ସମବାୟ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର -: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ନିୟନ୍ତ୍ରୀତ ବଜାର କମିଟିର ଇନିସପେକ୍ଟର ତଥା ସମବାୟ ସମିତି ସମ୍ପାଦକ ବନମାଳି ନାୟକଙ୍କ ଘରେ ଚଢ଼ାଉ କରୁଛି…

ସଡକ ଦୁର୍ଘଟଣା ହେଲେ ଜିଲ୍ଲାପାଳ ହିଁ ଉତ୍ତରଦାୟୀ, ସୁପ୍ରିମକୋର୍ଟ ଦେଲେ ଏଭଳି …

ନୂଆଦିଲ୍ଲୀ -: ଏଣିକି ସଡ଼କ ଦୁର୍ଘଟଣା ପାଇଁ ଜିଲ୍ଲାପାଳମାନେ ଉତ୍ତରଦାୟୀ ହେବେ । ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ସଡ଼କ ଦୁର୍ଘଟଣାଗୁଡ଼ିକର ତଦାରଖ କରିବେ ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବେ । ବିଚାରପତି ଜଷ୍ଟିସ୍ ଅଭୟ ମନୋହର ସାପ୍ରେଙ୍କ ଅଧ୍ୟକ୍ଷତାରେ ଗଠିତ…

ବ୍ଲକ ଅଧ୍ୟକ୍ଷା ସ୍ୱାମିଙ୍କ ସନ୍ଦେହଜନକ ମୃତ୍ୟୁ, ଯୋଜନା ବଦ୍ଧ ହତ୍ୟା ଅଭିଯୋଗ

ଗଞ୍ଜାମ / ଜଗନ୍ନାଥପ୍ରସାଦ -: ହତ୍ୟା ନାଏକ ଦୁର୍ଘଟଣା ଜନିତ ହତ୍ୟା ତାହା ଏବେ ଅସ୍ପଷ୍ଟ ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଡଛି ଗଞ୍ଜାମ ଜିଲ୍ଲାରେ । ବେଲଗୁଣ୍ଠା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ବିଦାୟୀ ବ୍ଲକ ଉପାଧ୍ୟକ୍ଷ ହିମାଂଶୁ…

ଆର ଆର ଇଭେଣ୍ଟ ଓ studio 365 ମିଳିତ ଅନୁକୁଲ୍ୟରେ ସୁନ୍ଦରୀ ପ୍ରତିଯୋଗିତା

ଭୁବନେଶ୍ୱର (ପ୍ରଭାତ କୁମାର ମଲ୍ଲିକ) -: odisha queen2021 ଅନୁଷ୍ଠିତ ହୋଇଯାଇଛି । ଗାଁରୁ ଆରମ୍ଭ କରି ସହର ସବୁ କ୍ଷେତ୍ରରୁ ପ୍ରତି ପ୍ରତିଭାସମ୍ପନ୍ନ ସୁନ୍ଦରୀ ମାନଙ୍କୁ ଖୋଜି ସେମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ସହ ଓଡ଼ିଆ ସିନେମା ଜଗତକୁ ଏକ…

ଭିନ୍ନକ୍ଷମ ମାନଙ୍କ ଲୁକ୍କାୟିତ ପ୍ରତିଭାଙ୍କୁ ସମ୍ମାନିତ

ଭୁବନେଶ୍ୱର (ପ୍ରଭାତ କୁମାର ମଲ୍ଲିକ) -: ଭିନ୍ନକ୍ଷମ ଲୁକାୟିତ ପ୍ରତିଭାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଉଦ୍ୟମ ଆରମ୍ଭ କରିଛି ଜଜବା । ୫୦ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ପ୍ରତିଭାଙ୍କୁ ପ୍ରଦାନ ହେଲା ଜଜବା ପ୍ରତିଭା ସମ୍ମାନ- ୨୦୨୨ ।…

