ପକ୍କାଘର ମରାମତି ରାଶି ପାଇବାରେ ବିଳମ୍ବ କରୁଛନ୍ତି ତିଗିରିଆ ପ୍ରଶାସନ

ତିଗିରିଆ – ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆବାସ ଯୋଜନାରେ ସାମିଲ ଥିବା ସମସ୍ତ ହିତାଧିକାରୀଙ୍କୁ ପକ୍କା ଘର ମରାମତି କରିବା ପାଇଁ ୩୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । କିନ୍ତୁ କିଛି ହିତାଧିକାରୀଙ୍କୁ ଏହି…

ଦ୍ୱିତୀୟ ଜାତୀୟ ଏଚଆର ଇଣ୍ଡିଆ ପୁରସ୍କାର ଗ୍ରହଣ କଲେ ମିସ ରଞ୍ଜିତା ପ୍ରିୟଦର୍ଶିନୀ

miss india

ପୋଲିସ ଦାଦଗିରି ପାଇଁ ଚାଲିଗଲା ଗୋଟିଏ ଝିଅର ଜିବନ

ଜଗତସିଂହପୁର – ଜଗତସିଂହପୁର ବ୍ଲକ ପଲ୍ଲୀ ପଞ୍ଚାୟତରେ ଘଟିଛି କରୁଣ ପରିସ୍ଥିତି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ପଲ୍ଲୀ ଗ୍ରାମର କିଛି ବ୍ୟକ୍ତି ଜଗତସିଂହପୁର ପୋଲିସକୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀକୁ ପୋଲିସ ଧରିବା ପାଇଁ ବିଭିନ୍ନ ସମୟରେ…

ଜିଲ୍ଲାପରିଷଦ ଅଧ୍ୟକ୍ଷା ମାନିନୀ ଭୋଇଙ୍କ ସୈାଜନ୍ୟ ମୂଳକ ସାକ୍ଷାତ

ପଦ୍ମପୁର:-ବରଗଡ ଜିଲ୍ଲାରେ ଗତକାଲି ଅନୁଷ୍ଠିତ ଜିଲ୍ଲାପରିଷଦ ନିର୍ବାଚନରେ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥିନୀ ଶ୍ରୀମତୀ ମାନିନୀ ଭୋଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବାପରେ ଆଜି ବରଗଡ ଜିଲ୍ଲା ବିଜୁଜନତା ଦଳ ର ସଭାପତି…

ମହାପ୍ରଭୁଙ୍କ ଚାଚେରୀ ବେଶ, ଶ୍ରୀମନ୍ଦିରରେ ଫଗୁ ଦଶମୀ

ପୁରୀ -: ୧୨ବରଷରେ ତେର ପରବ କେବଳ ଜଗନ୍ନାଥ ସଂସ୍କୃତିରେ ହିଁ ସମ୍ପନ୍ନ ହୋଇଥାଏ । ଶ୍ରୀମନ୍ଦିରରେ ଫଗୁ ଦଶମୀ ସହ ମହାପ୍ରଭୁଙ୍କ ଚାଚେରୀ ବେଶ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜିଉମାନେ ଝିମିରି ଫଗୁ, ଚନ୍ଦନ ଲାଗି ହୋଇ ବନ୍ଦାପନା ହୋଇଛନ୍ତି…

ବରଗଡ ଜିଲ୍ଲାପରିଷଦକୁ କବଜା କଲା ବିଜେଡି, ଶ୍ରୀମତୀ ମାନିନୀ ଭୋଇ ହେଲେ ଅଧ୍ୟକ୍ଷା

ବରଗଡ(ନିରଞ୍ଜନ ତ୍ରୀପାଠି):- ଗତ ୨୨.୦୨.୨୦୨୨ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଚତୁର୍ଥ ପର୍ଯ୍ୟାୟ ର ମତଦାନ ସମୟ ରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଦେଇଥିବା ବୟାନ ଟି ସତରେ ପରିଣତ ହୋଇଛି…

ମନୋଜ କୁମାର ଭୋଇ ହେଲେ ଜଗତସିଂହପୁର ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) – ଜଗତସିଂହପୁର ଜ଼ିଲ୍ଲା ପରିଷଦ ସଭାପତି ନିମନ୍ତେ ଆଜି ପୂର୍ବାହ୍ନରେ ସର୍ବସମତି କ୍ରମେ ଜଗତସିଂହପୁର ୩ ନମ୍ବର ଜୋନର ଜ଼ିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ଭୋଇ ପ୍ରାଥୀପତ୍ର ଦାଖଲ କରିଥିଲେ । ଜ଼ିଲ୍ଲା ବିଜୁ…

ପଶ୍ଚିମବଙ୍ଗ ଭଳି ଓଡିଶାରେ ହିସାଂର ଆଶ୍ରୟ ନେଉଛନ୍ତି ବିଜେଡି ନେତା, ମାରିଦେବାକୁ ବି ପଛାଉ ନାହାନ୍ତି

ଭୁବନେଶ୍ୱର -: ବିଜେଡି ଦଳରେ ପଶିଆସିଲାଣି ବେଙ୍ଗଲି ଢାଞ୍ଚା । ଚିଲିକାର ବିଜେଡି ବିଧାୟକ ମଦ ପିଇ ଗାଡି ଚଳାଇବା ସହ ବିଜେପିର କର୍ମୀଙ୍କୁ ମାରିବାକୁ ଉଦ୍ୟମ କରିବା ସହ ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି ବିଜେପିର…

ଝାରସୁଗୁଡ଼ା ଜିଲ୍ଲାର ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨

ବ୍ଲକ୍ ମୋଟ ପଞ୍ଚାୟତ ସଂଖ୍ୟା ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍ ସଂଖ୍ୟା, କେଉଁ ଦଳର ସମର୍ôଥତ ପ୍ରାର୍ଥୀ ୧. ଝାରସୁଗୁଡ଼ା – ୮, ଚିତ୍ରାଣୀ ପଟେଲ, ନିର୍ଦ୍ୱନ୍ଦ୍ୱ, ବିଜେଡି୨. କିର୍ମିରା – ୧୭, କୃଷ୍ଣପ୍ରିୟା ସାହୁ, ନିର୍ଦ୍ୱନ୍ଦ୍ୱ, ବିଜେଡି୩. କୋଲାବିରା…

ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରାଯାଇଥିବା ସବୁ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ମିଳିବ

ଭୁବନେଶ୍ୱର -: ଆଉ ବିନା ରେକର୍ଡରେ କୈାଣସି ଶିକ୍ଷାନୁଷ୍ଠାନ ଚାଲିବ ନାହିଁ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଜମି ପଟ୍ଟା ତୁରନ୍ତ ପ୍ରଦାନ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ହଜାର ଶିକ୍ଷାନୁଷ୍ଠାନକୁ ପଟ୍ଟା ଆବଣ୍ଟନ…

error: Content is protected !!