁ ସୁବର୍ଣ୍ଣ ଅଫର …

ଭୁବନେଶ୍ୱର : ଶାଢ଼ିକୁ ବି ସୁନା ପରି ବ୍ୟବହାର ପରେ ବିକ୍ରି କରାଯାଇପାରିବ । ପୁରୁଣା ଶାଢ଼ିରୁ ମନ ପୂରିଗଲେ ତାହାକୁ ବିକି ଦେଇ ନିଜ ଆଲମିରା ପାଇଁ ଆଣିପାରିିବେ ଆପଣଙ୍କ ମନ ପସନ୍ଦର ଶାଢ଼ି । ଏଭଳି ଏକ ସୁବର୍ଣ୍ଣ…

ପିଟିପିଟି ମାରିଦେଲା ପୋଲିସ , ରାଜଧାନୀ ଭୁବନେଶ୍ୱରେ ହାଜତ ମୃତ୍ୟୁ

ଭୁବନେଶ୍ୱର -: ରାଜଧାନୀରେ ହାଜତ ମୃତ୍ୟୁ ଅଭିଯୋଗ । ବଡ଼ଗଡ଼ ଥାନା ପୁଲିସ ହେପାଜତରେ ଥିବା ବେଳେ ଜଣେ ସନ୍ଦିଗ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ, ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଢପୁର ଅଞ୍ଚଳର ପ୍ରଦୀପ କୁମାର ସାହୁ(୪୮) । ଏହି ଘଟଣା…

ବିବାହିତ ମହିଳାକୁ ଯୌନ ପିପାସୁଙ୍କୁ ଦେଢଲକ୍ଷ ଟଙ୍କାରେ ବିକିଦେଲେ ଦଲାଲ …

ଝାରସୁଗୁଡ଼ା -: ଜଣେ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି କରି ଦିଆଯାଇଥିବା ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଏଥି ସହିତ ପୁଲିସ ପିଡ଼ୀତାଙ୍କୁ ଉଦ୍ଧାର କରିଛି । ଏ ନେଇ ଆଜି…

error: Content is protected !!