ଶନିବାର ପାଇଁ କଣ କଲେ ଆପଣଙ୍କ ଗ୍ରହ ଶନ୍ତି ରହିବ, ଶୁଭଫଳ ପ୍ରାପ୍ତି ହେବ ଆସନ୍ତୁ ଜାଣିବା

ପ୍ରତ୍ୟେକ ଶନିବାର ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରି ପ୍ରଭୁ ହନୁମାନଙ୍କ ନିକଟରେ ଚାଳିଶା ପାଠ କରନ୍ତୁ । ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟାକାଳରେ ପଶ୍ଚିମ ଦିଗରେ ଦୀପ ଜଳାଇ ଶନିଙ୍କ ମନ୍ତ୍ର ଜପ କରନ୍ତୁ । ଘରର ଗୁରୁଜନଙ୍କ…

ଏପ୍ରିଲ୨ ଶନିବାର ରାଶିଫଳ –ସାବଧାନ ରୁହନ୍ତୁ ଏହି ରାଶିଧାରୀଙ୍କ ଭାଗ୍ୟରେ ଶାରୀରକ ପିଡା ଯୋଗ

ମେଷ -: ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ମନରେ ଈର୍ଷାଭାବ ଜାଗ୍ରତ ହୋଇପାରେ । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବେ । ବୃଷ -: ବନ୍ଧୁ ମିଳନରେ…

ଉତ୍କଳ ଦିବସ ପାଳନ ଅବସରରେ କବିତା ଆସର ଓ ବିଭିନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା

ନୀଳଗିରି – ନୀଳଗିରି ବ୍ୟାସ କବି ସାହିତ୍ୟ ସଂସଦ, ଗୋଡ଼ିଶୂଳ, ନୀଳଗିରି, ବାଲେଶ୍ଵର ତରଫରୁ, ନୀଳଗିରି ମହିଳା ଡିଗ୍ରୀ କଲେଜ ପ୍ରାଙ୍ଗଣରେ ମହା ସମାରୋହରେ ଉତ୍କଳ ଦିବସ ପାଳନ, ସମ୍ଵର୍ଦ୍ଧନା ଉତ୍ସବ ଓ କବିତା ଆସର ସଂସଦର ସଭାପତି ଶ୍ରୀଯୁକ୍ତ ବିପିନ…

କନ୍ୟା ବଦଳରେ ଶାଶୁକୁ ବରଣମାଳା ଦେଖନ୍ତୁ ଭିଡିଓ

ଭୁବନେଶ୍ୱର – ଇଣ୍ଟରନେଟରେ ଅନେକ ପ୍ରକାର ବିବାହ ଭିଡିଓ ଭାଇରାଲ ହୋଇଥାଏ । ଏହି ଭିଡିଓ ବର-କନ୍ୟାଙ୍କ ସହିତ ଜଡ଼ିତ ହୋଇଥାଏ । ଅନ୍ୟପକ୍ଷରେ କନ୍ୟା ଘରେ ପହଞ୍ଚିିବା ପରେ ବରଯାତ୍ରୀଙ୍କ ଗଣ୍ଡଗୋଳ ଘଟଣା ବି ପୂର୍ବରୁ ଅନେକ ସାମ୍ନାକୁ ଆସିଛି…

ଡିଜିପି ଡିସ୍କ ଆୱାର୍ଡ ପାଇଁ ଯାଇଥିଲେ ଏସ.ଆଇ କିଶୋର, ପୁରସ୍କାର ଗ୍ରହଣ କରିବା

ରାୟଗଡ଼ା -: ଆଉ କିଛି ସମୟ ପରେ ପାଇଥାନ୍ତେ ଡିଜିପି ଡିସ୍କ ଆୱାର୍ଡ । ପୁରସ୍କୃତ କରିଥାନ୍ତେ ରାଜ୍ୟ ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ପୁରସ୍କାର କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ…

error: Content is protected !!